Jan 18, 2024, 11:49 IST

ଆଜ୍ଞା ଆମ ମାନଙ୍କର ଡେଲିଭେରି ୨୨ ତାରିଖ ଭିତରେ କର, ହେଲେ କଣ ପାଇଁ ଏହି ଯୁବତୀ କହିଲେ ଏମିତି...

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଶୁଣିବାକୁ ମିଳୁଚି ଏକ ଆଶ୍ଚର୍ଯ୍ୟ କର ଘଟଣା।ଆପଣ ମାନେ ସମସ୍ତେ ଜାଣି ଥିବେ ଆସନ୍ତା ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟା ର ରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ହେବାକୁ ଯାଉଛି।ଏହାକୁ ନେଇ ଲୋକ ମାନଙ୍କ ମନ ରେ ବହୁ ଉତ୍ସାହ ରହିଛି।
Special Report
ଦୀର୍ଘ ଶହ ଶହ ବର୍ଷ ର ଲାଗି ରହିଥିବା ବିବାଦ ଶେଷ ରେ ସମାଧାନ ହେବାକୁ ଯାଉଛି।ତେବେ ସେହି ଦିନ କୁ ସାରା ଭାରତ ବର୍ଷ ରେ ପବିତ୍ର ଦିନ ବୋଲି ବିବେଚନା କରା ଯାଉଚି।ଆଜି ଆମେ ସେହି ଦିନ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ବିହାର ର କିଛି ଅଞ୍ଚଳ ରେ ଗ-ର୍ଭ-ବ-ତୀ ମହିଳା ମାନେ ଡାକ୍ତର ମାନଙ୍କୁ ଅନୁରୋଧ କରୁଛନ୍ତି କି ଆମ ପିଲା କୁ ଜାନୁଆରୀ ୨୨ ତାରିଖ ଦିନ ଜନ୍ମ ଦିଅନ୍ତୁ।ଏହି ଦିନ କୁ ସାରା ଭାରତ ବର୍ଷ ରେ ପବିତ୍ର ଦିନ ବୋଲି ମାନ୍ୟତା ଦିଆ ଯାଉଛି।ଯଦି ସମ୍ଭବ ହୁଏ ତେବେ ଏହି ଦିନ ହିଁ ସେମାନଙ୍କ ଅପରେସନ ହେଉ ବୋଲି ସେମାନେ କହିଛନ୍ତି।
ଯାହାକୁ ଶୁଣି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଏ ବିଷୟ ରେ ଜଣେ ମହିଳା ଙ୍କୁ ପଚରା ଯିବାରୁ ସେ କହିଥିଲେ କି ୨୨ ତାରିଖ ରେ ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା କରା ଯିବ।ମୁଁ ଚାହୁଁଚି ସେଦିନ ମୋ ଘରକୁ ବି ରାମ କି ସୀତା ଆସନ୍ତୁ।ମୁଁ ବହୁତ ଖୁସି ହେବି ମୋ ପିଲା ସେଦିନ ଜନ୍ମ ହେଲେ।
Special Report
ସେହି ଭଳି ଅନ୍ୟ ଜଣେ ମହିଳା କହିଛନ୍ତି କି ମୁଁ ବି ଚାହୁଁଚି ଆସନ୍ତା ୨୨ ତାରିଖ ଦିନ ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି।ଆମର ପ୍ରସବ ସେହି ଦିନ କରିବା ପାଇଁ ଆମେ ଚାହୁଁଚୁ।ଆମର ପ୍ରସବ ସମୟ ମଧ୍ୟ ପାଖେଇ ଆସୁଛି।
ସେଥିପାଇଁ ଆମେ ସେହି ଦିନ କୁ ପବିତ୍ର ମନେ କରୁଚୁ।ରାମ ହୁଅନ୍ତୁ କି ସୀତା ହୁଅନ୍ତୁ।ସେହି ଦିନ ଆମର ପ୍ରସବ କରା ଯାଉ।ଏଥିରେ ମୋ ପରିବାର ସହିତ ମୁଁ ବହୁତ ଖୁସି ହେବି।ଯେଉଁ ମାନଙ୍କ ର ଅପରେସନ ରେ ପିଲା ଜନ୍ମ ହେବ।ସେମାନେ ସେଦିନ ଅପରେସନ କରିବା ପାଇଁ ବାଧ୍ୟ କରୁଛନ୍ତି।
ଏ ବିଷୟ ରେ ଡାକ୍ତର ମାନେ କହିଛନ୍ତି କି ଯଦି ସେଦିନ ସମ୍ଭବ ହୁଏ।ତେବେ ଆମେ ନିଶ୍ଚିତ ରୂପେ ସେଦିନ ଅପରେସନ କରି ପିଲା ବାହାର କରିବୁ।ଯଦି ମା ର ଦେହ ସୁସ୍ଥ ଥାଏ।
ତେବେ ସମ୍ଭବ।ଏହି କଥା କୁ ନେଇ ଏବେ ଅନେକ ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଚି।ସମସ୍ତ ଙ୍କ ଆଶା ରହିଛି କି ଏହି ଦିନ ପିଲା ଜନ୍ମ କଲେ ତାଙ୍କ ପିଲା ରାମ ଙ୍କ ଭଳି ହେବ।

Advertisement