Dec 9, 2023, 19:23 IST

କାନ୍ଦି କାନ୍ଦି ହାଲିଆ ହେଲେଣି ଛୁଆ ଦେଖନ୍ତୁ ଛୁଆ ଏବଂ ସ୍ବାମୀଙ୍କୁ ଛାଡି ଫେରାର ହେଇଗଲେ ସ୍ତ୍ରୀ - Exclusive

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଆଜିକା ସମାଜରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ଆପଣମାନେ ଶୁଣିଲେ ମନରେ ଏକ ଭାବନା ଆସିବ।
Special Report
ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଆଜିକାଲି ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ବିବାହ କରି ମଧ୍ୟ ପରକୀୟା ପ୍ରୀତି ପାଇଁ ନିଜ ଘର ଆଉ ପିଲାଛୁଆଙ୍କୁ ଛାଡ଼ି ଦେଉଛନ୍ତି । ଏହି ଖବର ହେଉଛି କି ଜଣେ ମହିଳା ଏଭଳି କାମ କରିଛନ୍ତି । 
ମହିଳା ଜଣକ ବିବାହ କରି ତାଙ୍କ ପିଲାଛୁଆ ଥାଇ ମଧ୍ୟ ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି ଲୋକ ବହୁତ ଖରାପ ଅଟନ୍ତି । ଏହି ମହିଳା ଜଣଙ୍କର ଦୁଇଟି ଛୁଆ ଥାଇ ମଧ୍ୟ ସେ ପରକୀୟା ପ୍ରୀତି କରୁଛି ।
Special Report
ଏହି ମା ଜଣକ ଅନ୍ୟ ପୁରୁଷକୁ ଭଲପାଇ ଫେରାର ହୋଇ ଯାଇଛନ୍ତି । ଏହିଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରା କାଟିଣୀ ଗାଁରେ । ଏହି ଗ୍ରାମର ଜଣେ ମହିଳା ଦୁଇଟି ଛୁଆ ଥାଇ ଫେରାର ହୋଇ ଯାଇଛନ୍ତି ।
ଏହି ମହିଳା ଜଣଙ୍କର ଦୁଇ ଛୁଆ ଅଛି ଆଉ ଏହି ମହିଳା ଜଣକ ଯାହା ସହିତ ଫେରାର ହୋଇଛନ୍ତି ତାଙ୍କର ମଧ୍ୟ ଦୁଇଟି ଛୁଆ ଅଛି । ମାଆ ଜଣକ ଦୁଇ ଛୁଆର ବାପା ସହିତ ଫେରାର ହୋଇ ଯାଇଛି ।
Special Report
ମାଆକୁ ଖୋଜି ଖୋଜି ଏବେ ଥାନାରେ ପହଞ୍ଚିଛନ୍ତି ଦୁଇ ଛୁଆ ଆଉ ବାପା । ଏବେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି । ଏବେ ଏହି ବ୍ୟକ୍ତି ଜଣଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଗାଁର ସୁଦାମ ପରିଡ଼ାଙ୍କ ସ୍ତ୍ରୀ ହେଉଛନ୍ତି ଗୀତା ପରିଡ଼ା ।
ଗୀତା ପରିଡ଼ା ସେହି ଗାଁର ପ୍ରହ୍ଲାଦ ପରିଡ଼ାଙ୍କ ସହିତ ଫେରାର ହୋଇ ଯାଇଛନ୍ତି । ଏହି ଦୁଇଜଣ ତିନି ବର୍ଷ ହେବ ପ୍ରେମ ସଂପର୍କରେ ଥିଲେ ଆଉ ସେମାନେ ଏବେ ଫେରାର ହୋଇ ଯାଇଛନ୍ତି । ରାତିରେ ଫେରାର ହୋଇ ଯାଇଛନ୍ତି ଏହି ମହିଳା ଜଣକ।
ସ୍ତ୍ରୀ ଜଣଙ୍କୁ ଅନେକ ବାରଣ କରିବା ପରେ ମଧ୍ୟ ସେ ଏଭଳି କାମ କରିଛନ୍ତି । ଏବେ ସୁଦାମ ଦୁଇଛୁଆଙ୍କୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ଏବେ ନ୍ୟାୟ ଦାବି କରିଛନ୍ତି ଏହି କୁନି ଛୁଆ ଦୁଇଟି । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ।

Advertisement