Jan 28, 2024, 12:46 IST

କଣ ଓଡ଼ିଶା ରେ ମିଳିଲାନି କି ଶ୍ରମିକ ଯେ ତାମିଲ ରୁ ମଗେଇ ଶ୍ରୀ ମନ୍ଦିର କାମ କଲ..

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଓଡ଼ିଶା ରେ ଏବେ ଭି କେ ପାଣ୍ଡିଆନ ରାଜ କରୁଛନ୍ତି।ଓଡ଼ିଶା ରେ ଯେତେ ସବୁ ଉନ୍ନତି ମୂଳକ କାମ କରା ଯାଉଚି ତାହା ସବୁ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କ ପାଇଁ ହେଉ ଅଛି।ଆଜି ପୁଣି ଥରେ ଭି କେ ପାଣ୍ଡିଆନ ଙ୍କୁ ନେଇ ଚର୍ଚ୍ଚା।
Special report
ଓଡ଼ିଶା ର ଯେତେ ସବୁ ଉନ୍ନତି ହେଉଚି ତାମିଲନାଡୁ ର ଶ୍ରମିକ ମାନେ କାମ କରୁଛନ୍ତି।ଆମ ଓଡ଼ିଶା ରେ କଣ ଶ୍ରମିକ ମିଳୁ ନାହାନ୍ତି।ସମସ୍ତେ ତାମିଲନାଡୁ ଶ୍ରମିକ ଉପରେ ନିର୍ଭର କରୁଛନ୍ତି।ଆମେ ଆଜି ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଇଉ ଆର ସି କମ୍ପାନୀ ଆସି ଲୋକ ଙ୍କୁ ବହୁତ ହଇରାଣ କରିଛି।ବଡ କମ୍ପାନୀ ଖୋଲିବା ନାମ ରେ ଲୋକ ଙ୍କ ଘର ଦ୍ଵାର ଭାଙ୍ଗି ଦେଇଚି।ଲୋକ ମାନଙ୍କୁ ଅନ୍ୟ ସ୍ଥାନ କୁ ସ୍ଥାନାନ୍ତରଣ କରା ଯାଇଛି।ମୁଖ୍ୟ ମନ୍ତ୍ରୀ ଅନେକ ଥର ସେହି ଜିଲ୍ଲା ଗ୍ରସ୍ତ କରିଛନ୍ତି।
ହେଲେ ସେମାନଙ୍କ ଦୁଃଖ ସୁଖ କୁ ବୁଝି ନାହାନ୍ତି।ସେମାନେ ଏବେ ବି ଅବହେଳିତ ଅବସ୍ଥା ରେ ପଡ଼ି ରହିଛନ୍ତି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ମସିହା ପର ଠାରୁ ଓଡ଼ିଶା ଗ୍ରସ୍ତ ରେ ଆସି ନାହାନ୍ତି।ଫେବୃଆରୀ ତିନି ତାରିଖରେ ରେ ସେ ଓଡ଼ିଶା ଆସିବେ।
Special report
ସେ ଓଡ଼ିଶା ର ସମ୍ବଲପୁର ଠାରେ ଗୋଟିଏ ପ୍ରକଳ୍ପ ଉଦଘାଟନ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକୁ ଆସିବେ।ଆଜି ସାରା ବିଶ୍ବ ରେ ନରେନ୍ଦ୍ର ମୋଦୀ ଗୋଟିଏ ପରିଚିତ ନାମ।
ସେ ଓଡ଼ିଶା ଗ୍ରସ୍ତ ରେ ଆସି ଗରିବ ଲୋକ ଙ୍କ ପାଇଁ କିଛି କରିବେ ବୋଲି ଆଶା କରା ଯାଉଛି।ସାରା ଦେଶ ରେ ସେ ହେଉଛନ୍ତି ଲୋକ ପ୍ରିୟ ନେତା।ତାଙ୍କୁ ଦେଖିବା ପାଇଁ ଲୋକ ଙ୍କ ମଧ୍ୟରେ ଭିଡ ଜମି ରହିଥାଏ।ସେ ଆସିବା କଥା ଶୁଣି ଲୋକ ମାନେ ବହୁତ ଖୁସି ହୋଇ ଯାଇଛନ୍ତି।
ଏହାର ପ୍ରଭାବ ଲୋକ ଙ୍କ ଉପରେ ବହୁତ ପଡ଼ିବ।ନିକଟରେ ସେ ରାମ ମନ୍ଦିର ପ୍ରତିଷ୍ଠା କରୁଛନ୍ତି।ଶହ ଶହ ବର୍ଷ ଧରି ଏହି ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଭାରତୀୟ ମାନେ ସ୍ବପ୍ନ ଦେଖିଥିଲେ।ଶେଷ ରେ ସେମାନଙ୍କ ସ୍ବପ୍ନ ପୁରଣ ହୋଇଚି।
ଓଡ଼ିଶା ରେ ମୁଖ୍ୟ ମନ୍ତ୍ରୀ ଙ୍କ ଏଭଳି କାମ ଯୋଗୁଁ ଆଜି କିଛି ଲୋକ ନରେନ୍ଦ୍ର ମୋଦି ଙ୍କୁ ପସନ୍ଦ କରିବାକୁ ଲାଗିଛନ୍ତି।ଦିନ ଆସିବ ଯେତେବେଳେ ବିଜେପି ଓଡ଼ିଶା ରେ ରାଜ କରିବ ବୋଲି ଜଣେ ରାଜନେତା କହିଛନ୍ତି।

Advertisement