Oct 18, 2023, 16:37 IST

ସାମ୍ନାକୁ ଆସିଲା ଜିଲ୍ଲାପାଳଙ୍କ ମୃ-ତ୍ୟୁ ରହସ୍ୟର ଆଉ ଏକ ସତ ଦେଖନ୍ତୁ ମୃତ୍ୟୁ ପୂର୍ବରୁ କରିଥିଲେ ଦୁଇଟି ରୁମ୍ ବୁକ୍

 special report

ନମସ୍କାର ପାଠକ ବନ୍ଧୁ।ଏବେ ସାରା ରାଜ୍ୟରେ ସହକାରୀ ଜିଲ୍ଲାପାଳ ସସ୍ମିତା ମିଞ୍ଜ ଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଜଣେ ଜିଲ୍ଲାପାଳ ଥିଲେ।ହେଲେ ହଟାତ କିପରି ତାଙ୍କର ମୃତ୍ୟୁ ଘଟିଲା ତାହା କେହି ଜାଣି ପାରି ନାହାନ୍ତି।ସମସ୍ତଙ୍କ ପରି ସେ ମଧ୍ୟ ଭଲ ଚାକିରୀ କରି ସୁଖ ରେ ରହୁ ଥିଲେ।
Special report
ହେଲେ ଗୋଟିଏ ଘଟଣା ତାଙ୍କ ଜୀବନ ର ମୋଡ ବଦଳାଇ ଦେଇଥିଲା।ତାଙ୍କ ମୃ-ତ ଦେହ ତାଙ୍କ ବାସ ଭବନ ରୁ ଉଦ୍ଧାର କରା ଯାଇଥିଲା।ଏବେ ପୋଲିସ ତାର ତଦନ୍ତ ଆରମ୍ଭ କରିଛି।ସେ କଣ ପାଇଁ ମୃ-ତ୍ୟୁ ବରଣ କଲେ ତାହା ସ୍ପଷ୍ଟ ଭାବେ ସୂଚନା ଦିଆ ଯାଇ ପାରି ନାହି।
ସୂଚନା ଅନୁସାରେ ସସ୍ମିତା ମିଞ୍ଜ ଏକା ସମୟ ରେ ଦୁଇ ଦୁଇ ଟି ସ୍ଥାନ ରେ ହୋଟେଲ ବୁକ୍ କରିଥିଲେ।ଦୁଇଟି ଯାକ ହୋଟେଲ ରୁମ୍ ଷ୍ଟେସନ ପାଖରେ ରହିଥିଲା।ଅନୁରାଗ ନାମକ ହୋଟେଲ ରୁ ସେ ବାହାରି ଯିବାର ଦୃଶ୍ୟ ସି ସି ଟିଭି କ୍ୟାମେରା ରେ କଏଦ ହୋଇ ଥିଲା।ସେ ସେଥିରେ ଏକ।
Special report
କଳା ପୋଷାକ ପିନ୍ଧି ଚାଲି ଚାଲି ଯାଇଥିଲେ।ହେଲେ ଏହା ପରେ ସେ କେଉଁ ଠୁ ଗଲେ ତାହା ଜଣା ପଡି ନାହିଁ।ଏବେ ଏହାକୁ ନେଇ ପୋଲିସ ସନ୍ଦେହ ଘେରରେ ରହିଛି।ଏଥିପାଇଁ ପୋଲିସ ଅନ୍ୟ ଜିଲ୍ଲାପାଳ ଓ ସହକାରୀ କର୍ମଚାରୀ ଙ୍କୁ ପଚରା ଉଚୁରା ଆରମ୍ଭ କରି ଦେଇଚି।
Special report
ସେହିପରି ଅନ୍ୟ ଏକ ହୋଟେଲ ରେ ସସ୍ମିତା ଯାଇଥିଲେ ବୋଲି ସୂଚନା ରହିଛି। ହେଲେ ସେଠାରେ ଥିବା ସି ସି ଟିଭି କ୍ୟାମେରା ର ଭିଡିଓ କୁ ଡିଲିଟ କରି ଦିଆ ଯାଇଛି।ସେହି ଭିଡିଓ ରେ ଏପରି କଣ ରହିଥିଲା।
ଯେଉଁଥି ପାଇଁ ତାକୁ ଡିଲିଟ କରା ଯାଇଛି ତାହା ଜଣା ପଡି ନାହି।ଏହାକୁ ରି କଭର କରିବା ପାଇଁ ପୋଲିସ ଚେଷ୍ଟା ଆରମ୍ଭ କରିଛି। ଏବଂ ଏହି ଭିଡିଓ କୁ କିଏ ଡ଼ିଲିଟ କରିଛି ଏବେ ଖୋଜା ଜାରି ରହିଛି।ଏବେ ଆଗକୁ ଏହି ଘଟଣା ଟି କେଉଁ ମୋଡ ନେଇଛି ତାହା ଦେଖିବାକୁ ବାକି ରହିଲା।
ସସ୍ମିତା ମିଞ୍ଜ ଜଣେ ସହକାରୀ ଜିଲ୍ଲାପାଳ ଥିଲେ।ହେଲେ ଏତେ ରାତିରେ ସେ କଣ ପାଇଁ ଦୁଇ ଦୁଇଟି ରୁମ୍ ବୁକ୍ କରିଥିଲେ।ତାହା ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି କରିଛି।
ତାଙ୍କର କାହା ସହିତ କିଛି ସମ୍ପର୍କ ରହିଥିଲା ବୋଲି ଏବେ ସନ୍ଦେହ କରା ଯାଉଛି।ଏବେ ଦେଖିବାକୁ ବାକି ରହିଲା ଏହାର ସତ୍ୟା ସତ୍ୟ କେବେ ଜଣା ପଡ଼ୁଚି।

Advertisement