Feb 6, 2024, 18:23 IST

କାନ୍ଦି କାନ୍ଦି ମାନିଲେ ନିଜ ଭୁଲ ଆଉ କେବେବି କହିବେନି ଭାଷା ପ୍ରତିଶ୍ରୁତି ଦେଲେ ବିବାଦୀୟ ଲୋକପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା

Special report

ନମସ୍କାର ପାଠକ ବନ୍ଧୁ।ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ନେଇ ଏକ ବଡ ଖବର ସାମ୍ନା କୁ ଆସିଛି।କିଛି ଦିନ ହେବ ସେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଅପଲୋଡ଼ କରୁଛନ୍ତି।ଏଥିରେ ସେ ଖରାପ ଭାଷା ରେ ଗାଳି ଗୁଲଜ କରୁଥିଲେ।ଯାହାକୁ ନେଇ ଖୁବ୍ ଖୁବ୍ ଚର୍ଚ୍ଚା କରା ଯାଇଛି।
Special report
ରାଣୀ ପଣ୍ଡା ସବୁବେଳେ ଦୁଃଖୀ ଲୋକ ମାନଙ୍କ ସେବା କରି ଥାଆନ୍ତି।ନିଜେ ଅସୁବିଧା ରେ ଥାଇ ମଧ୍ୟ ଅନ୍ୟ ଲୋକ ଙ୍କ ମୁହଁ ରେ ହସ ଫୁଟେଇ ଛନ୍ତି।ହେଲେ ଏଥିପାଇଁ ତାଙ୍କୁ ଅନେକ କଥା ଶୁଣିବାକୁ ମିଳିଚି।ଏଥିରେ ସେ ରାଗି ଯାଇ ଖରାପ ଭାଷା ପ୍ରୟୋଗ କରନ୍ତି।
ସୂଚନା ଅନୁସାରେ ଗତ କାଲି ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଥିଲେ।ଏଥିରେ ସେ ସାରା ଓଡ଼ିଶା ବାସୀ ଙ୍କୁ କ୍ଷମା ମାଗି ଥିଲେ।
Special report
ଲୋକ ଙ୍କ ର ତାଙ୍କ ପ୍ରତି ଥିବା ଭଲ ପାଇବା ପାଇଁ ସେ ନିଜେ କାନ୍ଦି ପକାଇ ଥିଲେ।ସେ ଏହି ଭିଡିଓ ରେ କହି ଥିଲେ କି ମୁଁ ଭାଷା ପ୍ରୟୋଗ କରି ଖରାପ ହେବା ପାଇଁ ଚାହୁଁ ନାହିଁ।କିଛି ଖରାପ ଲୋକ ମାନେ ମୋତେ ଏପରି କରିବା ପାଇଁ ବାଧ୍ୟ କରୁଛନ୍ତି।ମୁଁ ଜାଣିଚି ମୋ ଭିଡିଓ ଛୋଟ ଛୋଟ ପିଲା ମାନେ ମଧ୍ୟ ଦେଖୁଛନ୍ତି।
ଏହା ଦ୍ବାରା ସମାଜ ଖରାପ ହେଉଚି।ହେଲେ ଆପଣ ମାନେ କୁହନ୍ତୁ ମୁଁ ଏଥିପାଇଁ କଣ କରିବି।ମୁଁ ଜାଣିଚି ମୋ ପ୍ରତି ଲୋକ ଙ୍କ ର ଅନେକ ଭଲ ପାଇବା ରହିଛି।ମୁଁ ବି ଗୋଟିଏ ବ୍ରାହ୍ମଣ ଭଦ୍ର ଘର ର ଝିଅ।ଏହି ଯାତ୍ରା ଦୁନିଆ ରେ ପ୍ରବେଶ କରିବା ପରେ ମୋତେ ଅନେକ କିଛି ଶୁଣିବାକୁ ପଡିଚି।
Special report
ମୋତେ ଏମାନେ ଏଠାରେ ରଖିବାକୁ ଦେଇ ନାହାନ୍ତି।ତେବେ ଯଦି ମୋ ଖରାପ ଭାଷା କାହାକୁ କଷ୍ଟ ଦେଇଚି ତେବେ ମୁଁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି।ଆଜି ଠାରୁ ରାଣୀ ପଣ୍ଡା କହୁଚି ଜୀବନ ରେ କେବେ କାହାକୁ ଆଉ ଏପରି ଖରାପ ଭାଷା କହିବନି।
ତାଙ୍କର ଏହି କଥା ଶୁଣି ତାଙ୍କ ପ୍ରଶଂସକ ମାନେ ବହୁତ ଖୁସି ହୋଇ ଯାଆନ୍ତି।ଲୋକ ମାନଙ୍କ ସେବା ପାଇଁ ରାଣୀ ପଣ୍ଡା ନିଜକୁ ଉତ୍ସର୍ଗ କରିଛନ୍ତି।ତାଙ୍କର ଏଭଳି ଚିନ୍ତାଧାରା କୁ ସମସ୍ତେ ଖୁବ୍ ପ୍ରଶଂସା କରନ୍ତି।ରାଣୀ ପଣ୍ଡା ଙ୍କ ପାଇଁ ଲୋକ ଙ୍କ ର ଖୁବ୍ ଭଲ ପାଇବା ରହିଛି।ଏହାକୁ ଦେଖି ରାଣୀ ପଣ୍ଡା ନିଜେ କାନ୍ଦି ପକାଇ ଥିଲେ।

Advertisement