ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମହମ୍ମଦ ସାମି ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଭାରତୀୟ ଦଳ ର ଜଣେ ଆଗଧାଡ଼ି ର ବୋଲର ।ବିଶ୍ୱକପ୍ ର ସେମି ଫାଇନାଲ ରେ ସେ ତାଙ୍କର ଦମଦାର ଖେଳ ପ୍ରଦର୍ଶନ କରି ସାରା ଦେଶ ରେ ଏବେ ଚର୍ଚ୍ଚିତ ଅଛନ୍ତି।

ହେଲେ କିଛି ଦିନ ତଳେ ତାଙ୍କ ବ୍ୟକ୍ତିଗତ କଥା କୁ ନେଇ ସୋସିଆଲ ମିଡିଆରେ ରେ ଖୁବ୍ ଚର୍ଚ୍ଚା କରା ଯାଇଥିଲା।ତାଙ୍କ ପତ୍ନୀ ହସିନା ଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଲୁ ଥିଲା।
ତାଙ୍କ ପତ୍ନୀ ହସୀନା ଥାନା ରେ ଅଭିଯୋଗ କରି ଥିଲେ କି ସାମୀ ବହୁତ ଖରାପ ମଣିଷ।ଅନେକ ମ୍ୟାଚ୍ ରେ ସେ ଫିକ୍ସିଙ୍ଗ କରୁଛନ୍ତି।ଏଭଳି ଅଭିଯୋଗ କୁ ମିଛ ବୋଲି ଦର୍ଶାଇ ସେ ଏବେ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି।
ସେହି ସମୟ ରେ ସାମି ଡିପ୍ରେଶନ ଭିତରକୁ ଚାଲି ଯାଇଥିଲେ।ଆତ୍ମହତ୍ୟା ଭଳି କାମ କରିବାକୁ ପଛାଇ ନ ଥିଲେ।ଏ କଥା ସେ ଭାରତୀୟ ଦଳ ର ଅଧିନାୟକ ରୋହିତ ଶର୍ମା ଙ୍କୁ ଜଣାଇ ଥିଲେ।

ସୂଚନା ଅନୁସାରେ ମହମ୍ମଦ ଶାମୀ ହାସିନା ଙ୍କୁ ୨୦୧୨ ମସିହା ରେ ପ୍ରେମ କରି ବିବାହ କରିଥିଲେ।ଏହା ପରେ ତାଙ୍କର ଦୁଇଟି କନ୍ୟା ସନ୍ତାନ ଜନ୍ମ ହୋଇ ଥିଲା।ହେଲେ ତାଙ୍କ ପତ୍ନୀ ଙ୍କ ସହିତ ତାଙ୍କର ବିବାଦ ଦେଖା ଦେଲା।
ଉଭୟ ପରସ୍ପର ଠାରୁ ଅଲଗା ହୋଇ ଗଲେ।ଏବେ ତାଙ୍କ ପତ୍ନୀ ପ୍ରତି ମାସ ରେ ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଉଛନ୍ତି।ନିଜ ପାଇଁ ସାତ ଲକ୍ଷ ଟଙ୍କା ନେବା ବେଳେ ନିଜ ଦୁଇ ଝିଅ ଙ୍କ ପାଇଁ ସେ ତିନି ଲକ୍ଷ ଟଙ୍କା ନେଉଛନ୍ତି।
ଶେଷ ରେ ସେ ପୁଣି ଥରେ ଭାରତୀୟ ଦଳ ରେ ସ୍ଥାନ ପାଇ ଥିଲେ।ସେହି ସମୟ ଗୁଡ଼ିକ ଭୁଲି ଆଜି ସେ ନିଜ ପରିଶ୍ରମ ବଳ ରେ ଏତେ ବାଟ ରେ ପହଞ୍ଚି ଛନ୍ତି।ସେ ଏଥିପାଇଁ ରୋହିତ ଶର୍ମା ଙ୍କୁ ବହୁତ ଧନ୍ୟବାଦ୍ ଦେଇଛନ୍ତି।
ସେ ତାଙ୍କୁ ପୁଣି ଥରେ ଦଳ ରେ ସାମିଲ କରିଥିଲେ।ସେ ବିଶ୍ୱକପ୍ ସେମିଫାଇନାଲ ରେ ୭ ଉଇକେଟ ନେଇ ସମସ୍ତ ଙ୍କ ର ପ୍ରିୟ ହୋଇ ଥିଲେ।