Dec 12, 2023, 11:51 IST

ଝିଆରୀ ସହ ସେ-କ୍ସ୍ କରିବାକୁ ପାଗଳ ଦାଦା, ଝିଆରୀ ର ପ୍ରେମିକ କୁ ରାସ୍ତା ରୁ ହଟେଇ ଦେଲା..

Special Report

ନମସ୍କାର ପାଠକ ବନ୍ଧୁ।ଝିଆରୀ କୁ ପ୍ରେମ କରି ଜଣେ ଦାଦା ଙ୍କ ଜୀବନ ଚାଲି ଯାଇଛି।ମାତ୍ର କେତେ ଦିନ ର ପ୍ରେମ ରେ ତାଙ୍କ ଜୀବନ ଚାଲି ଗଲା ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ଜରପଡା ଥାନା ଅଞ୍ଚଳ ରେ।
Special Report
ଏଠାରେ ବିକାଶ ନାମକ ଜଣେ ଯୁବକ ନିଜର ସମ୍ପର୍କୀୟ ଝିଆରୀ କୁ ଗତ କିଛି ଦିନ ତଳେ ପ୍ରେମ କରୁଥିଲେ।ଉଭୟ ଙ୍କ ପ୍ରେମ ଧୀରେ ଧୀରେ ବଢିବାରେ ଲାଗିଥିଲା।ହେଲେ ପରେ ଝିଅ ର ପରିବାର ଲୋକେ ଏହାକୁ ଜାଣି ଦେଇଥିଲେ।
ଝିଅର ଦାଦା ସଂଜିତ୍ତ ଏହାକୁ ସହି ପାରି ନ ଥିଲା।ସେ ମନେ ମନେ ଭାବି ଦେଇଥିଲା ବିକାଶ ମାରିବ ବୋଲି।ଦିନ କୁ ଦିନ ସେମାନଙ୍କ ପ୍ରେମ ସମ୍ପର୍କ ବଢିବାରେ ଲାଗିଲା।ଏହାକୁ ଦେଖି ସଞ୍ଜିତ ଏକ ଯୋଜନା ପ୍ରସ୍ତୁତ କଲା।
Special Report
ସେ ଓ ତାର କିଛି ସାଙ୍ଗ ମାନେ ମିଶି ବିକାଶ କୁ ବେହୋସ୍ କରି ଜଙ୍ଗଲ ଭିତରକୁ ନେଇ ଯାଇଥିଲେ।ସେଠାରେ ଗୋଟିଏ ରଶି ସାହାର୍ଯ୍ୟ ରେ ତାର ବେକ କୁ ଚିପି ଦେଇଥିଲା।ଘଟଣା ସ୍ଥଳ ତେ ବିକାଶ ର ମୃତ୍ୟୁ ହୋଇ ଥିଲା।
ଏହା ପରେ ବିକାଶ ର ବାପା ତାଙ୍କ ପୁଅ ଘରକୁ ଆସି ନାହିଁ ବୋଲି ଥାନା ରେ ଅଭିଯୋଗ କରିଥିଲା।ପୋଲିସ ଘଟଣା ର ତଦନ୍ତ କରିବା ପରେ ଜଣା ପଡ଼ି ଥିଲା କି ସଞ୍ଜିତ ନାମକ ଜଣେ ଯୁବକ ବିକାଶ କୁ ମାରି ପୋତି ଦେଇଛି।
ନିଜ ପ୍ରମାଣ କୁ ନଷ୍ଟ କରିବା ପାଇଁ ସେ ବହୁତ ଚେଷ୍ଟା କରିଛି।ହେଲେ ତାହା ସମ୍ଭବ ହେଲା ନାହିଁ ।ପୋଲିସ ଶେଷ ରେ ସଞ୍ଜୀବ କୁ ଧରି ପକାଇ ଥିଲା।ପୋଲିସ କଥା ରେ ଭୟବିତ ହୋଇ ସଞ୍ଜୀବ ସବୁ ସତ ମାନି ଯାଇ ଥିଲା।
ଏହା ପରେ ପୋଲିସ ସଞ୍ଜୀବ କୁ ଗିରଫ କରିଥିଲା।ହେଲେ ଏ ଯାଏଁ ଅନ୍ୟ ତିନି ଜଣ ସାଥୀ ଧରା ପଡ଼ି ନାହାନ୍ତି।ସେମାନଙ୍କୁ ପୋଲିସ ଏବେ ଖୋଜୁଛି।ଏବେ ଦେଖିବାକୁ ବାକି ରହିଲା କେବେ ସେହି ଅଭିଯୁକ୍ତ ମାନେ ପୋଲିସ ହାତ ରେ ଧରା ପଡ଼ୁଛନ୍ତି।

Advertisement