Jan 9, 2024, 08:15 IST

ଯିଏ ଜାଣୁଛି ଏହି ଘଟଣା ସିଏ ଦେଉଛି ମୁଣ୍ଡରେ ହାତ ଦେଖନ୍ତୁ ବାପା ଝିଅର ସରକାରୀ ଚାକିରୀ ପାଇଁ କଲେ କିଛି ଏମିତି - Exclusive

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସରକାରୀ ଚାକିରୀ ପାଇବାକୁ ସମସ୍ତେ ଇଚ୍ଛା ଆଉ ଚେଷ୍ଟା କରିଥାନ୍ତି । ଏବେ ଏମିତି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସବୁ ଛୁଆଙ୍କ ସଫଳତା ପଛରେ ବାପାମାଆଙ୍କ ହାତ ରହିଥାଏ ।
Special Report
ପିଲାମାନଙ୍କ ସଫଳତା ପାଇଁ ବାପାମାଆ ଅନେକ କିଛି କରିଥାନ୍ତି । ପରିବାର ଲୋକଙ୍କୁ ସରପ୍ରାଇଜ ଦେଲେ ବାପା ଆଉ ଝିଅ ।ବାପା ଆଉ ଝିଅ ଏକାଠି ପଢ଼ିଲେ ଆଉ ଏକାଠି ଲଢ଼ିଲେ । 
ଆଉ ବଡ ସଫଳତା ମଧ୍ୟ ପାଇଲେ । ବାପା ଆଉ ଝିଅ ଏକାଠି ହୋଇଗଲେ ଅଫିସର । ଆପଣ କେବେ ବି ଏହି ଖବର ଶୁଣି ନଥିବେ କି ଝିଅର ସଫଳତା ପାଇଁ ଆଉ ଝିଅର ମନୋବଳ ବଢ଼ାଇବା ପାଇଁ ବାପା ଝିଅ ସହ ପାଠ ପଢ଼ୁଥିଲା ।
Special Report
ଝିଅ ସହ ମିଶି ବାପା ଗୋଟିଏ ହଲରେ ପରୀକ୍ଷା ଦେଇଥିଲେ । ଝିଅ ସହିଶି ପରୀକ୍ଷା ଦେଇଥିଲେ ଆଉ ସେ ସଫଳତା ମଧ୍ୟ ପାଇଲେ । ବାପାର ଏଭଳି ସଫଳତା ସେ କେବେ ଭାବି ନଥିଲେ କି ଝିଅ ପାଇଁ କରୁଥିବା କଠିନ ପରିଶ୍ରମର ଫଳ ତାଙ୍କୁ ମିଳିବ ।
ଏକାସାଙ୍ଗରେ ବାପା ଆଉ ଝିଅ ହୋଇଗଲେ ସରକାରୀ ଅଫିସର । ଏହି ଘଟଣା ଆମ ଓଡ଼ିଶାର ନୁହେଁ କିନ୍ତୁ ସମସ୍ତଙ୍କ ପାଇଁ ଏହା ଏକ ଉଦାହରଣ ଅଟେ । ପ୍ରତ୍ୟେକ ବାପାମାନଙ୍କ ପାଇଁ ଏହା ହେଉଛି ଏକ ଉଦାହରଣ ।
Special Report
ଉତ୍ତରପ୍ରଦେଶ ରାଜ୍ୟର ସୁଲତାନପୁର ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି । ସୁଲତାନପୁର ଜିଲ୍ଲାର ବାଲଡ଼ିଲାଇ ତହସିଲ ଅନ୍ତର୍ଗତ ଜବହାରତିହାଇ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ଯାହା ସାରା ଦେଶରେ ଚର୍ଚ୍ଚା ହେଉଛି ।
Special Report
ଏହି ଅଞ୍ଚଳର ରବୀନ୍ଦ୍ର ତ୍ରିପାଠୀ ଏବଂ ତାଙ୍କ ଝିଅ ପ୍ରିୟା ତ୍ରିପାଠୀ SSC ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇ ପାରିଛନ୍ତି । ରବୀନ୍ଦ୍ର ତ୍ରିପାଠୀ ୨୦୧୯ ମସିହାରେ ଭାରତୀୟ ସେନାରୁ ଅବସର ନେଇଥିଲେ । ଏହାପରେ ସେ ଘରକୁ ଆସି ଏକା ବସି ବିରକ୍ତ ହୋଇ ଯାଇଥିଲେ ଆଉ ସମାଜର ସେବା କରିବାକୁ ସେ ଚାହୁଁଥିଲେ।
ସେ ଝିଅର ପାଠପଢାକୁ ନେଇ ଚିନ୍ତାରେ ଥିଲେ । ଆଉ ସେ ଝୁଅକୁ ସବୁ ପାଠ ପଚାରିଥିଲେ । ଏହାପରେ ବାପା ଆଉ ଝିଅ ରାଜସ୍ବ ନେପାଲ ପରୀକ୍ଷା ଦେଇଥିଲେ ଆଉ ସେହି ପରୀକ୍ଷାରେ ବାପା ଆଉ ଝିଅ ଉତୀର୍ଣ୍ଣ ହୋଇଛନ୍ତି । ଏହି ଖବରକୁ ନେଇ ତାଙ୍କୁ ସବୁଠି ପ୍ରଶଂସା ମିଳୁଛି ।

Advertisement