Updated: Jan 29, 2024, 17:24 IST

ରୋଷ୍ଟରଙ୍କୁ କଡା ଜବାବ ଦେଲେ କାର ଖାନା ମାଲିକିଆଣି ନେହା ପାଣିଗ୍ରାହୀ ଙ୍କ ସ୍ଵାମୀ ଦେଖନ୍ତୁ କଣ ଦେଲେ କଡା ଜବାବ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ନେହା କାର ଖାନା କୁ ନେଇ ସବୁଆଡେ ଚର୍ଚ୍ଚା କରା ଯାଉଚି।ନେହା ପାଣିଗ୍ରାହୀ ଯିଏ କି ଭୁବନେଶ୍ୱର ର ବାସିନ୍ଦା।ରାସ୍ତା କଡ ରେ ସେ ଓ ତାଙ୍କ ବଡ ଯା ଖାଦ୍ୟ ବିକ୍ରି କରି ଏବେ ଚର୍ଚ୍ଚା କୁ ଆସିଛନ୍ତି।
Special report
କୁହା ଯାଏ ନାରୀ ଟି ଏ ଘରୁ ବାହାରିବା ପରେ ତାକୁ ଅନେକ କଥା ର ସାମନା କରିବାକୁ ପଡେ।ନେହା ଓ ତାଙ୍କ ଯା ଙ୍କ କ୍ଷେତ୍ର ରେ ମଧ୍ୟ ଏଭଳି କିଛି ଦେଖିବାକୁ ମିଳିଛି।ତାଙ୍କ କାର ଖାନା କୁ ଧୀରେ ଧୀରେ ଲୋକ ମାନେ ପସନ୍ଦ କରିବାକୁ ଲାଗିଲେ।ଦୋକାନ ରେ ଲୋକ ଙ୍କ ଭିଡ ଦେଖିବାକୁ ମିଳିଲା।
କିନ୍ତୁ କିଛି ଲୋକ ମାନେ ଏହାକୁ ସହି ପାରିଲେ ନାହିଁ।କେବଳ ନିଜ ସ୍ବାର୍ଥ ପାଇଁ ଏହି ଦୁଇ ମହିଳା ଙ୍କୁ ବଦନାମ କରି ଦିଆ ଗଲା।ନିଜ ହକ ପାଇଁ ଏବେ ଲଢ଼ୁଛନ୍ତି ନେହା ଓ ତାଙ୍କ ଯା।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ କଥା କୁହା ଯାଉଚି।କିନ୍ତୁ ଏହି କଥା ରେ ହାରି ଯାଇ ନାହାନ୍ତି ଏହି ଦୁଇ ମହିଳା।
Special report
ନିକଟ ରେ ତାଙ୍କ ସ୍ଵାମୀ ଗଣ ମାଧ୍ୟମ ଆଗରେ ଏକ ସାକ୍ଷାତକାର ଦେଇଥିଲେ।ସେ କହିଥିଲେ କି ମୁଁ ମୋ ସ୍ତ୍ରୀ ଓ ମୋ ଭାଉଜ ପାଇଁ ଏବେ ଗର୍ବ ଅନୁଭବ କରୁଚି।ସେମାନଙ୍କ ପାଇଁ ମୋତେ ଗୋଟିଏ ନୂଆ ପରିଚୟ ମିଳିଚି।
ଏବେ ଯେଉଁଠି ଯାଉଚି ସମସ୍ତେ କହିଛନ୍ତି ମୁଁ ହେଉଚି ନେହା ପାଣିଗ୍ରାହୀ ଙ୍କ ସ୍ଵାମୀ।ଯାହାକି ମୋତେ ଖୁବ୍ ଆନନ୍ଦ ଦେଉଛି।ପ୍ରଥମେ ଯେତେବେଳେ ଏହି କାର ଖାନା ଆରମ୍ଭ ହୋଇ ଥିଲା।ସେତେବେଳେ କେହି ବି ନ ଥିଲେ।କିନ୍ତୁ ଧୀରେ ଧୀରେ ଲୋକ ବଢ଼ିବାକୁ ଲାଗିଲେ।
Special report
କିନ୍ତୁ କିଛି ଖରାପ ଲୋକ ଙ୍କ ପାଇଁ ଆମ କାର ଖାନା ବନ୍ଦ ହୋଇ ଗଲା।ମୋ ସ୍ତ୍ରୀ ଓ ମୋ ଭାଉଜ ଏହି କାର ଖାନା ପାଇଁ ବହୁତ କିଛି କରିଛନ୍ତି।ଆଗକୁ କାର ଖାନା ପୁଣି ଥରେ ଚାଲୁ କରା ଯିବ।ମୁଁ ସମସ୍ତଙ୍କୁ କହିବା ପାଇଁ ଚାହୁଁଛି କି ଏଭଳି କୌଣସି ମହିଳା ଙ୍କ ସହିତ କରନ୍ତୁ ନାହିଁ।
Special report
ନେହା ଙ୍କୁ ନେଇ କୁହା ଯାଇ ଥିଲା କି ସେ ତାଙ୍କ ସୁନ୍ଦରତା ଦେଖାଇ ଲୋକ ଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛନ୍ତି।ସେଥିପାଇଁ ସମସ୍ତେ ତାଙ୍କ କାର ଖାନା କୁ ଖାଇବା ପାଇଁ ଆସୁଛନ୍ତି।
ଏହି ଭଳି କଥା କୁ ନେଇ ବିବାଦ ଦେଖା ଦେଇଥିଲା।ତାଙ୍କ ସ୍ଵାମୀ କହିଛନ୍ତି କି ମୁଁ ଏହି ଦୁଇ ଜଣ ଙ୍କ ଉପରେ ବହୁତ ଖୁସି ଅଛି।ସେମାନେ ନିଜ ସମ୍ମାନ ପାଇଁ ନିଜେ ଲଢ଼ୁଛନ୍ତି।ଆଗକୁ ମଧ୍ୟ ଲଢ଼ିବେ।

Advertisement