ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବି ଏସ ଏନ୍ ଏଲ କମ୍ପାନୀ ଆଣିଚି ଆପଣ ମାନଙ୍କ ପାଇଁ ବଡ ଯୋଜନା।ବହୁତ କମ୍ ଟଙ୍କା ରେ ଆପଣ ମାନେ ଡାଟା ର ଫାଇଦା ଉଠାଇ ପାରିବେ।ଟଙ୍କା ସରିଗଲା ପରେ ମଧ୍ୟ ଆପଣ ମାନେ ଏଥିରେ ଲାଭ ଉଠାଇ ପାରିବେ।
ଏହା ଏକ ବହୁତ ପୁରୁଣା କମ୍ପାନୀ।ଏହି କମ୍ପାନୀ ସବୁବେଳେ ତାର ଗ୍ରାହକ ମାନଙ୍କୁ ଭଲ ସେବା ଯୋଗାଇ ଦେଇଛି।ଏବେ ପୁଣି ଥରେ ଏହି କମ୍ପାନୀ ନୂଆ ଯୋଜନା ପ୍ରଣୟନ କରିଛି।
ଏହି କମ୍ପାନୀ ଏକ ରିଚାର୍ଜ ପ୍ଲାନ୍ ରେ ଗୋଟିଏ ଥର ରିଚାର୍ଜ କଲେ ବର୍ଷ ସାରା ମାଗଣା ପାଇବେ।ଆମେ ଯେତେବେଳେ ବାଲାନ୍ସ ପକାଇ ଥାଉ ସେତେବେଳେ କମ୍ ଟଙ୍କା ରେ ଅଧିକ ଲାଭ ପାଇବା ପାଇଁ ଆଶା ରଖୁୁ।ତେବେ ଏହି ଆଶା କୁ ପୂରଣ କରିବା ପାଇଁ ଯାଉଚି ବି ଏସ ଏନ୍ ଏଲ କମ୍ପାନୀ।
ଲୋକ ମାନଙ୍କ ଆବଶ୍ୟକତା କୁ ଦେଖି ଏହି ସିମ ଏକ ନୂଆ ଯୋଜନା କରିଛନ୍ତି।ଏହି ଯୋଜନା ରେ ଅନେକ ଉପଭୋକ୍ତା ମାନେ ଲାଭ ଉଠାଇ ପାରିବେ।ଏହି ପ୍ଲାନ୍ ଦ୍ବାରା ଗ୍ରାହକ ମାନଙ୍କୁ ଏକ ବର୍ଷ ର ଭାଲିଡ଼ିଟି ଦିଆ ଯାଇଛି।
ବିଶେଷ କରି ୧୫୧୫ ଟଙ୍କା ପ୍ଲାନ୍ ରେ ପ୍ରତିଦିନ ଦୁଇ ଜିବି ଇଣ୍ଟରନେଟ ଡାଟା ପାଇ ପାରିବେ।ଏଭଳି ସୁବିଧା ଆପଣ ମାନେ ଅନ୍ୟ କୌଣସି ଠାରେ ପାଇ ପାରିବେ ନାହିଁ।ଏଥିରେ ଗ୍ରାହକ ମାନେ ସମୁଦାୟ ୧୭୩୦ ଜିବି ର ଡାଟା ପାଇବେ।
ଏଥିରେ ଆଗକୁ ଆହୁରି କିଛି ନୂଆ ପ୍ଲାନ୍ ଆସିବାକୁ ଯାଉଚି।ଯଦି ଆପଣ ଙ୍କ ପାଖରେ ଏହି ସିମ୍ ରହିଛି ତେବେ ଆପଣ ମାନେ ଏହାର ଲାଭ ଉଠାଇ ପାରିବେ।ଡାଟା ସରି ଯିବା ପରେ ମଧ୍ୟ ୪୦ କେବି ସ୍ପିଡ୍ ରେ ଡାଟା ଦିଆ ଯିବ।
ଯଦି ଆପଣ ମାନେ ୧୪୩୩ ଟଙ୍କା ରୀଚାର୍ଜ କରିବେ ତେବେ ଏହା ମଧ୍ୟ ଏକ ବର୍ଷ ପାଇଁ ରହିଛି।ଭଏସ କଲ୍ ସହିତ ମ୍ୟାସେଜ ର ମଧ୍ୟ ସୁବିଧା ରହିଛି।ଆପଣ ଏକ ବର୍ଷ ପାଇଁ ଡାଟା ର ସୁବିଧା ପାଇ ପାରିବେ।
ଏହା ଆପଣ ଙ୍କ ର ସବୁ ଇଚ୍ଛା କୁ ପୂରଣ କରିବ।ତେବେ ଆପଣ ମାନେ ଯଦି ଏଭଳି ସିମ ରଖିଛନ୍ତି ତେବେ ଏବେ ହିଁ ଏଥିରେ ରିଚାର୍ଜ କରି ନିଅନ୍ତୁ।