Updated: Oct 14, 2023, 13:03 IST

କାଠଗଣ୍ଡି ଭାବି କୁମ୍ଭୀର ଉପରେ ବସି ପଡିଲେ ଆଉ ତା ପରେ ହେଲା କିଛି ଏମିତି ଦେଖନ୍ତୁ - Exclusive

Special report

ନମସ୍କାର ପାଠକ ବନ୍ଧୁ।ଏବେ ରାଜ୍ୟ ରେ କୁମ୍ଭୀର ଆତଙ୍କ ବଢିବାରେ ଲାଗିଛି।ଏବେ ବିଭିନ୍ନ ନଦୀ ରେ କୁମ୍ଭୀର ମାନେ ଆସି ରହୁଛନ୍ତି।ଲୋକ ମାନେ ନିଜ ଦୈନନ୍ଦିନ କାର୍ଯ୍ୟ ପାଇଁ ନଦୀ ଉପରେ ନିର୍ଭର କରି ଚଳନ୍ତି।ହେଲେ ଯେତେବେଳେ ଏହି କୁମ୍ଭୀର ମାନେ ନଦୀ ରେ ରହୁଛନ୍ତି
Special report
ଲୋକ ମାନେ ନଦୀ କୁଳ କୁ ଯିବା ପାଇଁ ଭୟବିତ ହେଉଛନ୍ତି।ଜଣେ ଲୋକ ସକାଳୁ ମାଛ ଧରିବା ପାଇଁ ନଦୀ କୁ ଯାଇ ଥିଲେ।ଥକି ଯାଇ ଥିବାରୁ ସେ ନଦୀ କୁଳ ରେ ଥିବା ଏକ କୁମ୍ଭୀର ଉପରେ କାଠ ଗଣ୍ଡି ଭାବି ବସି ଯାଇଥିଲେ।ଏହା ପରେ ସେ ଅଳ୍ପ କେ ବଞ୍ଚି ଯାଇଥିଲେ।
Special report
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୋଗରାଇ ପଞ୍ଚାୟତ ରେ।ଏଠାକାର ଲୋକ ମାନେ ସବୁଦିନ ପରି ସେଦିନ ମଧ୍ୟ ସମସ୍ତେ ମିଶି ଯାଇଥିଲେ ନଦୀ କୁଳ କୁ ମାଛ ଧରିବା ପାଇଁ।ସେମାନଙ୍କ ମଧ୍ୟ ରୁ ଜଣେ ଥକି ଯିବାରୁ ନଦୀ ର କୁଳ ଆଡ଼କୁ ଆସି ଟିକେ ବିଶ୍ରାମ ନେବା ପାଇଁ ଇଚ୍ଛା କଲେ।
ହେଲେ କିଏ ଜାଣି ଥିଲା ସେ ଯାହା ଉପରେ ବସି ଥିଲେ ତାହା ଏକ କାଠ ଗଣ୍ଡୀ ନ ଥିଲା।ତାହା ଥିଲା ଏକ ୧୩ ଫୁଟ ର କୁମ୍ଭୀର।ଏହା ପରେ କୁମ୍ଭୀର ଟି ଲୋକ ଟିକୁ ଖାଇବା ପାଇଁ ମାଡ଼ି ଆସି ଥିଲା।
Special report
କିଛି ଲୋକ ସେଠାରେ ଥିବାରୁ ଉକ୍ତ ଲୋକ ଟିକୁ ବଞ୍ଚାଇ ଦେଇଥିଲେ।ଏହା ପରେ ରଶି ଆଣି ସେ କୁମ୍ଭୀର ଟି କୁ ବାନ୍ଧି ପକାଇ ଥିଲେ।କୁମ୍ଭୀର ଟି କୁ ନେବା ପାଇଁ ଗ୍ରାମ ବସି ମାନେ ବନ ବିଭାଗ କର୍ମଚାରୀ ଙ୍କୁ ଡକାଇ ଥିଲେ।
ବନ ବିଭାଗ କର୍ମଚାରୀ ମାନେ ଆସି କୁମ୍ଭୀର ଟିକୁ ଧରି ପକାଇ ଏକ ମୋଟା ରଶି ସାହାର୍ଯ୍ୟ ରେ ବାନ୍ଧି ତାଙ୍କ ସହ ନେଇ ଯାଇଥିଲେ।ଏହି କୁମ୍ଭୀର ଟି ବହୁତ ବଡ ଥିଲା।ଲୋକ ଟି ର ଭାଗ୍ୟ ଭଲ ଥିବାରୁ ସେ ବଞ୍ଚି ଯାଇଥିଲେ।
ଏହି କୁମ୍ଭୀରଟି ପ୍ରାୟ ୧୩ ଫୁଟ ଉଚ୍ଚତା ର ରହିଥିଲା।ଲୋକ ଟି କୁମ୍ଭୀର କୁ କାଠ ଗଣ୍ଡୀ ଭାବି ତା ଉପରେ ବସି ଯାଇଥିଲେ।ହେଲେ ଶେଷ ରେ ଅନ୍ୟ ମାନେ ତାର ଜୀବନ ବଞ୍ଚାଇ ଦେଲେ।

Advertisement