Feb 2, 2024, 11:36 IST

ଯୁବକ ର ଗୁପ୍ତାଙ୍ଗ କୁ କାମୁଡି ଦେଲା ବୁଲା କୁକୁର, ପୁରା ଘଟଣା ସିସିଟିଭି ରେ କୟଦ୍ ..

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବୁଲା କୁକୁରଙ୍କ ପ୍ରତି ଆପଣ ମାନେ ସାବଧାନ ହୋଇ ଯାଆନ୍ତୁ।ଏବେ ରାସ୍ତା ରେ ଅନେକ ବୁଲା କୁକୁର ଘୁରି ବୁଲୁଛନ୍ତି।ସେମାନେ ରାସ୍ତା ରେ ଯାଉ ଥିବା ଲୋକ ମାନଙ୍କ ଉପରେ ଅତର୍କିତ ଆକ୍ରମଣ କରୁଛନ୍ତି।ସେମାନଙ୍କୁ କାମୁଡି କାମୁଡି ଲହୁ ଲୁହାଣ କରି ଦେଇଛନ୍ତି।
Special report
ଆଜି ଆମେ ସେଭଳି ଗୋଟିଏ କୁକୁର ବିଷୟ ରେ କହିବାକୁ ଯାଉଛୁ।କୁକୁର ଟି ଯୁବକ ର ଗୁ-ପ୍ତା-ଙ୍ଗ କୁ କାମୁଡି ଦେଇଚି।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ତେଣୁ ଆପଣ ମାନେ ଏଥିପ୍ରତି ସଚେତନ ହୁଅନ୍ତୁ।
ସୂଚନା ଅନୁସାରେ ଯୁବକ ଜଣକ ନିଜ ମା ଙ୍କ ସହିତ କିଛି କିଣା କିଣି କରିବା ପାଇଁ ଦୋକାନ କୁ ଆସି ଥିଲେ।ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏଭଳି କିଛି ଘଟଣା ଘଟିବ।ସବୁଦିନ ପରି ରାସ୍ତା ରେ ବୁଲା କୁକୁର ମାନେ ଘୁରି ବୁଲୁଥିଲେ।
ଯୁବକ ଜଣକ ଯେତେବେଳେ ଦୋକାନ ବାହାର କୁ ଆସି ଥିଲେ।ଏହି ସମୟ ରେ ତାଙ୍କ ଗୁ-ପ୍ତା-ଙ୍ଗ କୁ ଧରି ପକାଇ ଥିଲା ସେହି ବୁଲା କୁକୁର।ଯୁବକ ଜଣକ ଜୋର୍ ରେ ଚିତ୍କାର କରିଥିଲା।ହେଲେ ତାହାର ଡାକ କୁ କେହି ଶୁଣି ନ ଥିଲେ।
Special report
ଏହା ପରେ କିଛି ଲୋକ ମାନେ ଆସି ଯୁବକ ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା।ହେଲେ ବୁଲା କୁକୁର ଟି ତାଙ୍କ ଗୁ-ପ୍ତା-ଙ୍ଗ କୁ ଛାଡି ନ ଥିଲା।କିଛି ସମୟ ପରେ ଯେତେବେଳେ ଲୋକ ମାନେ ସେହି କୁକୁର କୁ ଜୋର୍ ରେ ମାରି ଥିଲେ।ସେତେବେଳେ ଯାଇ କୁକୁର ଟି ଯୁବକ ଙ୍କୁ ଛାଡି ଥିଲା।
ଏହା ପରେ ତାଙ୍କୁ ମେଡିକାଲ ନିଆ ଯାଇ ଥିଲା। ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଏହାକୁ ଦେଖି ଖୁବ୍ ଡରି ଯାଇଥିଲେ।କୁକୁର ମାନଙ୍କ ପ୍ରତି ଏଥର ସାବଧାନ ରହିବେ ବୋଲି କୁହା କୁହି ହୋଇ ଥିଲେ।
ରାସ୍ତା ରେ ଘଟି ଥିବା ଏଭଳି ଘଟଣା ଟି ସିସି ଟିଭି କ୍ୟାମେରା ରେ କଏଦ ହୋଇ ଯାଇଥିଲା।ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆ ଆକାଉଣ୍ଟ ରେ ଘୁରି ବୁଲୁଛି।
ଲୋକ ମାନେ ଏବେ ଠାରୁ ଏ ନେଇ ସଚେତନ ହୁଅନ୍ତୁ।ଯଦି ଆପଣ ମାନେ ରାସ୍ତା ରେ ଏଭଳି ବୁଲା କୁକୁର ଙ୍କୁ ଦେଖୁଛନ୍ତି ତେବେ ତାଙ୍କ ଠାରୁ ଦୂରେଇ ରୁହନ୍ତୁ।

Advertisement