Feb 13, 2024, 14:55 IST

କାରଖାନା ଭାଉଜ ଏବେ ଆସିବେ ଟିଭି ରେ.. ଏବେ ୪ କୋଟି ଓଡ଼ିଆ ତାଙ୍କୁ ଦେଖି ଖୁସି ହେଲେ...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ନେହା ପାଣିଗ୍ରାହୀ ଙ୍କ ବିଷୟରେ ଭଲ ଭାବେ ଜାଣି ଥିବେ।ଭୁବନେଶ୍ୱର ରେ ସେ କମ୍ ମୂଲ୍ୟ ରେ ଖାଦ୍ୟ ଯୋଗାଇ ସମସ୍ତଙ୍କ ନିକଟ ରେ ପରିଚିତ ହୋଇ ଥିଲେ।
Special report
ଏବେ କୁହା ଯାଉଚି କି ନେହା ଓ ତାଙ୍କ ବଡ ଯା ରଶ୍ମିତା କାର ଖାନା ରୁ ସିଧା ସଳଖ ଟିଭି ପରଦା କୁ ଆସିବାକୁ ଯାଉଛନ୍ତି।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଦେଖିବାକୁ ଖୁବ୍ ସୁନ୍ଦର।ସେଥିପାଇଁ ତାଙ୍କୁ ସୋସିଆଲ ମିଡ଼ିଆ ରେ ଅନେକ କଥା କୁହା ଯାଇ ଥିଲା।
ହେଲେ ଏତେ କଥା ଶୁଣି ମଧ୍ୟ ସେ ହାର ମାନି ନ ଥିଲେ।ନିଜ ହକ ପାଇଁ ସେ ଲଢି ଥିଲେ।ସୂଚନା ଅନୁସାରେ ନେହା ପାଣିଗ୍ରାହୀ କିଛି ଦିନ ପୂର୍ବେ ଭୁବନେଶ୍ୱର ର ଛକ ମାନଙ୍କ ରେ ଗୋଟିଏ କାର ରେ ଖାଇବାକୁ ବାଣ୍ଟୁ ଥିଲେ। କମ୍ ମୂଲ୍ୟ ଦେଇ ଲୋକ ମାନେ ତାଙ୍କ ପାଖରେ ଖାଦ୍ୟ ଖାଉ ଥିଲେ।
ଦିନ କୁ ଦିନ ଲୋକ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା।ହେଲେ ହଟାତ ଦିନେ ତାଙ୍କୁ ନେଇ ଖରାପ କମେଣ୍ଟ କରା ଗଲା।କୁହା ଗଲା ଯେ ସେ ସୁନ୍ଦରୀ ହୋଇ ଥିବା ଯୋଗୁଁ ଲୋକ ମାନେ ତାଙ୍କ ପ୍ରତି ଆକର୍ଷିତ ହୋଇ ଆସୁଛନ୍ତି।
Special report
ଏହାକୁ ଶୁଣିବା ପରେ କିଛି ଦିନ ପାଇଁ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଇଥିଲା।ନେହା ନିଜ କାର ଖାନା କୁ ବନ୍ଦ କରି ଦେଇଥିଲେ।ଏବେ ସେ ତାଙ୍କ ଘରେ ଏହି ଦୋକାନ ଟି ଖୋଲିଛନ୍ତି।ଯାହାର ଖାଦ୍ୟ ର ଆବଶ୍ୟକତା ରହିଛି ସେମାନେ ତାଙ୍କୁ ଫୋନ୍ କରି ଜଣାଇଲେ ସେ ତାଙ୍କ ଘର କୁ ଖାଦ୍ୟ ପଠାଇ ଦେବେ।
ଏହି ବ୍ୟବସ୍ଥା ରେ ସେ ଖୁବ୍ କମ୍ ଟଙ୍କା ଲୋକ ମାନଙ୍କ ଠାରୁ ଆଦାୟ କରୁଛନ୍ତି।ତେବେ ବର୍ତ୍ତମାନ ସମୟ ରେ ସେ ତାଙ୍କ କାର ଖାନା କୁ ନୁହେଁ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚା ରେ ଅଛନ୍ତି।
ସେ ଏବେ ଟିଭି ପରଦା ରେ ଆସିବାକୁ ଯାଉଛନ୍ତି।ସାର୍ଥକ ଟିଭି ରେ ହେଉ ଥିବା ଦିଦି ନମ୍ବର ୧ ଶୋ ରେ ସେ ଓ ତାଙ୍କ ବଡ ଯା ଆସିବାକୁ ଯାଉଛନ୍ତି।
କିଛି ଲୋକ ତାଙ୍କୁ ବିରୋଧ କରୁଥିବା ବେଳେ ଅନ୍ୟ କିଛି ଲୋକ ତାଙ୍କୁ ସମର୍ଥନ କରିଛନ୍ତି।ଜଣେ ମହିଳା ହୋଇ ନିଜ ହକ ପାଇଁ ସେ ଲଢ଼ୁଛନ୍ତି।ସେ ବର୍ତ୍ତମାନ ସମୟ ରେ ସମସ୍ତ ଙ୍କ ପାଇଁ ଜଣେ ଆଦର୍ଶ ବୋଲି କୁହା ଯାଉଚି।

Advertisement