Jan 12, 2024, 08:07 IST

କାନ୍ଦି କାନ୍ଦି ମୁଁହ ଖୋଲିଲେ ୮୮ ବର୍ଷର ବୃଦ୍ଧ ବାପା ଦେଖନ୍ତୁ ପୁଅ BDO ଙ୍କ ଆତ୍ମହତ୍ୟା ନେଇ ଦେଲେ ସାଙ୍ଘାତିକ ବୟାନ

Special Report

ନମସ୍କାର ପାଠକ ବନ୍ଧୁ।ବାପ ଥାଉ ଥାଉ ଚାଲି ଯାଇଛି ପୁଅ ର ଜୀବନ।ଯେଉଁ ବାପ ନିଜ ପୁଅ କୁ ବଡ କରିବା ପାଇଁ ନିଜ ଜୀବନ ର ସବୁକିଛି ତ୍ୟାଗ କରି ଦେଲା ଆଜି ସେହି ବାପ ନିଜ ପୁଅ କୁ କିପରି ପୋ-ଡ଼ା ହେଉ ଥିବାର ଦେଖିବ।ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସିମୁଳିଆ ଥାନା ଅଞ୍ଚଳ ରେ।
Special Report
ଏଠାରେ ଜଣେ ବ୍ୟକ୍ତି ବ୍ଲକ ଉନ୍ନୟନ ଅଧିକାରୀ ବା ବିଡ଼ିଓ ରୂପେ କାର୍ଯ୍ୟ କରୁଥିଲେ।ହେଲେ ଏବେ ସେ ସମସ୍ତ ଙ୍କୁ ଛାଡି ଚାଲି ଯାଇଛନ୍ତି।୮୮ ବର୍ଷ ର ବୁଢା ବାପ ଥାଉ ଥାଉ ତାଙ୍କ ଆଖି ଆଗରେ ଚାଲି ଗଲା ପୁଅ ର ଜୀବନ।ଆଜି ଆମେ ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।
ସୂଚନା ଅନୁସାରେ ବିଡ଼ିଓ ବିଶ୍ବରଂଜନ ମହାନ୍ତି ଗତ କାଲି ରାତିରେ ବେକ ରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା କରିଛନ୍ତି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ମୃ-ତ ଦେହ କୁ ଉଦ୍ଧାର କରିଚି।ହ-ତ୍ୟା ର କାରଣ ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ।
Special Report
ତାଙ୍କ ବାପା ଗଣ ମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛନ୍ତି କି ମୋ ପୁଅ କୁ ଫେରାଇ ଦିଅନ୍ତୁ।ବୁଢା ବାପ ଥାଉ ଥାଉ ମୋ ପୁଅ ମୋତେ ସବୁଦିନ ପାଇଁ ଛାଡି ଚାଲି ଯାଇଚି।ତାକୁ ବଡ କରିବା ପାଇଁ ମୋତେ ବହୁତ କଷ୍ଟ କରିବାକୁ ପଡିଛି।ସେ ଯେତେବେଳେ ସରକାରୀ ଚାକିରି ପାଇ ଥିଲା।ସବୁଠାରୁ ଅଧିକ ଖୁସି ମୁଁ ହୋଇ ଥିଲି।
ହେଲେ କେବେ ବି ଭାବି ନ ଥିଲି।ସେହି ଚାକିରି ଶେଷ ରେ ତାର ଜୀବନ ନେଇ ଯିବ।ମୋତେ କହିଥିଲା ବାପା କାମ ର ଚାପ ବହୁତ ରହୁଛି।ମୋତେ ଘର କୁ ଫୋନ୍ କରିବାକୁ ସମୟ ହେଉ ନାହିଁ।ଅନେକ ଦିନ ରୁ ସେ ଘର କୁ ମଧ୍ୟ ଆସି ନ ଥିଲା।ହେଲେ ଆଜି ସେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛି।
Special Report
ମୋ ପୁଅ ଏପରି କିଛି କରିବ ମୁଁ ଭାବି ନ ଥିଲି।ଏପରି କିଛି କାନ୍ଦି କାନ୍ଦି କହିଥିଲେ ଜଣେ ବୃଦ୍ଧ ବାପା।ବିଡ଼ିଓ ବିଶ୍ବରଂଜନ ମହାନ୍ତି ଗତ କାଲି ନିଜ ଅଫିସ ଠାରୁ ଦୂରରେ ଥିବା ଗୋଟିଏ କୋଠରୀ ଭିତରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା କରିଛନ୍ତି।ପ୍ରଥମେ ଏହାକୁ କେହି ଜାଣି ପାରି ନ ଥିଲେ।
ଅଫିସ ର ଅନ୍ୟ କର୍ମଚାରୀ ମାନେ ଯେତେବେଳେ ତାଙ୍କୁ ଫୋନ୍ କରିଥିଲେ ସେତେବେଳେ ସେ ଫୋନ୍ ଉଠାଇ ନ ଥିଲେ।ସେମାନେ ଚାରି ଆଡ଼େ ଖୋଜାଖୋଜି କରିଥିଲେ।ହେଲେ ମିଳି ନ ଥିଲେ।ଶେଷ ରେ ପୋଲିସ କୁ ଖବର ଦେଇଥିଲେ।
ପୋଲିସ ଆସି ସେହି କୋଠରୀ ର କବାଟ କୁ ଭାଙ୍ଗି ମୃ-ତ ଦେହ କୁ ଉ-ଦ୍ଧା-ର କରିଥିଲେ।ହେଲେ ଏହି ଆ-ତ୍ମ-ହ-ତ୍ୟା କାହିଁକି ସେ କରିଛନ୍ତି ତାହା ଏ ଯାଏଁ ଜଣା ପଡି ନାହିଁ।ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ନା ତାଙ୍କୁ କିଏ ମାରି ଦେଇଛନ୍ତି ଖୁବ୍ ଶୀଘ୍ର ତାହା ଜଣା ପଡ଼ିବ ବୋଲି ପୋଲିସ କହିଛି।

Advertisement