Jan 5, 2024, 13:43 IST

ଯୁବକ ଖାଲି କିନ୍ନର ସହ ଖରାପ କାମ କରୁଥିଲା , ଅଲଗା ଝିଅ କୁ ପ୍ରେମ କରିବାରୁ ସହି ପାରିଲାନି କିନ୍ନର

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୀମା ଟପିଗଲା ଈର୍ଷା ନେଲା ରକ୍ତାକ୍ତ ରୂପ। କିଛିଦିନ ତଳେ ସାଙ୍ଗ ର ଲୋମ ହର୍ଷଣକାରି ମୃ-ତ୍ୟୁ ରେ ଆସିଗଲା ନୁଆ ମୋଡ। ଏହା ପଛରେ ସେହି କିନ୍ନର ସାଙ୍ଗ ସୋମନାଥ ହିଁ ଥିଲା।
Special Report
ଆଉ ସେ ସବୁ ସତ ସତ ମଧ୍ୟ ମାନିଛନ୍ତି। ଯାତ୍ରାରେ ଉଭୟ ଅଭିନୟ କରିଥିଲେ ରଶ୍ମି ରଞ୍ଜନ ଓ ସୋମନାଥ। ଆଉ ସକାଳୁ ହିଁ ଘରୁ ମିଳିଥିଲା ରଶ୍ମି ଙ୍କ ମୃ-ତ ଦେହ। ଯାହାକୁ ନେଇ ତାଙ୍କ ମାଆ ମଧ୍ୟ ଅଭିଯୋଗ କରିଥିଲେ।
ସେ କହିଥିଲେ କି ତାଙ୍କର ପୁଅର ସାଙ୍ଗ ସୋମନାଥ ହିଁ ଏଭଳି କାଣ୍ଡ ଘଟାଇଛି। ଆଉ ଯାହା ଦିନେ ସନ୍ଦେହ ଥିଲା ତାହା ମଧ୍ୟ ସତ ପାଲଟି ଯାଇଛି। କିନ୍ନର ର ଭଲ ପାଇବା ତାର ସାଙ୍ଗ ପ୍ରତି ଏକ ଭୟାନକ ରୂପ ରହିଛି।
ସେଥିରେ ତାଙ୍କର ସାଙ୍ଗ ର ଜୀବନ ମଧ୍ୟ ଚାଲି ଯାଇଛି। ସେହି କିନ୍ନର ମଧ୍ୟ ଏହା କହି ଦେଇଛି କି ଯଦି ସେ ତାର ହେଲାନି ତ ଆଉ କାହାର ମଧ୍ୟ ହେବାକୁ ଦେବେ ନାହିଁ।ସେ ଚାହୁଁ ଥିଲେ କି ଅଲଗା ଝିଅକୁ ସେ ବାହା ହୁଅନ୍ତୁ।
Special Report
ଯାତ୍ରାର ଅଭିନୟ କରୁଥିଲା ସମୟରେ ସେ ଅନ୍ୟ ଜଣେ ସାଥୀ କଳାକାର ଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଯାହାକୁ ଆଖି ଆଗରେ ଦେଖି ସହି ପାରି ନଥିଲେ କିନ୍ନର ସୋମନାଥ।
ଅଭିନେତ୍ରୀ ଙ୍କ ସହ ଗଢ଼ି ଉଠିଥିବା ସମ୍ପର୍କକୁ ସେ ଆଦୌ ସହ୍ୟ କରି ପାରି ନଥିଲେ। ତାଙ୍କ ଆଖିରେ ଉଭୟଙ୍କ ମିଳାମିଶା ଆଦୌ ହେଲେ ମଧ୍ୟ ହଜମ ହେଉ ନଥିଲା। ପ୍ରେମର ସ୍ଵୀକୃତି ପାଇବା ପାଇଁ ସେ ରକ୍ତ ର ହୋଲି ମଧ୍ୟ ଖେଳିଥିଲେ।
ଯାହା ଫଳରେ କି ସେ ନିଜ ସାଙ୍ଗକୁ ହିଁ ମାରି ପକାଇ ଥିଲେ। ଆଉ ସେ କହିଥିଲେ କି ସେ ଯଦି ତାଙ୍କର ହେବେ ନାହିଁ ତେବେ ଆଉ ସେ କାହାରି ମଧ୍ୟ ହେବେ ନାହିଁ। ଆଉ ଖୋର୍ଦ୍ଧା ପୋଲିସ ଏହି ଘଟଣାର ଦୁଇ ଦିନ ପରେ ହିଁ ଖୁଲାସା କରିଛି।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ଯ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ଅନେକ କଥା କହିଛନ୍ତି। ପୋଲିସ କିନ୍ନର ସୋମନାଥ କୁ ଗିରଫ ମଧ୍ୟ କରି ସାରିଛି।

Advertisement