Jan 11, 2024, 09:25 IST

ଜଙ୍ଗଲ ଭିତରେ ନାବାଳିକା ସ୍ତ୍ରୀ କୁ ଏମିତି କାଣ୍ଡ କରି ଜୀବନ ନେଇଗଲା ନିଜେ ନାବାଳକ ସ୍ଵାମୀ, ଦେଖନ୍ତୁ କଣ କରିଲା

Special Report

ନମସ୍କାର ପାଠକ ବନ୍ଧୁ।ସ୍ତ୍ରୀ ର ବେକ ରେ ଲୁଗା କାନି ଲଗାଇ ହ-ତ୍ୟା କଲା ସ୍ୱାମୀ।ବାହାଘର ର ଗୋଟେ ମାସ ନ ପୂରୁଣୁ ନା-ବା-ଳି-କା ସ୍ତ୍ରୀ କୁ ହ-ତ୍ୟା କରିଛି ନା-ବା-ଳ-କ ସ୍ଵାମୀ।ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରେ।ସେଠାରେ ରହୁଥିବା ହୀରା ମୋତି ସିଂ ଗତ ଏକ ମାସ ତଳେ ବିବାହ କରିଥିଲେ।
Special Report
ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା।ସେଥିପାଇଁ ସ୍ତ୍ରୀ ହୀରା ମୋତି ଙ୍କୁ ମାରିବା ପାଇଁ ସ୍ଵାମୀ ଯୋଜନା କଲେ।ଶେଷ ରେ ନିଜ କାର୍ଯ୍ୟ ରେ ସଫଳ ହେଲା।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ହୀରା ମୋତି ସିଂ ଙ୍କ ର ବୟସ ହେଉଚି ମାତ୍ର ୧୫ ବର୍ଷ।ସେ ୧୪ ବର୍ଷୀୟ ନାବାଳକ କୁ ଗତ ଏକ ମାସ ତଳେ ବିବାହ କରିଥିଲେ।ବିବାହ ର ଏକ ମାସ ହୋଇ ନ ଥିଲା।ହେଲେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଲାଗି ଥିଲା କଳହ।ଏହା ପରେ ସ୍ତ୍ରୀ ହୀରା ନିଜ ବାପ ଘରେ ଆସି ରହି ଥିଲେ।
ଗତ ଡ଼ିସେମ୍ବର ୩୧ ତାରିଖ ଦିନ ସ୍ତ୍ରୀ ହୀରା ନିଜ ପରିବାର ସହିତ ନୂଆ ବର୍ଷ ପାଳନ କରୁଥିଲେ।ଏହି ସମୟ ରେ ତାଙ୍କ ସ୍ବାମୀ ତାଙ୍କୁ ଫୋନ୍ କରି ବୁଲିବାକୁ ନେବେ ବୋଲି କହିଥିଲେ।ଏଥିରେ ହୀରା ରାଜି ହୋଇ ଯାଇଥିଲେ।ଏହା ପରେ ସେ ଅନ୍ଧାର ରାତି ରେ ତାଙ୍କୁ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ।
Special Report
ସେଠାରେ ତାଙ୍କୁ ବିଷ ଦେଖାଇ କହିଥିଲେ କି ଆଜି ତୋର ମୋର ବିଶ ପିଇ ମରିବା।ଏହା ପରେ ସେ ଗୋଟିଏ ଢୋକ ବିଶ ପିଇ ଦେଇଥିଲେ।କଲେ ହୀରା ଙ୍କୁ ବିଶ ପିଇବା ପାଇଁ ବାଧ୍ୟ କରିଥିଲେ।ହେଲେ ସେ ରାଜି ହେଲେ ନାହିଁ।ଏଥିରେ ରାଗି ଯାଇ ଯୁବକ ଜଣକ ତାଙ୍କ ପିନ୍ଧିଥିବା ଶାଢ଼ୀ ରେ ବେକ କୁ ଚିପି ଦେଲେ।
ଏହା ପରେ ସବୁ ବିଶ ପିଆଇ ଦେଲେ।କିନ୍ତୁ ଯୁବକ ଜଣକ ବିଶ ଅଳ୍ପ ପରିମାଣ ରେ ପିଇ ଥିବାରୁ ତାଙ୍କର କିଛି ହେଲା ନାହିଁ।ସେ ସାଙ୍ଗେ ସାଙ୍ଗେ ଶବ କୁ ନେଇ ଜଙ୍ଗଲ ଭିତରେ ଫୋପାଡି ଦେଇଥିଲେ।ଏ ବିଷୟ ରେ ପରିବାର ଲୋକେ କିଛି ବି ଜାଣି ପାରି ନ ଥିଲେ।
ଏହା ର କିଛି ଦିନ ପରେ ପୋଲିସ ଜଙ୍ଗଲ ଭିତରୁ ଶବ ଉଦ୍ଧାର କରିଥିଲା।ଅଭିଯୁକ୍ତ ସ୍ଵାମୀ କୁ ଗିରଫ କରି ଥିଲା।ଏହା ପରେ ଯାହା ଯାହା ଘଟି ଥିଲା ତାହାକୁ ସ୍ଵାମୀ ପୋଲିସ ଆଗରେ କହିଥିଲା।ସେ ପ୍ରେମ କରି ବିବାହ କରିଥିଲେ।
ବିବାହ ପରେ ଉଭୟ ଙ୍କ ଭିତରେ ସବୁବେଳେ ଝଗଡ଼ା ହେଉ ଥିଲା।ଯାହାକୁ ସହି ପାରି ନ ଥିଲେ ସ୍ଵାମୀ।ସେଥିପାଇଁ ସେ ନିଜ ସ୍ତ୍ରୀ ମାରି ଦେଇଛନ୍ତି।ଏବେ ଅଭିଯୁକ୍ତ ସ୍ଵାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Advertisement