ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଗୋଟିଏ ଦଶମ ଶ୍ରେଣୀ ଛାତ୍ରୀ ଙ୍କ ସହିତ ଏପରି କିଛି ଘଟଣା ଘଟି ଯାଇଚି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

ରାତି ୯ ଟା ସମୟ ରେ ଟ୍ୟୁସନ୍ ସାରି ଘର କୁ ଫେରି ଆସି ଥିଲେ ଯୁବତୀ।ଏହା ପରେ ସେ ବଜାର କୁ ମୋବାଇଲ ଆଣିବା ପାଇଁ ଯାଇ ଥିଲେ।ଏହି ସମୟ ରେ ତାଙ୍କ ନିଜ ଅଞ୍ଚଳ ର ଜଣେ ଯୁବକ ତାଙ୍କୁ ଟ-ଣା ଓ-ଟ-ରା କରିବା ସହିତ ତାଙ୍କୁ ବୁଦା ମୂଳ କୁ ଯିବା ପାଇଁ ବାଧ୍ୟ କରି ଥିଲା।
ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ର ଦକ୍ଷିଣ କାଳୀ ମନ୍ଦିର ନିକଟ ରେ।ଜଣେ ନାବାଳିକା ଙ୍କ ସହିତ ଏଭଳି କିଛି ଘଟଣା ଘଟିଛି ବୋଲି ଗତ କାଲି ଥାନା ରେ ଅଭିଯୋଗ ହୋଇଚି।ନାବାଳିକା ଙ୍କ ମା ଓ ଭାଇ ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ ନାବାଳିକା ଜଣକ ରାତି ରେ ଦୋକାନ କୁ ଯାଇ ଥିଲେ ମୋବାଇଲ ଆଣିବାକୁ।ଏହି ସମୟ ରେ ଜଣେ ଯୁବକ ତାଙ୍କ ହାତ ଧରି ପକାଇ ଥିଲେ।ତାଙ୍କୁ ବୁଦା ମୂଳ କୁ ଯାଇ ପ୍ରେମ କରିବା ପାଇଁ କହି ଥିଲେ।

ଏହା ପରେ ଯେତେବେଳେ ଯୁବତୀ ଜଣକ ରାଜି ନ ହୋଇ ଥିଲେ ସେତେବେଳେ ସେହି ଯୁବକ ଜଣକ ତାଙ୍କୁ ଟ-ଣା ଓ-ଟ-ରା କରି ଥିଲେ।କୌଣସି ପ୍ରକାର ନାବାଳିକା ଜଣକ ତାଙ୍କ ଠାରୁ ଖସି ପଳାଇ ଆସି ଥିଲେ।ରାସ୍ତା ରେ ଯାଉ ଥିବା ତାଙ୍କ ଭାଇ ଙ୍କ ହାତ କୁ ଧରି ପକାଇ ଥିଲେ।
ଏହା ପରେ ତାଙ୍କ ଭାଇ ଙ୍କୁ ସବୁ କଥା କହିଥିଲେ।ନାବାଳିକା ଙ୍କ ଭାଇ ଓ ମା ଯେତେବେଳେ ସେହି ଯୁବକ ଙ୍କୁ ଏ ବିଷୟ ରେ ପଚାରି ଥିଲେ।ସେ ଖରାପ ଭାଷା ରେ ଗାଳି ଗୁଲଜ କରିବା ସହିତ ତାଙ୍କ ଉପର କୁ ଟେକା ପଥର ଫୋପାଡି ଥିଲେ।
ଏହା ପରେ ନାବାଳିକା ଙ୍କ ମା ଏ ନେଇ ଥାନା ରେ ଅଭିଯୋଗ କରି ଥିଲେ।ସେହି ଅଭିଯୁକ୍ତ ଯୁବକ ଜଣକ ହେଉଛନ୍ତି ବିଜେପି ଦଳ ର ନେତା ଙ୍କ ପାଖରେ କାମ କରନ୍ତି।ତାଙ୍କରି ପାଇଁ ଆଜି ସେ ବଞ୍ଚି ଯାଇଛନ୍ତି।
ସେଭଳି ବ୍ୟକ୍ତି ଙ୍କୁ ଦଣ୍ଡ ଦିଆ ଯାଉ ବୋଲି କୁହା ଯାଇଛି।ବର୍ତ୍ତମାନ ସମୟ ରେ ଝିଅ କୁ ନ୍ୟାୟ ଦେବା ପାଇଁ ମା ଓ ଭାଇ ଲାଗି ପଡିଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ନାବାଳିକା ଙ୍କୁ ନ୍ୟାୟ ମିଳୁଛି।