ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ। ଆସିଛି ଏକ ବଡ ଖବର ଜଣେ ୧୧ ବର୍ଷୀୟ ନା-ବା-ଳି-କା ଙ୍କୁ ବିବାହ କରିଛନ୍ତି ଜଣେ ୪୦ ବର୍ଷୀୟ ବୃଦ୍ଧ।
ଘଟଣା ଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ।ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ରେ।ସେଠାରେ ଗୋଟିଏ ୧୧ ବର୍ଷୀୟ ନା-ବା-ଳି-କା କୁ ୪୦ ବର୍ଷ ର ବୁଢା ବିବାହ କରିଛନ୍ତି।ଯାହାକି ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି।
ସୂଚନା ଅନୁସାରେ ନା-ବା-ଳି-କା ଙ୍କ ର ଘର ଲୋକେ ବହୁତ ଗରିବ ଶ୍ରେଣୀ ର।ସେମାନେ ନିଜ ପରିବାର କୁ ଠିକ୍ ରୂପେ ଚଳାଇ ପାରୁ ନ ଥିଲେ।ସେଥିପାଇଁ ନିକଟସ୍ଥ ଗ୍ରାମ ର ମହେନ୍ଦ୍ର ନାମକ ଜଣେ ବ୍ୟକ୍ତି ନା_ବା-ଳି-କା ଙ୍କୁ ଝିଅ କରି ରଖିବେ ବୋଲି କହି ତାଙ୍କ ମା ଙ୍କୁ କିଛି ଟଙ୍କା ଦେଇ କିଣି ନେଇ ଯାଇଥିଲେ।
ଏହା ପରେ ସେ ଯୁବତୀ ଙ୍କୁ ନେଇ ନିଜ ଘର କୁ ଚାଲି ଯାଇଥିଲେ।ତାଙ୍କୁ ବିବାହ କରି ଦେଇଥିଲେ।ମହେନ୍ଦ୍ର ଙ୍କ ର ଆଗରୁ ପିଲା ଓ ତାଙ୍କ ସ୍ତ୍ରୀ ମଧ୍ୟ ଥିଲେ।
ହେଲେ ତାଙ୍କ ସ୍ତ୍ରୀ ତାଙ୍କୁ ସେଭଳି ପ୍ରେମ କରୁ ନ ଥିଲେ।ଯେଉଁଥିପାଇଁ ସେ ଉକ୍ତ ଯୁବତୀ ଙ୍କୁ ବିବାହ କରିଥିଲେ।ଏତେ କମ ବୟସ ର ଝିଅ କୁ ସେ ବିବାହ କରିବା ଏକ ଦଣ୍ଡନୀୟ ଅପରାଧ।ଏହାକୁ ନେଇ ଥାନା ରେ ଅଭିଯୋଗ କରିଛନ୍ତି
ମହେନ୍ଦ୍ର ଙ୍କ ପୂର୍ବତନ ସ୍ତ୍ରୀ।ତାଙ୍କ କହିବା ଅନୁଯାୟୀ ମହେନ୍ଦ୍ର ଙ୍କ ର ଓ ତାଙ୍କର ଭଲ ସମ୍ପର୍କ ରହିଥିଲା।ହେଲେ ପରେ ସେ ଉକ୍ତ ୧୧ ବର୍ଷୀୟ ନାବାଳିକା କୁ ପ୍ରେମ କରିଥିଲେ।ସେଥିପାଇଁ ସେ ତାଙ୍କ ଘରୁ ତାକୁ କିଣି କି ଆଣି ଥିଲେ।
of
ତାଙ୍କର ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।ଅଭିଯୁକ୍ତ ମହେନ୍ଦ୍ର ଙ୍କୁ ପୋଲିସ ଗିରଫ କରି ଥାନା ରେ ଭର୍ତି କରିଛି।ଏବେ ସେହି ୧୧ ବର୍ଷୀୟ ଝିଅ କୁ ଉଦ୍ଧାର କରା ଯାଇଛି।ଏବେ ଦେଖିବାକୁ ବାକି ରହିଲା କେବେ ମହେନ୍ଦ୍ର କୁ ଦଣ୍ଡ ଦିଆ ଯାଉଛି।