Dec 20, 2023, 13:58 IST

ହେ ଭଗବାନ କଳିଯୁଗ ର ନିର୍ଦ୍ଦୟ ଶାଶୁଘର ଲୋକେ : ଗର୍ଭବତି ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲେ ଶାଶୁ ଘର ଲୋକେ...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗ-ର୍ଭ-ବ-ତୀ ବଧୂ ଘର କାମ ନକରି ପାରିବାରୁ ତାଙ୍କୁ ଶାଶୁ ଘର ଲୋକେ ହ-ତ୍ୟା କରିଥିବା ଅଭିଯୋଗ ହୋଇଛି।କେନ୍ଦ୍ରାପଡ଼ା , ପାଟକୁରା ଥାନରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
Special Report
ପ୍ରଫୁଲ୍ଲ ବେହେରାଙ୍କ ପୁଅ ପ୍ରକାଶ ବେହେରା , ବାୟାଣୀ ମୁଦୁଲି ଙ୍କୁ ଚାରି ବର୍ଷ ହେବ ବିବାହ କରିଥିଲେ। ତେବେ ଏହି ଝିଅ ର ବାପ ଘର ଲୋକେ ଗରୀବ ଥିବାରୁ ତାଙ୍କ ପୁଅ କୁ ଆଶାନୁ ରୂପ ଯୌତୁକ ଦେଇ ପାରି ନଥିଲେ।
ସେଥିପାଇଁ ତାଙ୍କ ବିବାହକୁ ଚାରି ବର୍ଷ ବିତି ସାରିଥିଲେ ମଧ୍ୟ ବୋହୂ ଉପରେ ସ୍ୱାମୀ ପ୍ରକାଶ ମୁଦୁଲି ଓ ତାଙ୍କର ପରିବାର ଲୋକେ ଅକଥନୀୟ ଅତ୍ୟାଚାର କରୁଥିଲେ। ତାଙ୍କୁ ପ୍ରାୟତଃ ସମୟରେ ଯୌତୁକ ଜନିତ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ।
ବାୟାଣୀ ମୁଦୁଲି ମଧ୍ୟ ଆଠ ବର୍ଷର ଗ-ର୍ଭ-ବ-ତୀ ଥିଲେ। ସେଥିପାଇଁ ସେ ଘରର କୌଣସି କାର୍ଯ୍ୟ କରିପାରୁ ନଥିଲେ। ହେଲେ ତାଙ୍କର ଶାଶୂ ଘର ଲୋକେ ବାୟାଣୀ ଙ୍କୁ ଘର କାମ କରିବାକୁ କହୁଥିଲେ।
Special Report
ହେଲେ ଗତକାଲି ତାଙ୍କୁ ଖୁବ ଯନ୍ତ୍ରଣା ହେବାରୁ ସେ ଘର କାମ କରିବା ପାଇଁ ସଂପୂର୍ଣ୍ଣ ଭାବରେ ଅସମର୍ଥ ହୋଇ ପଡ଼ିଲେ। ଏହାପରେ ସନ୍ଧ୍ୟା ସମୟରେ ତାଙ୍କର ଶାଶୂ ଘର ଲୋକେ ତାଙ୍କୁ ଖୁବ ମାଡ଼ ମାରି ତାଙ୍କୁ ନିର୍ଯ୍ୟାତନା ଦେଇଥିଲେ।
ଏହାପରେ ଝିଅ ଫୋନ୍ କରି ବାପା କୁ ସବୁ କଥା ମଧ୍ଯ ଜଣାଇ ଥିଲା। ଏହାପରେ ଅଧ ରାତିରେ ଶାଶୁ ଘରେ ମରି ଯାଇଛି ବୋଲି ଅଧ ରାତିରେ ପ୍ରଫୁଲ୍ଲ ବେହେରା ତାଙ୍କର ବାପ ଘର ଲୋକଙ୍କୁ ଜଣାଇ ଥିଲେ।
ବାୟାଣୀ ମୁଦୁଲି ଙ୍କ ବାପା ଓ ପିଉସୀ ତାଙ୍କର ଶାଶୁ ଘରେ ପହଞ୍ଚିବା ପରେ ଝିଅ ମୃ-ତ ବୋଲି ଦେଖିଥିଲେ। ଏନେଇ ତାଙ୍କର ବାପା ଶାଶୂ ଶଶୁର ଓ ସ୍ୱାମୀ ନାମରେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ।
ଏବେ ଏହି ସବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି। ଏବେ ଅଭିଯୋଗ କୁ ଭିତ୍ତି କରି ପାଟକୁରା ପୋଲିସ ଏହି ଘଟଣାର ତଦନ୍ତ କରିବା ମଧ୍ଯ ଆରମ୍ଭ କରି ଦେଇଛି।।

Advertisement