Feb 4, 2024, 12:59 IST

ଯୁବତୀ କୁ ଏକା ପାଇ ଘରେ ବଳାତ୍କାର କରିଦେଲା ଯୁବକ : ଥରେ ନୁହେଁ ବହୁତ୍ ଥର ଆଗରୁ ଏମିତି କରିଚି ବୋଲି ଯୁବତୀ ଦେଲେ ଅଭିଯୋଗ...

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମାଜ ରେ ଅନେକ ନିନ୍ଦନୀୟ ଘଟଣା ମାନ ଘଟୁଛି।ବାପା ମା ଘରେ ନ ଥିବା ସମୟ ରେ ଗୋଟିଏ ଝିଅ କୁ ବ-ଳା-ତ୍କା-ର କରା ଯାଇଚି।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ର ମାହାଙ୍ଗା ଥାନା ଅଞ୍ଚଳ ର ପାଳିସହି ଗାଁ ରେ।
Special report
ସେଠାରେ ଜଣେ ନବମ ଶ୍ରେଣୀ ରେ ପଢୁଥିବା ଯୁବତୀ ଙ୍କୁ ବ-ଳା-ତ୍କା-ର କରା ଯାଇଛି।ଘରେ କେହି ନ ଥିବା ସମୟ ରେ ଯୁବତୀ ଙ୍କୁ ଜୋର୍ ଜବରଦସ୍ତି କରା ଯାଇଚି।ଏହା ପରେ ଅଭିଯୁକ୍ତ ଜଣକ ତାଙ୍କୁ ଧମକାଇ ଥିଲେ କି ଯଦି ସେ ଏ କଥା କାହାରି କୁ କୁହନ୍ତି ତେବେ ତାଙ୍କୁ ଓ ତାଙ୍କ ପରିବାର ର ସମସ୍ତ ଙ୍କୁ ମାରି ଦିଆ ଯିବ।
ସୂଚନା ଅନୁସାରେ ଗତ କିଛି ଦିନ ହେବ ମାହାଙ୍ଗା ଅଞ୍ଚଳ ରେ ଅନେକ ଅପରାଧ କରା ଯାଉଚି।ଦୁ-ଷ୍କ-ର୍ମ ଚୋ-ରି ହ-ତ୍ୟା ଭଳି ଅନେକ ଖରାପ କାମ କରା ଯାଉଛି।ତେବେ ପଲ୍ଲୀ ସାହି ଅଞ୍ଚଳ ରେ ରାମକାପୁର ଗାଁ ରେ ଏଭଳି ଘଟଣା ରେ ସମସ୍ତେ ଚକିତ ହୋଇ ଛନ୍ତି।
ସେହି ଅଞ୍ଚଳ ର ନବମ ଶ୍ରେଣୀ ରେ ପାଠ ପଢୁଥିଲେ ନାବାଳିକା ଜଣକ।ନାବାଳିକା ଙ୍କ ଉପରେ ଆଗରୁ ଶେଖ୍ ହଲିଲ ଙ୍କ ଖରାପ ନଜର ରହିଥିଲା।ସେ ଯେତେବେଳେ ଦେଖିଲେ ଘରେ ନାବାଳିକା ର ମା ବାପା ନାହାନ୍ତି ଏହି ସମୟ ରେ ସେ ଘର ଭିତରକୁ ପ୍ରବେଶ କଲେ।
Special report
ନାବାଳିକା ଜଣକ ଭାତ ରାନ୍ଧୁଥିବା ସମୟ ରେ ଅଭିଯୁକ୍ତ ଶେଖ୍ ତାଙ୍କ ଗୋଡ କୁ ଛନ୍ଦୀ ଦେଇଥିଲେ।ସେ ପଡ଼ି ଯିବା ପରେ ତାଙ୍କୁ ବ-ଳା-ତ୍କା-ର କରିଥିଲେ।ସେ ଯେତେ ବାରଣ କଲେ ମଧ୍ୟ ଶୁଣି ନ ଥିଲେ।ଯଦି ସେ ଏ କଥା କାହାରି କୁ କୁହନ୍ତି ତେବେ ତାଙ୍କ ପରିବାର କୁ ଅଭିଯୁକ୍ତ ଶେଖ୍ ମାରି ଦେବେ ବୋଲି ଧମକାଇ ଥିଲେ।
ଶେଖ୍ ଆଗରୁ ବିବାହିତ ଥିଲେ।ଏହାକୁ ଡରି ନାବାଳିକା ଜଣକ ଏ କଥା କାହାରି କୁ କହି ନ ଥିଲା।ଝିଅ ର ଦେହ ବହୁତ ଖରାପ ହେବାରୁ ତାର ବାପା ମା ତାକୁ ମେଡିକାଲ ନେଇ ଥିଲେ।ସେଠାରେ ଜଣା ପଡ଼ି ଥିଲା କି ଝିଅ ଦୁଇ ମାସ ର ଗ-ର୍ଭ-ବ-ତୀ ଅଛି।ଏହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଏ ନେଇ ଝିଅ ର ମା ବାପା ଥାନା ରେ ଅଭିଯୋଗ କରିଥିଲେ।ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଏ ନେଇ ତଦନ୍ତ କରି ନ ଥିଲା।ଅଭିଯୁକ୍ତ ଶେଖ ହଳିଲ ଏବେ ହାଇଦ୍ରାବାଦ୍ କୁ ଫେରାର ହୋଇ ଯାଇଛନ୍ତି।ପୋଲିସ ଏ ନେଇ କୌଣସି ତଦନ୍ତ ଆରମ୍ଭ କରି ନାହିଁ।
ଯାହାକୁ ଗିରଫ କରିଥିଲେ ତାକୁ ମଧ୍ୟ ଗୋଟିଏ ରାତି ଥାନା ରେ ରଖି ଛାଡି ଦେଇ ଥିଲେ।ଏବେ ହାଇଦ୍ରାବାଦ୍ ରୁ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପୋଲିସ ନାବାଳିକା ର ବାପା ମା ଙ୍କୁ ଟଙ୍କା ମାଗିଛି।ଏ ନେଇ ନାବାଳିକା ର ବାପା ସୂଚନା ଦେଇଛନ୍ତି।ତାଙ୍କ ଝିଅ କୁ ନ୍ୟାୟ ଦରକାର ବୋଲି ସେ କହିଛନ୍ତି।

Advertisement