Jan 26, 2024, 07:25 IST

କେହି ଆସିଲେନି ଧାଇଁ ଆସିଲେ ଅଭିନେତ୍ରୀ ରାଣୀ ପଣ୍ଡା !! ଦେଖନ୍ତୁ ଦେଲେ ଏତିକି ଟଙ୍କା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଓଲିଉଡ, ବଲିଉଡ ଏବଂ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଯାତ୍ରା ଜଗତର ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ ।
Special report
ଅଭିନେତ୍ରୀ ରାଣୀ ପଣ୍ଡା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହି ଅଭିନେତ୍ରୀ ଜଣକ ଲୋକମାନଙ୍କୁ ସବୁବେଳେ ସାହାଯ୍ୟ କରିଥାନ୍ତି । ନିକଟରେ ଆପଣମାନେ ଯାତ୍ରା ଜଗତରେ ଘଟିଥିବା ଘଟଣା ଜାଣିଥିବେ ।
ନିକଟରେ ଆପଣମାନେ ଯାତ୍ରା ଜଗତର ଗାଡ଼ି ଓଲଟି ଯାଇଥିବା ଘଟଣା ବିଷୟରେ ଶୁଣିଥିବେ । ଏହି ଘଟଣାକୁ ୨୪ ଘଣ୍ଟା ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣାରେ ମୃ-ତ୍ୟୁବରଣ କରିଥିବା ଶବ ପଡ଼ି ରହିଛି ।
Special report
ସେହି ମୃ-ତ୍ୟୁବରଣ କରିଥିବା ଲୋକଙ୍କ ପାଖରେ ପହଞ୍ଚି ନାହାଁନ୍ତି ଯାତ୍ରା ଜଗତର ମାଲିକ । ଯାତ୍ରା ଜଗତର ଅଭିନେତା ଆଉ ଅଭିନେତ୍ରୀ ବସ୍ କି ଅନ୍ୟାନ୍ୟ ଗାଡ଼ିରେ ଯିବା ଆସିବା କରିଥାନ୍ତି କିନ୍ତୁ ଟେକ୍ନିକସିଆନମାନେ ଟ୍ରକରେ ଜିନିଷ ପତ୍ର ସହିତ ଯିବା ଆସିବା କରିଥାନ୍ତି ।
ଯାତ୍ରା ଜଗତର ଅଭିନେତା ଆଉ ଅଭିନେତ୍ରୀ ହୋଟେଲରେ ଶୋଉଥିବା ବେଳେ ଏହି ଟେକ୍ନିକସିଆନମାନେ ପଡିଆ ମଝିରେ ଶୋଇଥାନ୍ତି । ସେହି ଟେକ୍ନିକସିଆନମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଆଉ ତାଙ୍କ ପାଖରେ ଯାତ୍ରା ମାଲିକ ପହଞ୍ଚି ନାହାଁନ୍ତି କିନ୍ତୁ ତାଙ୍କ ପାଖରେ ପହଞ୍ଚିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ।
Special report
ଆଉ ଏବେ ସେ ସମସ୍ତ ଯାତ୍ରା କଳାକାରମାନଙ୍କୁ ଏବଂ ଯାତ୍ରା ମାଲିକଙ୍କୁ ଟାର୍ଗେଟ କରି କିଛି କଥା କହିଛନ୍ତି । ସେ କହିଛନ୍ତି ଯାତ୍ରା ଜଗତରେ ଯେମିତି କଳାକାରମାନେ ସେବା ପାଉଛନ୍ତି ସେହିଭଳି ଏହି ଟେକ୍ନିକସିଆନମାନେ ସେବା ପାଇବା ଉଚିତ୍ ।
ଅଭିନେତ୍ରୀ ରାଣୀ ପଣ୍ଡା ଏବେ ସେହି ସ୍ଥାନରେ ପହଞ୍ଚିଛନ୍ତି ଯେଉଁ ସ୍ଥାନରେ ଏହି ଟେକ୍ନିକସିଆନମାନେ ଦୁର୍ଘଟଣାର ଶିକାର ହୋଇ ପଡିଛନ୍ତି । ସେ ଏବେ ତାଙ୍କୁ ଦେଖା କରିବାକୁ ମେଡ଼ିକାଲକୁ ଯାଇଛନ୍ତି । ଏହାସହ ଅଭିନେତ୍ରୀ ରାଣୀ ପଣ୍ଡା ମୃ-ତ-କଙ୍କ ପରିବାରକୁ କିଛି ଟଙ୍କା ସହାୟତା ମଧ୍ୟ କରିଛନ୍ତି ।
ସେ କହିଛନ୍ତି ଟେକ୍ନିକସିଆନମାନଙ୍କ ପାଇଁ ଯାତ୍ରା ଜଗତ ଚାଲୁଛି । ଆଉ ତାଙ୍କ ପାଇଁ କଳାକାରମାନେ ଯାତ୍ରା ଜଗତ ଉପରେ ପାଦ ଦେଉଛନ୍ତି । ସେଥିପାଇଁ ତାଙ୍କୁ ସମାନ ସୁଯୋଗ ଆଉ ସେବା ଦେବା ଉଚିତ୍ ।

Advertisement