ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ଦୁନିଆର ଘଟଣା ବିଷୟରେ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ।

ଦୁନିଆରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କାମନା ବାସନା ପୂରଣ କରିବା ପାଇଁ ଛୋଟ ଛୁଆମାନଙ୍କ ସହିତ ବି ଖରାପ କାମ କରିବାକୁ ପଛାଉ ନାହାଁନ୍ତି । ଏଭଳି ଲୋକମାନେ ଏହି ସମାଜ ପାଇଁ କଳଙ୍କ । ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ ନିର୍ଲଜ୍ଜ କାମ କରିଥାନ୍ତି ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ବ୍ୟକ୍ତି ଯିଏ କି ପଡ଼ିଶାରେ ରହୁଥିଲେ । ପଡିଶା ଲୋକ ଅର୍ଥାତ୍ ଭାଇ ହୋଇ ଭଉଣୀ ବା ପାଖ ପଡୋଶୀଙ୍କ ଝିଅ ସହିତ ଜୋର୍ ଜବରଦସ୍ତ ସମ୍ପର୍କ ରଖି ତାକୁ ମାରି ଦେଇଛି ।
ଭୁବନେଶ୍ୱର ସହରର କାର୍ପେଟ ଥାନା କେଳା ସାହିରେ ଘଟିଛି ଏହି ଘଟଣା । ୪ ବର୍ଷର ଝିଅ ସହିତ ଏଭଳି କାମ କରିଛନ୍ତି ଯୁବକ ଜଣକ । ଏହି ଯୁବକ ଜଣକ ହେଉଛନ୍ତି ଘନିଆ ଦାସ । ଏହି ଝିଅଟି ଘର ବାରଣ୍ଡାରେ ଖେଳୁଥିଲା । ଆଉ ସେ ଖେଳିବା ସମୟରେ ଯୁବକ ଜଣକ ତା ସହ ଏଭଳି କରିଥିଲା ।

ଝିଅଟି ଖେଳିବା ସମୟରେ ତାକୁ ଚକୋଲେଟ୍ ଦେବ କହି ଯୁବକ ଜଣକ ଏଭଳି କାମ କରିଥିଲା । ଯୁବକ ଜଣକ ସେହି ୪ ବର୍ଷର ଝିଅ ସହିତ ସମ୍ପର୍କ ରଖି ତାକୁ ମାରିଦେଇଛି । ଆଉ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ଏହି ଯୁବକ ଜଣକ ଏଭଳି କାମ କରିବା ସମୟରେ ଘରେ କେହି ନଥିଲେ । ଆଉ ସେହି ଝିଅଟିକୁ ମାରି ଦେଇ ସେ ଫେରାର ହେଉଥିବା ସମୟରେ ତାଙ୍କୁ ଘରଲୋକ ଦେଖି ଦେଇଥିଲେ । ଘର ଲୋକେ ଏହି ଯୁବକ ଜଣଙ୍କୁ ଦେଖିଥିଲେ।

ଯୁବକ ଜଣଙ୍କୁ ତାଙ୍କ ଘରୁ ଧକ୍କା ଦେଇ ବାହାର କରି ଦେଇଥିଲେ । ଏହି ଯୁବକ ଜଣକ ଝିଅଟିକୁ ବଳାତ୍କାର କରି ତାଙ୍କୁ ମାରି ଦେଇଛନ୍ତି । ଆଉ ଘରଲୋକ ତାଙ୍କୁ ଖୋଜୁଥିଲେ । କିନ୍ତୁ ଶେଷରେ ଦେଖିଲା ବେଳକୁ ଏହି ପୃଷ୍ଠାଟି ଝିଅଟି ମରିଯାଇଛି ।
ଏବେ ଏହି ଘଟଣାର ତଦନ୍ତ କରାଯାଉଛି । ଆଉ ଏହି ଘଟଣା ସବୁଆଡେ ଚର୍ଚ୍ଚା ହେଉଛି । ଏହି ଗଣମାଧ୍ୟମରେ ସେହି ଝିଅଟିର ମାଆ କହିଛନ୍ତି ଏହି ଘଟଣା ବିଷୟରେ । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ହେବା ସହ ସବୁ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।