Updated: Jan 28, 2024, 12:51 IST

ଓଃ କି ଭୟାନକ : ଜୁଏଲ ଓରାମ ଙ୍କ ଗାଡ଼ି ଧକ୍କା ରେ ଚାଲିଗଲା ଯୁବକ ର ଜୀବନ.....

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ଖବର ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ଯାହାକୁ ନେଇ ଏବେ ଚାରିଆଡ଼େ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।
Special report
ଆଜ୍ଞା ହଁ କାମାକ୍ଷାନଗର ଥାନା ରେକୁଳା ଛକ ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ର ବରିଷ୍ଠ ନେତା ହୁଏଲ ଓରାମ ଙ୍କ ଇନୋଭା ଗାଡ଼ି ଧକ୍କା ରେ ଜଣେ RMCA କର୍ମଚାରୀ ଙ୍କ ମୃ-ତ୍ୟୁ ହୋଇଛି । ଯାହାକୁ ନେଇ ଏବେ ଖୁବ୍ ବିବାଦ ଲାଗି ରହିଥିବା ମଧ୍ୟ ଦେଖିବାକୁ ମିଳିଛି।
 ସୂଚନା ଅନୁସାରେ ଜୁଏଲଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ବର ରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ଛକ ଠାରେ କାମାକ୍ଷାନଗର AMCA କର୍ମଚାରୀ ସର୍ବେଶ୍ବର ଚୌଧୁରୀ ଙ୍କ ବାଇକ କୁ ଧକା ଦେଇଥିଲା ।
ଫଳରେ ସର୍ବେଶ୍ବର ଘଟଣା ସ୍ଥଳ ରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଏହା ଦେଖୁ ଜୁଏଲ ନିଜ ଗାଡି ରେ ସର୍ବେଶ୍ବର ଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିଲେ । 
Special Report
ହେଲେ ସେଠାରେ ଡାକ୍ତର ସର୍ବେଶ୍ବର ଙ୍କୁ ମୃ-ତ ଘୋଷଣା କରିଛନ୍ତି। ଆଉ ଏହାକୁ ନେଇ ଜୁଏଲ ଓରାମ ଖୁବ୍ ଦୁଃଖିତ ମଧ୍ୟ ଅଛନ୍ତି। କାରଣ ସେ କେବେ ହେଲେ ମଧ୍ୟ ଏହା ଆଶା କରି ନଥିଲେ କି ତାଙ୍କ ଦ୍ବାରା ଏଭଳି ଏକ ଅଘଟଣ ଘଟି ଯିବ ବୋଲି।
ଆଉ ଏହି ଘଟଣା ପରେ ସେ ଖୁବ୍ ଭାଙ୍ଗି ପଡ଼ିଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଏହି ଘଟଣା ଯେତିକି ଭାଇରଲ ହେବାରେ ଲାଗିବ ସେତିକି ମାତ୍ରାରେ ତାହା ତାଙ୍କର ରାଜନୀତିକ ଜୀବନ ଉପରେ ପ୍ରଭାବ ପକାଇବ।
ଆଉ ଆଗକୁ ମଧ୍ୟ ନିର୍ବାଚନ ଆସୁଛି ସେଥିପାଇଁ ଲୋକ ମାନଙ୍କ ନଜର ଏବେ ସବୁ ନଜର ଉପରେ ରହିଛି। ତେବେ ଏହି ଘଟଣାକୁ ନେଇ ପୁଲିସ କଣ କାର୍ଯ୍ୟାନୁଷ୍ଠାନ ନେବ ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡି ନାହିଁ।
ତେବେ ଏହି ଘଟଣା ସଂପର୍କରେ ଆପଣ ମାନଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଆପଣଙ୍କ ପ୍ରତିକ୍ରିୟା ରଖିବା ପାଇଁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement