Jan 16, 2024, 11:10 IST

ଯୁବ ବୟସ ରେ ପ୍ରେମିକା ସହ ଶାରୀରିକ ସଂପର୍କ ରଖି ଚାକିରି ପାଇଲା ପରେ ଛାଡ଼ି ଦେଇଥିଲା ପ୍ରେମିକ, ହେଲେ ଜବରଦସ୍ତି ପୁଅ କୁ ଉଠେଇ ନେଇ ବାହା କରିଦେଲେ

Special Report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ପ୍ରେମ ପ୍ରତାରଣା ଭଳି ଅନେକ ଖବର ଆପଣ ମାନେ ପ୍ରାୟ ପ୍ରତିଦିନ ଖବର କାଗଜ ରେ ଦେଖୁ ଥିବେ।
Special Report
ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଜଣେ ଶିକ୍ଷକ ଦୀର୍ଘ ଦିନ ଧରି ଜଣେ ଯୁବତୀ ଙ୍କୁ ପ୍ରେମ କରୁଥିଲେ।ହେଲେ ଶିକ୍ଷକ ସରକାରୀ ଚାକିରି ପାଇବା ପରେ ନିଜ ପ୍ରେମିକା କୁ ଅଣଦେଖା କରିଥିଲେ।ଏହି ଘଟଣା ରୁ ଏବେ ସାରା ରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟ ରେ।ସେଠାରେ ମୁକେଶ କୁମାର ବର୍ମା ନାମକ ଜଣେ ବ୍ୟକ୍ତି ଦୀର୍ଘ ୧୦ ବର୍ଷ ହେବ ଜଣେ ଯୁବତୀ ଙ୍କୁ ପ୍ରେମ କରି ଆସୁଥିଲେ।ଉଭୟ ଙ୍କ ମଧ୍ୟରେ ଖୁବ୍ ଭଲ ସମ୍ପର୍କ ଥିଲା।ଉଭୟ ବିବାହ କରିବା ପାଇଁ ନିଷ୍ପତି ନେଇ ଥିଲେ।
ସେଥିପାଇଁ ଯୁବତୀ ଜଣକ ଚାହୁଁ ଥିଲେ କି ତାଙ୍କ ପ୍ରେମିକ ସରକାରୀ ଚାକିରୀ ପାଇ ଯାଉ।ଶେଷ ରେ ଭଗବାନ ତାଙ୍କ କଥା ଶୁଣି ଦେଲେ।ମୁକେଶ ବି ପି ଏସ ସି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ଥିଲେ।ଏଥିରେ ତାଙ୍କ ପରିବାର ଲୋକେ ବହୁତ ଖୁସି ହୋଇ ଯାଇଥିଲେ।
Special Report
ଏହି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପରେ ସେ ସରକାରୀ ଶିକ୍ଷକ ର ମାନ୍ୟତା ପାଇ ଥିଲେ।ଏହା ପରେ ସେ ତାଙ୍କ ପ୍ରେମିକା କୁ ଭୁଲି ଯାଇ ଥିଲେ।ତାଙ୍କ ଫୋନ୍ କଲ ଉଠାଉ ନ ଥିଲେ।ମ୍ୟାସେଜ ର ଉତ୍ତର ଦେଇ ନ ଥିଲେ।ଏହା ପରେ ଯୁବତୀ ଜଣକ ବହୁତ କାନ୍ଦି ଥିଲେ।
କାନ୍ଦି କାନ୍ଦି ନିଜ ପରିବାର ଆଗରେ ସେମାନେ ସବୁ କଥା କହିଥିଲେ।ଏହା ପରେ ଯୁବତୀ ଙ୍କ ପରିବାର ଲୋକେ ବହୁତ ରାଗି ଯାଇଥିଲେ।ସେମାନେ ଏହା ପରେ ଶିକ୍ଷକ ଙ୍କୁ ତାଙ୍କ ଘରୁ ଉଠାଇ ଆଣିଲେ।ପରିବାର ଲୋକେ ଏ ବିଷୟ ରେ ଜାଣି ପାରି ନ ଥିଲେ।
ଏହା ପରେ ଯୁବତୀ ଙ୍କ ସହିତ ମୁକେଶ ଙ୍କ ବିବାହ ତାଙ୍କ ପରିବାର ଲୋକେ ଜବରଦସ୍ତି କରାଇ ଦେଇଥିଲେ।ମୁକେଶ ତାଙ୍କୁ ବିବାହ କରିବାକୁ ଜମା ବି ରାଜି ନ ଥିଲେ।ସେ କହିଥିଲେ କି ମୋତେ ମାରି ଦିଅ ପଛେ ହେଲେ ମୁଁ ବିବାହ କରିବି ନାହିଁ।
ତାଙ୍କ କଥା କୁ କେହି ବି ଶୁଣି ନ ଥିଲେ।ସେ କାନ୍ଦି କାନ୍ଦି ସମସ୍ତଙ୍କୁ ତାଙ୍କ ଦୁଃଖ କଥା ଜଣାଇ ଥିଲେ।ଏହା ପରେ ଉଭୟ ଙ୍କ ବିବାହ ସମ୍ପନ୍ନ ହେଲା।ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement