ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ୨୦୨୩ ମସିହା ରେ ଉଭୟ ବଲିଉଡ ଓଲିଉଡ ର ଅନେକ କଳାକାର ମୃ-ତ୍ୟୁ ବରଣ କରିଛନ୍ତି। ଗତ ଜାନୁଆରୀ ମାସ ରୁ ଆରମ୍ଭ ହୋଇ ଚି ଏଭଳି ଘଟଣା।ଭାରତ ହେଉଚି କଳା ର ଦେଶ।ଏଠାରେ କଳାକାର ମାନଙ୍କୁ ଲୋକ ମାନେ ବହୁତ ଭଲ ପାଆନ୍ତି।
ଅଭିନେତା ଓ ଅଭିନେତ୍ରୀ ମାନେ ଅନେକ ଫିଲ୍ମ ରେ ଲୋକ ମାନଙ୍କୁ ହସାଇ ଥାଆନ୍ତି।ସେଥିପାଇଁ ଲୋକ ମାନେ ତାଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରନ୍ତି।ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ।
ସେ ଓଲିଉଡ ର ଜଣେ ଆଗ ଧାଡ଼ି ର ଅଭିନେତା।ହେଲେ ସେ ଆଜି ସମସ୍ତ ଙ୍କୁ ଛାଡି ଚାଲି ଯାଇଛନ୍ତି।ତାଙ୍କ ମୃ-ତ୍ୟୁ ରେ ତାଙ୍କ ପ୍ରଶଂସକ ମାନେ ବହୁତ ମନ ଖରାପ କରିଛନ୍ତି।ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ମୁକେଶ।
ଯିଏ କି ବହୁତ ଫିଲ୍ମ ରେ ଅଭିନୟ କରିଥିଲେ।ତାଙ୍କ ମୃ-ତ୍ୟୁ ରେ ସାରା ଫିଲ୍ମ ଜଗତ କାନ୍ଦି ପକାଇଛି।ଆଜି ତାଙ୍କ ପ୍ରଶଂସକ ମାନେ ତାଙ୍କ କଥା ବହୁତ ମନେ ପକାଉଛନ୍ତି।ସେ ଜଣେ ଭଲ ଅଭିନେତା ଥିଲେ।ତାଙ୍କ ଅଭିନୟ ଯାଦୁ ରେ ସେ ସମସ୍ତଙ୍କ ମନ କୁ ଜିଣି ନେଇଥିଲେ।
ହେଲେ ଆଜି ଏହି ଆଗ ଧାଡ଼ି ର ଅଭିନେତା ଆମ ସମସ୍ତ ଙ୍କୁ ଛାଡି ଚାଲି ଯାଇଛନ୍ତି।ଅନେକ ଦିନ ଧରି ସେ ଅସୁସ୍ଥ ଥିଲେ।ସେ ହୃଦ୍ ଘାତ ରୋଗ ରେ ପୀଡ଼ିତ ଥିଲେ।ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପରିବାର ଲୋକେ ବହୁତ ଚେଷ୍ଟା କଲେ।କିନ୍ତୁ କିଛି ହୋଇ ପାରିଲା ନାହିଁ।
ଶେଷ ରେ ୫୮ ବର୍ଷ ବୟସ ରେ ସେ ଆମ ସମସ୍ତଙ୍କୁ ଛାଡି ଚାଲି ଗଲେ।ତାଙ୍କ ମୃତ୍ୟୁ ରେ ସାରା ଓଲିଉଡ ରେ ଶୋକ ର ଛାୟା ଖେଳି ଯାଇଛି।ତାଙ୍କ ଫ୍ୟାନ ମାନେ ତାଙ୍କ କଥା ବହୁତ ମନେ ପକାଉଛନ୍ତି।ସେ ପୁଣି ଥରେ ମୃ-ତ୍ୟୁ ମୁଖ ରୁ ଫେରି ଆସନ୍ତୁ ବୋଲି ସମସ୍ତେ କହୁଛନ୍ତି।
ସୂଚନା ଅନୁସାରେ ଏ ବର୍ଷ ଅନେକ କଳାକାର ମାନେ ଏ ଦୁନିଆ ଛାଡି ଚାଲି ଗଲେଣି ।କେବଳ ଓଲିଉଡ ନୁହେଁ ବଲିଉଡ ରୁ ମଧ୍ୟ ଅନେକ କଳାକାର ଚାଲି ଯାଇଛନ୍ତି।ନିକଟ ରେ ସତିଶ କୌଶିକ ଆ-ତ୍ମ-ହ-ତ୍ୟା କରିଥିଲେ।ଏହା ପରେ ପରେ ଏପରି ଅନେକ ଘଟଣା ଦେଖିବାକୁ ମିଳି ଲାଣି।