Dec 8, 2023, 11:46 IST

ଝିଟିପିଟି ଯଦି ଆପଣଙ୍କ ଉପରେ ଏଇ ଜାଗାରେ ପଡ଼ିବ ତାହାଲେ ନିଶ୍ଚୟ ହେବେ କୋଟିପତି...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏଭଳି ଅନେକ କଥା ଅଛି ଯାହାକୁ ଅନେକ ଲୋକ ବିଶ୍ଵାସ ମଧ୍ଯ କରିଥାଆନ୍ତି। ଆଜି ଆମେ ଆପଣଙ୍କୁ ସେଭଳି କିଛି କଥା ସମ୍ପର୍କରେ କହିବାକୁ ଯାଉଛୁ।
Special Report
ଆପଣ ମାନେ ଜାଣିଥିବେ କି ଜୀବଜନ୍ତୁ ମାନେ ଖୁବ ବିଶ୍ୱାସୀ ହୋଇ ଥାଆନ୍ତି। ଆଉ ଦିନେ କୁକୁର ପାଇଁ ହିଁ ବିଶୁ ମହାରଣା ତାର ପୁଅକୁ ଚିହ୍ନି ପାରିଥିଲା। କୁକୁର ଏକ ଏଭଳି ଜୀବ ଯିଏକି ସବୁବେଳେ ବିଶ୍ୱାସୀ ହୋଇଥାଏ।
ନିଜେ ଯଦି ଆମେ ଭଲ ଦେଖିବା ପାଇଁ ଚାହିଁବା ତେବେ ଆମକୁ ଦୁନିଆ ଟା ମଧ୍ୟ ଭଲ ଦେଖାଯିବ। ଆଉ ଯଦି ଆମେ ସତ ଆଖି ସାମ୍ନା ରେ ଥାଇ ମଧ୍ୟ ତାହାକୁ ଜାଣି ପାରିବା ନାହିଁ ତେବେ ଆମେ କିଛି ମଧ୍ୟ ଜାଣି ପାରିବା ନାହିଁ।
ଯଦି ସମସ୍ତଙ୍କ ଭିତରେ ଆମେ ଭଲ ଲୋକ ଦେଖିବା ତେବେ ଯଦି ତାହା ଭିତରେ କିଏ ଖରାପ୍ ଥିବ ତେବେ ସେ ମଧ୍ୟ ବଦଳି ଯିବ। ସାଧୁଙ୍କ ମେଳରେ ଯଦି ଚୋର ରୁହେ ତେବେ ସେ ଚୋରୀ ଛାଡି ନିଜେ ସାଧୁ ହୋଇ ଯିବ।
Special Report
ଯେଉଁ ଜିନିଷ ମଣିଷ କୁ ପ୍ରାପ୍ତ ହେବା ପାଇଁ ଥାଏ ସେ ସବୁ ଜିନିଷ ମଣିଷ କୁ ପ୍ରାପ୍ତ ହୋଇଥାଏ। କପାଳ ରେ ଯାହା କିଛି ବି ଲେଖା ଅଛି ତାହା ନିଶ୍ଚିତ ଭାବରେ ଘଟିବ ହିଁ ଘଟିବ।
ଆଉ ଆମେ ଆପଣଙ୍କୁ ମଧ୍ୟ ଏକ ଅନୁଚିନ୍ତା ସମ୍ପର୍କରେ କହିବାକୁ ଯାଉଛୁ। ଯଦି ଗୁରୁବାର ଦିନ ସୂର୍ଯ୍ୟସ୍ଥ ପରେ ଯଦି କାନ୍ଥରେ କିମ୍ବା କେଉଁଠାରେ ଝିଟିପିଟି ଥିବାର ଆପଣ ମାନେ ଦେଖିବେ ତେବେ ଠାକୁର ଘରକୁ ଯାଇ କିଛି ଅରୁଆ ଚାଉଳ ଆଣିବେ,
ଯୋଉ ଅରୁଆ ଚାଉଳ ଠାକୁର ଘରେ ଥିବ ସେହି ଅରୁଆ ଚାଉଳ ହିଁ ଆଣିବେ। ଏହାପରେ ତାହାକୁ ହାତରେ ଧରିବେ ଏବଂ ଆପଣଙ୍କ ଯାହା ମାନସିକ କରିବାର ଥିବ ତାହା ଆପଣ ମାନସିକ ମଧ୍ୟ କରିବେ।
ଆଉ ସେହି ଅରୁଆ ଚାଉଳ ଯଦି ଝିଟିପିଟି ଉପରକୁ ଫୋପାଡି ଦିଆ ଯାଏ ତେବେ ତିନିମାସ ମଧ୍ୟରେ ହିଁ ଆପଣଙ୍କ ସବୁ ମାନସିକାମନା ପୁରା ହୋଇ ଯାଇଥାଏ। ଏହା ପୋଥିରେ ମଧ୍ୟ ଲେଖା ରହିଛି।

Advertisement