Oct 31, 2023, 10:52 IST

ଗୋଟେ ଝିଅ ର କରୁଣ ଦୁଃଖ, ଖାଲି ପଡ଼ିଛି ଚିୟାର ହେଲେ କାମ କରିବାକୁ ନାହିଁ ଚାନ୍ଦିନୀ

Special report

ନମସ୍କାର ପାଠକ ବନ୍ଧୁ।କୁଆଡେ ଗଲା ଏବେ ଚାନ୍ଦିନୀ?ସମସ୍ତଙ୍କ ମୁହଁ ରେ ଏବେ ଗୋଟିଏ ନାମ।ତାହା ହେଉଛି ଚାନ୍ଦିନୀ।ଚାନ୍ଦ ପୂଜା କରିଥିବାରୁ ତାର ନାଆଁ ହୋଇ ଥିଲା ଚାନ୍ଦିନୀ।କିଏ ଜାଣି ଥିଲା ଭଗବାନ ତା ପ୍ରତି ଏତେ ନିଷ୍ଠୁର ହୋଇ ଯିବେ।
Special report
ଚାହୁଁ ଚାହୁଁ ଚାଲି ଗଲା ଚାନ୍ଦିନୀ ର ଜୀବନ।ଏବେ ତାକୁ ମନେ ପକାଇ ଭାଳି ହେଉଛନ୍ତି ପରିବାର ଲୋକେ।ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଘଷି ପୁରା ଅଞ୍ଚଳ ରେ।
ସୂଚନା ଅନୁସାରେ ଚାନ୍ଦିନୀ ଗୋଟିଏ ସରକାରୀ ଅଫିସ ରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିଲେ।ଭଲ କାମ କରୁଥିବାରୁ ଅଫିସ ର ଅନ୍ୟ କର୍ମଚାରୀ ମାନେ ତାଙ୍କୁ ବହୁତ ଭଲ ପାଉ ଥିଲେ।ତାର କାମ କୁ ପ୍ରଶଂସା କରୁଥିଲେ।
ତାର ପରିବାର ଲୋକ ମାନେ ବହୁତ ଗରିବ ଥିଲେ।ସେଥିପାଇଁ ଝିଅ ଟି କାମ କରୁଥିଲା।କୁଆଁର ପୁନେଇ ପାଇଁ ସେ ଚାରି ଦିନ ଅଫିସ ରୁ ଛୁଟି ନେଇ ଥିଲା।ଓ କୁଆଁର ପୁନେଇଁ ଦିନ ସକାଳୁ ଉଠି ଆଞ୍ଜୁଳି ଟେକି ପୂଜା କରିଥିଲା।
Special report
ଏହା ପରେ ଅପରାହ୍ନ ରେ ପୂଜା ସାମଗ୍ରୀ ସଜାଡି ବାହାରିଲା ପୂଜା କରିବା ପାଇଁ ।ଏହି ସମୟ ରେ ସେ ଡିଜେ ସାଉଣ୍ଡ ସଜାଡୁ ଥିବା ବେଳେ ତାର ଦେହ ବିଦ୍ୟୁତ ତାର ରେ ଲାଗି ଯାଇଥିଲା।ଘଟଣା ସ୍ଥଳ ରେ ତାର ମୃ-ତ୍ୟୁ ଘଟି ଥିଲା।
ଏବେ ତାର ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।ସାନ ଭାଇ ଟି ତାର ଭଉଣୀ କଥା ମନେ ପକାଇ କାନ୍ଦୁଛି।ଯାହାକୁ କି ଆପଣ ମାନେ ଦେଖିଲେ ଆଖିରୁ ଲୁହ ଆସି ଯିବ।ଅଫିସ ରେ ତାର ସାଙ୍ଗ ରେ କାମ କରୁଥିବା ଅନ୍ୟ କର୍ମଚାରୀ ମାନେ ମଧ୍ୟ ତାଙ୍କୁ ବହୁତ ମନେ ପକାଉ ଛନ୍ତି।
ଅଫିସ କର୍ମ ଚାରି ମାନେ ସେ ଯେଉଁ ଚେୟାର ରେ ବସୁ ଥିଲା ସେ ଚେୟାର ରେ ଆଉ କାହାକୁ ବସି ବାକୁ ଦେଉ ନାହାନ୍ତି।ସମସ୍ତେ ଚାନ୍ଦିନୀ କୁ ବହୁତ ଭଲ ପାଉ ଥିଲେ।ହେଲେ ସେ ଏବେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲି ଗଲ।

Advertisement