Jan 30, 2024, 12:07 IST

କଣ ଆପଣ ଖୋଲିଛନ୍ତି କି ସୁକନ୍ୟା ଖାତା , ଏବେ ସରକାର ଦେବେ ମାଗଣା ରେ ପଇସା...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ସରକାର ଲୋକ ଙ୍କ ଉନ୍ନତି ପାଇଁ କେତେ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି।ସେହି ଯୋଜନା ଗୁଡ଼ିକ ମଧ୍ୟରେ ସୁୁକନ୍ୟା ଯୋଜନା ଅନ୍ୟତମ।କିଛି ଲୋକ ଏହି ଯୋଜନା କୁ ଜାଣି ନ ଥିବେ।
Special report
ଆଜି ଆମେ ସେହି ଯୋଜନା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଯୋଜନା ରେ ଆପଣ ମାନେ ନିଜ ଝିଅ ର ବିବାହ ତଥା ପଢା ଖର୍ଚ୍ଚ କୁ ଉଠାଇ ପାରିବେ।ଏଥିରେ କିଛି ଟଙ୍କା ନିବେଶ କଲେ ଭବିଷ୍ୟତ ରେ ତାହା ଆପଣଙ୍କୁ ସହାୟତା ପ୍ରଦାନ କରିବେ।
ଏବେ ଆଉ ଏକ ଖବର ଏହି ସୁକନ୍ୟା ଯୋଜନା ରେ ହେବାକୁ ଯାଉଛି। ଯାହାକୁ ଆପଣ ମାନେ ଶୁଣିଲେ ବହୁତ ଖୁସି ହୋଇ ଯିବେ।ଏହା ଲକ୍ଷ ପତି ହେବାର ସୁଯୋଗ ଦେଉଚି।ଆପଣ ମାନେ ଯଦି ନିଜ ଝିଅ ନାମ ରେ ବ୍ୟାଙ୍କ ରେ ସୁ କନ୍ୟା ଯୋଜନା ରେ ଖାତା ଖୋଲିଥିବେ।
ତେବେ ଆପଣ ଙ୍କୁ ୭୦ ଲକ୍ଷ ଟଙ୍କା ମିଳି ପାରିବ।ଝିଅ ବିବାହ ପାଇଁ ସାଧାରଣତଃ ପରିବାର ଲୋକ ଙ୍କ ର ବହୁତ ଦୁଃଖ ଥାଏ।ତେବେ ଏବେ ଆଉ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ।ଏହି ଯୋଜନା ରେ ୨୫୦ ଟଙ୍କା ରେ ଆପଣ ଙ୍କୁ ଗୋଟିଏ ଖାତା ଖୋଲିବାକୁ ପଡ଼ିବ।
Special report
ଝିଅ ଙ୍କ ପାଇଁ ଏହା ଏକ ଉତ୍ତମ ଯୋଜନା।ଅନେକ ଛୋଟ ଛୋଟ ଯୋଜନା କାର୍ଯ୍ୟକାରି ହେଉଚି।ସେଥିରୁ ଏହି ଯୋଜନା ଟି ଅନ୍ୟତମ।ଚଳିତ ଜାନୁୟାରୀ ମାସ ଠାରୁ ଲାଭାଂଶ କୁ ବୃଦ୍ଧି କରା ଯାଇଚି।ଏହା ୮.୨ ପ୍ରତିଶତ ବୃଦ୍ଧି କରା ଯାଇଚି।
ଝିଅ ବିବାହ ଓ ପାଠ ପଢା ପାଇଁ ଆପଣ ମାନଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ।ଏହି ଯୋଜନା ରେ ଆପଣ ଙ୍କ ଝିଅ କୁ ୧୦ ବର୍ଷ ହେବା ପୂର୍ବ ରୁ ତା ନାମ ରେ ବ୍ୟାଙ୍କ ରେ ଏକ ଆକାଉଣ୍ଟ ଖୋଲି ତାହା ନାମ ରେ ଟଙ୍କା ଜମା କରି ପାରିବେ।
ବର୍ଷ କୁ ୨୫୦ ଟଙ୍କା ରୁ ଆରମ୍ଭ କରି ୧.୫ ଲକ୍ଷ ଟଙ୍କା ଜମା କରି ପାରିବେ।ଏହି ଯୋଜନା ରେ ତିନି ଗୁଣା ଲାଭ ମିଳି ଥାଏ।ଝିଅ କୁ ୨୧ ବର୍ଷ ହେବା ପୂର୍ବ ରୁ ଆପଣ ଟଙ୍କା ଉଠାଇ ପାରିବେ ନାହି।
ତେବେ ଆପଣ ମାନେ ଜଲଦି ଏହି ଯୋଜନା ର ଲାଭ ଉଠାଇ ପାରିବେ।ଖୁବ୍ ଶୀଘ୍ର ବ୍ୟାଙ୍କ କୁ ଯାଇ ନିଜ ଝିଅ ନାମ ରେ ଏକ ଆକାଉଣ୍ଟ ଖୋଲି ଦିଅନ୍ତୁ।ଏହା ଦ୍ବାରା ଆପଣ ଅଧିକ ରୁ ଅଧିକ ଲାଭବାନ ହେବେ।

Advertisement