Feb 9, 2024, 12:35 IST

କିନ୍ନର ଠାରୁ ବଳାତ୍କାର ହୋଇ ଶେଷରେ ଗର୍ଭବତୀ ହେଲେ ଯୁବତୀ, ନ୍ୟାୟ ପାଇ ପୋଲିସ୍ ଷ୍ଟେସନ ଆଗରେ ଧାରଣା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ଭଣ୍ଡ ବାବା ତାଙ୍କ ନିକଟକୁ ଯିବା ପାଇଁ କହୁଥିଲେ ଆଉ ତାଙ୍କ ନିକଟକୁ ଗଲେ ସେ ସବୁ କିଛି ଠିକ କରି ଦେବାର ମଧ୍ୟ ପ୍ରତିଶ୍ରୁତି ଦେଉଥିଲେ। ଏଭଳି କହି ଅନେକ ନିରୀହ ଲୋକ ମାନଙ୍କୁ ତାଙ୍କ ପାଖକୁ ମଧ୍ୟ ଡାକୁ ଥିଲେ।
Special report
ହେଲେ ଏହା ବଦଳରେ ସେ ତାଙ୍କ ନିକଟରୁ ଦେହ ସୁଖ ନେଉଥିଲେ। ଏଭଳି କି ସେ ଛୋଟ ଛୁଆ ମାନଙ୍କୁ ମଧ୍ୟ ଆଦୌ ଛାଡ଼ୁ ନଥିଲେ। ଶେଷରେ ସେ ନବମ ଶ୍ରେଣୀ ଝିଅକୁ ଗ-ର୍ଭ-ବ-ତୀ କରି ମାରି ଦେଇଥିଲେ।
ଏହି ବାବା ଜଣକ ବଧୁ ବେଶ ସାଜି ସବୁ ସମସ୍ୟାର ସମାଧାନ କରିବା ପାଇଁ ଡାକୁ ଥିଲେ। ଏହାପରେ ସେଠାରୁ ସେହି ଲୋକ ମାନଙ୍କ ନିକଟରୁ ଦେହ ସୁଖ ନେଉଥିଲେ।
ହେଲେ ଏଭଳି କରୁ କରୁ ହଠାତ୍ ଏଭଳି ଏକ କାଣ୍ଡ ଘଟାଇ ଦେଲେ ଯେ ଶେଷରେ ତାଙ୍କର ସବୁ ସତ ଧରା ପଡି ଯାଇଥିଲା। ଏହାକୁ ଶୁଣିଲେ ଆପଣଙ୍କ ମଧ୍ୟ ହୋସ ଉଡ଼ିଯିବ। ଏହି ବାବା ଜଣକ ନାମ ହେଉଛି ସୁନୀଲ କୁମାର।
Special report
ସେ ଏକ ଆଶ୍ରମ କରିଥିଲେ ସେଠାରେ ଲୋକଙ୍କ ରୋଗ ଠୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମସ୍ତ ପ୍ରକାରର ସମାଧାନ ମଧ୍ୟ କରିବେ ବୋଲି ତାଙ୍କ ନିକଟକୁ ଡାକୁଥିଲେ। ସେଠାରେ ହିଁ ଲୋକଙ୍କୁ ଭକୁଆ ବନେଇ ନିଜ ଜାଲରେ ଫସାଇ ଦେଉଥିଲେ।
ଲୋକ ମାନେ ମଧ୍ୟ ଏହି ଭଣ୍ଡ ବାବା ଙ୍କୁ ବିଶ୍ବାସ କରି ତାଙ୍କର ପ୍ରଚାର ଓ ପ୍ରସାର କରିବାରେ ଲାଗି ପଡିଥିଲେ। ଏହି ପ୍ରଚାର ପ୍ରସାର କଥା ଶୁଣି ଜଣେ ମହିଳା ତାଙ୍କର ନବମ ଶ୍ରେଣୀ ଝିଅକୁ ନେଇ ତାଙ୍କ ନିକଟକୁ ଆସିଥିଲେ।
ବାବାଙ୍କୁ ଏହା କହିଥିଲା କି ତାଙ୍କର ଝିଅ ସ୍କୁଲ୍ ଯାଉନି କି ପାଠ ମଧ୍ୟ ପଢ଼ୁ ନାହିଁ। ଏହାପରେ ବାବା ଜଣକ ଝିଅ କାନରେ କିଛି କହି ସେଠାରୁ ତାକୁ ବିଦା କରି ଦେଇଥିଲେ। କିଛି ଦିନ ପରେ ଝିଅ ଘର ପାଖରେ ରହିବା ସହ ସୁଯୋଗ ଦେଖି ଝିଅ ସହ ଦୁ-ଷ୍କ-ର୍ମ କରି ଚାଲି ଗଲେ।
ଘର ଲୋକ ପାଟି କରିବା ସମୟରେ ତାଙ୍କୁ ଜୀବନରୁ ମାରି ଦେବାରୁ ଧମକ ଦେଇଥିଲେ। ଏହାପରେ ଦୁଇ ମାସ ପରେ ଝିଅଟି ମରି ଯିବା ପରେ ଘର ଲୋକ ଯେତେବେଳେ ପୋଲିସ ରେ ଅଭିଯୋଗ କରିଥିଲେ ସେତେବେଳେ ସମ୍ପୂର୍ଣ୍ଣ ଘଟଣା ପଦା କୁ ଆସିଥିଲା।

Advertisement