Dec 25, 2023, 11:10 IST

ଦେହ ବ୍ୟବସାୟୀ ଯୁବତୀ ସହ ସମ୍ପର୍କ ରଖିବାକୁ ଯାଇଥିଲା କୁ ଯୁବକ, ପଇସା କଥା ନ ଛିଣ୍ଡିବାରୁ ଧୁମ୍ ସେକିଲେ ଯୁବତୀ..

Special Report

ନମସ୍କାର ପାଠକ ବନ୍ଧୁ।ରାସ୍ତା ମଝିରେ ଯୁବକ ଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ପକାଉଛନ୍ତି ଯୁବତୀ।ଶା-ରୀ-ରି-କ ସଂପର୍କ ରଖିବାକୁ ବାଧ୍ୟ କରି ତାଙ୍କ ସହିତ ଝଗଡ଼ା କରୁଛନ୍ତି ଯୁବତୀ ମାନେ।ସେମାନେ ଏଥିରେ ରାଜି ନ ହେଲେ ତାଙ୍କ ଠାରୁ ଜୋର୍ ଜବରଦସ୍ତ ଟଙ୍କା ଛଡାଇ ନେଉଛନ୍ତି।
Special Report
ଏମିତି କିଛି ଦେଖିବାକୁ ମିଳୁଚି ଏବେ ରାଜଧାନୀ ର ରାଜ ରାସ୍ତା ରେ।ଆଜିର ଯୁବତୀ ମାନେ ଟଙ୍କା ପାଇଁ କିଛି ବି କରି ଦେଉଛନ୍ତି। ଥରେ ସେମାନେ ନିଜ ପରିବାର କଥା ଭାବୁ ନାହାନ୍ତି।
ଏପରି କିଛି ଏବେ ଦେଖିବାକୁ ମିଳୁଛି ଆମ ରାଜଧାନୀ ଭୁବନେଶ୍ଵର ଅଞ୍ଚଳ ର ମାଳିସାହି ଠାରେ।ସେଠାରେ କିଛି ଯୁବତୀ ମାନେ ଦେ-ହ-ବ୍ୟ-ବ-ସା-ୟ କରିବା ପାଇଁ ଯୁବକ ମାନଙ୍କୁ ରାସ୍ତା ଅଟକାଇ ଦେଉଛନ୍ତି।
ଏଥିରେ ରାଜି ନ ହେଲେ ସେମାନଙ୍କୁ ଖୁବ୍ ମାରୁଛନ୍ତି।ତାଙ୍କ ପାଖରେ ଟଙ୍କା ସୁନା ଯାହା କିଛି ରହୁଚି ଛଡାଇ ଆଣୁଛନ୍ତି।ଯାହାକି ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।ସେ ନିଜ କଥା ଟି କେ ବି ଭାବୁ ନାହାଁନ୍ତି।
ଏମିତି କିଛି ଘଟଣା ଘଟୁଛି ସେହି ଯୁବକ ମାନଙ୍କ ସହିତ।ସୂଚନା ଅନୁସାରେ ରାଜଧାନୀ ର ମାଳିସାହି ର କିଛି ଯୁବତୀ ମାନେ ଏବେ ଅନେକ ଲୋକ ଙ୍କ ଘରେ ପଶି ଯାଉଛନ୍ତି।
Special Report
ସେମାନଙ୍କ ଘରେ ଥିବା ପୁରୁଷ ବ୍ୟକ୍ତି ମାନଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି।ଏଥିରେ ପରିବାର ଲୋକ ପ୍ରତିରୋଧ କଲେ।ତାଙ୍କୁ ମାଡ ମାରିଛନ୍ତି।ଯଦି ସେମାନେ ଥାନା ରେ ଅଭିଯୋଗ କରୁଛନ୍ତି ତେବେ ତାଙ୍କ ଘର ଉପର କୁ ଟେକା ପଥର ଫୋପାଡି ଛନ୍ତି।
ରାସ୍ତା ରେ ଚାଲିଲା ବେଳେ ସେମାନେ ବହୁ ହଇରାଣ କରୁଛନ୍ତି।ଏଭଳି କିଛି ଘଟଣା ପାଇଁ ଏବେ ଥାନା ରେ ଅଭିଯୋଗ କରିଛନ୍ତି କିଛି ଯୁବକ ମାନେ।
ସେହି ଯୁବତୀ ମାନଙ୍କୁ ଧରି ଥାନା ରେ ପୁରାଇ ଦେବାକୁ କରା ଯାଇଛି ଅଭିଯୋଗ।ଭୁଲ ନ ଥାଇ ସେ ଯୁବକ ମାନଙ୍କ ଠାରୁ ଟଙ୍କା ସୁନା ଛଡାଇ ନିଆ ଯାଉଛି।ଏବେ ଦେଖିବାକୁ ବାକି ରହିଲା ପୋଲିସ କେବେ ସେମାନଙ୍କୁ ଗିରଫ କରୁଚି।

Advertisement