Nov 12, 2023, 08:49 IST

କାନ୍ଦି କାନ୍ଦି ସାମ୍ନାକୁ ଆସିଲେ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ ଦୈତାରି ପଣ୍ଡାଙ୍କୁ ସିଧା ସିଧା କହିଦେଲେ ଏମିତି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ରାଣୀ ପଣ୍ଡା ବିଭିନ୍ନ ସମୟରେ ଗରିବ ଅସହାୟଙ୍କ ପାଇଁ ଠିଆ ହୋଇଥିବା ଦେଖିବାକୁ ମିଳିଛି।
Special report
ବ୍ୟକ୍ତିଗତ ଜୀବନକୁ ନେଇ ତାଙ୍କର ଯାହାବି ସମସ୍ଯା ଥାଉ ପଛେ ଅସହାୟ ବୃଦ୍ଧ-ବୃଦ୍ଧା ହୁଅନ୍ତି କି କେଉଁଠି କାହାର ଝିଅ ବାହାଘର ସବୁଠି ଯାଇ ଝିଅ, ଭଉଣୀ ଆଦିର ଭୂମିକା ସେ ତୁଲାଇଛନ୍ତି।
ବନ୍ଧୁଗଣ ଆପଣମାନେ ଅନେକ ସମୟରେ ଦେଖିଥିବେ ସେ ସହିଦଙ୍କ ପରିବାର ହେଉ କି ଦୁଃଖୀ ଦରିଦ୍ରଙ୍କ ପାଖରେ ଠିଆ ହୁଅନ୍ତି ରାଣୀ ପଣ୍ଡା। ଯେତିକି ପଇସା ରାଣୀ ପଣ୍ଡା ରୋଜଗାର କରୁଛନ୍ତି ସବୁବେଳେ ସମସ୍ତଙ୍କ ପାଖରେ ପହଞ୍ଚି ଯଥାସମ୍ଭବ ସାହାଯ୍ୟ କରୁଛନ୍ତି।
ଏମିତିକି ଅନେକ ପୂଜା କମିଟି ରେ ମଧ୍ୟ ସେ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି। ଆଉ ଏସବୁ ପରେ ରାଣୀ ପଣ୍ଡାଙ୍କର ଏକ ସ୍ବତନ୍ତ୍ର ବ୍ୟକ୍ତିତ୍ଵ ତିଆରି ହୋଇଛି ସମାଜରେ। 
Special report
ବନ୍ଧୁଗଣ ରାଣୀ ପଣ୍ଡାଙ୍କୁ ପୁଣି ଥରେ ଆଣି ମଞ୍ଚ ଉପରକୁ ବିବାଦ ସୃଷ୍ଟି କରାଯାଉଛି। ତେବେ ରାଣୀ ପଣ୍ଡା ରାଗିଯାଇ କାନ୍ଦି କହିଛନ୍ତି, "ମୋ ଜୀବନକୁ ବରବାଦ୍ କରିଦେଉଛ ତୁମେମାନେ।
ମୁଁ କାହା ଘରର ବୋହୂ ହେଇପାରୁନାହିଁ ତୁମ ମାନଙ୍କ ପାଇଁ। ଆଉ ସବୁବେଳେ ତୁମେ ନିଜ ନିଜକୁ ଗର୍ବ କରାଇ ମତେ ତଳକୁ ଫୋପାଡି ଦେଉଛ। ମତେ ନିଚା ଦେଖାଇ ତୁମେ ଉପରେ ରହିବାକୁ ଚେଷ୍ଟା କରୁଛ। 
ଥରେ କୁହ ରାଣୀ ପଣ୍ଡା ଭଲ ଅଭିନୟ କରୁଛି ନା ନାହିଁ। ଆଉ ରାଣୀ ପଣ୍ଡା ସମସ୍ତଙ୍କ ସୁଖ ଦୁଃଖରେ ଛିଡା ହେଉଛି ନା ନାହିଁ। କିନ୍ତୁ କାହିଁକି ମଞ୍ଚ ଉପରେ ସର୍ବ ସମ୍ମୁଖରେ ମତେ ତୁମେ ବେଜିତ୍ କରୁଛ।
" ତେବେ ବନ୍ଧୁଗଣ ଏହି ସବୁ କଥା ରାଣୀ ପଣ୍ଡା ଦୈତାରି ପଣ୍ଡାଙ୍କୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି। ଏବଂ ରାଣୀ ପଣ୍ଡା କହିଛନ୍ତି କାହାକୁ କେଉଁଠି କହିବା ଦରକାର ଆଉ କଣ କହିବା ଦରକାର ତାହା ଶୁଣିରଖ ଦୈତାରୀ।

Advertisement