Updated: Nov 11, 2023, 16:08 IST

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ଵାମୀ ଦେଖନ୍ତୁ ୪ ବର୍ଷ ପରେ ମିଳିଲା ନ୍ୟାୟ - Exclusive

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁ ଗଣ ଆସିଚି ଏକ ବଡ ଖବର।ଚାରି ବର୍ଷ ପରେ ମିଳିଛି ଦୋଷୀ କୁ ଦଣ୍ଡ।ସ୍ତ୍ରୀ ର ଅତୃପ୍ତ ଆତ୍ମା କୁ ମିଳିଲା ଶାନ୍ତି।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନା ଅଞ୍ଚଳ ରେ।ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଙ୍କୁ ଚାରି ବର୍ଷ ପୂର୍ବେ ମାରି ଦେଇଥିଲେ।
Special report
ଯାହାର ଶୁଣାଣି ଏବେ କରା ଯାଇଚି।ତାଙ୍କୁ ଫାଶୀ ଖୁଣ୍ଟ ରେ ଦଣ୍ଡିତ କରା ଯାଇଛି।ଯେ କେହି ବି ଏହି ଘଟଣା କୁ ଶୁଣିଛି ତାର ଆଖି ରୁ ଲୁହ ଆସି ଯାଉଛି।ଆଜି ଆମେ ଏହି ଘଟଣା ବିଷୟ ରେ ଆପଣ।ମାନଙ୍କୁ କହିବାକୁ ଯାଉଛୁ।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଅନ୍ନପୂର୍ଣ୍ଣା ସାହୁ ଗତ ୨୦୧୨ ମସିହା ରେ ନିରଞ୍ଜନ ଙ୍କୁ ବିବାହ କରିଥିଲେ।ବିବାହ ର କିଛି ଦିନ ଯାଏଁ ସବୁ କିଛି ଠିକ୍ ଥିଲା।କିନ୍ତୁ ଏହା ପରେ ଆରମ୍ଭ ହୋଇ ଯାଇଥିଲା ଅତ୍ୟାଚାର।
Special report
ଅଧିକ ଯୌତୁକ ଆଣିବା ପାଇଁ ନିରଞ୍ଜନ ଅନ୍ନପୂର୍ଣ୍ଣା ଙ୍କୁ ବାଧ୍ୟ କରୁଥିଲେ।ହେଲେ ଅନ୍ନପୂର୍ଣ୍ଣା ଙ୍କ ପରିବାର ବହୁତ ଗରିବ ଶ୍ରେଣୀ ର ହୋଇ ଥିଲେ।ସେମାନେ ଅଧିକ ଯୌତୁକ ଦେଇ ପାରି ନ ଥିଲେ।ସେଥିପାଇଁ ନିରଞ୍ଜନ ଓ ଅନ୍ନପୂର୍ଣ୍ଣା ଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହିଥିଲା।
ଶେଷ ରେ ୨୦୧୯ ମସିହା ରେ ସବୁଦିନ ପାଇଁ ଅନ୍ନପୂର୍ଣ୍ଣା ଙ୍କୁ ରାସ୍ତା ରୁ ହଟେଇ ଦେଲେ ତାଙ୍କ ସ୍ଵାମୀ ନିରଞ୍ଜନ।ଅନ୍ନପୂର୍ଣ୍ଣା ଙ୍କ ଭାଇ ଏ ବିଷୟ ରେ ଥାନା ରେ ଅଭିଯୋଗ କରିଥିଲେ।
ଏହା ପରେ ଦୀର୍ଘ ଚାରି ବର୍ଷ କାଳ ଏହି କେସ ଟି ଚାଲି ଥିଲା।ଏହାର ସମାଧାନ ହୋଇ ପାରି ନ ଥିଲା।ଅନ୍ୟ ପଟେ ନିରଞ୍ଜନ ଙ୍କୁ ମଧ୍ୟ ଜେଲ ରେ ରଖା ଯାଇଥିଲା।ଅନ୍ନପୂର୍ଣ୍ଣା ଙ୍କ ପକ୍ଷ ରୁ ଜଣେ ସରକାରୀ ଓକିଲ କେସ କୁ ଲଢି ଥିଲେ।
ଶେଷ ରେ ଦୀର୍ଘ ଚାରି ବର୍ଷ ପରେ ଅନ୍ନପୂର୍ଣ୍ଣା ଙ୍କୁ ନ୍ୟାୟ ମିଳିଚି।ସ୍ଵାମୀ ଙ୍କୁ ତାଙ୍କ ଭୁଲ ପାଇଁ ଫାଶୀ ଦଣ୍ଡ ରେ ଦଣ୍ଡିତ କରିଛନ୍ତି କୋର୍ଟ।ଏହି ଘଟଣା ଟି।ଏବେ ଚାରି ଆଡ଼େ ପ୍ରଚାରିତ ହେଉଛି।ଯାହା ହେଉ ଶେଷ ରେ ଅସତ୍ୟ ଉପରେ ସତ୍ୟ ର ଜୟ ହୋଇଛି।ଅନ୍ନପୂର୍ଣ୍ଣା ଏଥିରେ ଶେଷ ରେ ଜିତି ଯାଇଛନ୍ତି।

Advertisement