Jan 4, 2024, 12:37 IST

ଘର ଭିତରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଶୋଇଥବା ଜ୍ବାଇଁ ଆଉ ଝିଅ କୁ ଧରିଦେଲା ଶାଶୁ, ଆଉ ତାପରେ...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସବୁଦିନ ପରି ସେଦିନ ମଧ୍ୟ ସମସ୍ତେ ଖାଇ ପିଇ ବେଡରୁମ କୁ ଚାଲି ଯାଇଥିଲେ। ଆଉ ଘରେ ମଧ୍ୟ ସମସ୍ତେ ନିଘୋଡ଼ ନିଦରେ ଶୋଇ ପଡିଥିଲେ।
Special Report
ଘରେ ସମସ୍ତେ ନିଘୋଡ଼ ନିଦରେ ଶୋଇବା ପରେ ଅଧ ରାତିରେ ହିଁ ଯୁବତୀ ଜଣକ ନିଜର ପ୍ରେମିକ କୁ ଡାକିଥିଲେ। ନିଜ ବେଡରୁମ କୁ ସେ ତାଙ୍କୁ ପ୍ରେମ କରିବା ପାଇଁ ଡାକିଥିଲେ। ଭାବିଥିଲେ ସେ ଯାହା କରୁଛନ୍ତି ତାହା କେହି ଜାଣି ପାରିବେ ନାହିଁ।
ଏପଟେ ଯୁବତୀ ଜଣକ ନିଜ ପ୍ରେମିକ ଠାରୁ ମନ ଶାନ୍ତି କରି ଦେହସୁଖ ନେବାରେ ଲାଗି ପଡ଼ିଥିଲେ। ତାଙ୍କର ସବୁ କାଣ୍ଡ ଓ କାରନାମା କୁ କବାଟ ଫାଙ୍କ ରେ ଘର ଲୋକ ଦେଖି ଦେଇଥିଲେ।
ଆଉ ତାହାପରେ ଯାହା କିଛି ହୋଇଥିଲା ତାକୁ ଦେଖିଲେ ଆପଣ ମାନଙ୍କ ହୋସ ମଧ୍ୟ ଉଡ଼ି ଯିବ। ନିଜ ଝିଅକୁ ପ୍ରେମିକ ସହ ଦେଖିବା ପରେ ପ୍ରଥମେ ତାଙ୍କୁ ବାହାର ପଟରୁ ହିଁ ତାଲା ପକାଇ ଦେଇଥିଲେ।
Special Report
ଏହାପରେ ସେହି ଦୁହିଁଙ୍କର ଘର ଭିତରେ ହିଁ ବାହାଘର କରାଇ ଦେଇଥିଲେ। ଏପଟେ ଯୁବତୀ ଜଣକ ଯେତେ କାକୁତି ବିନତୀ ହୋଇଥିଲେ ମଧ୍ୟ ତାଙ୍କୁ ଛାଡ଼ିଦେବା ପାଇଁ ପରିବାର ଲୋକେ ଓ ଗାଁ ଲୋକେ କିଛି ହେଲେ ମଧ୍ୟ ଶୁଣି ନଥିଲେ।
ଏହାପରେ ଜବରଦସ୍ତି ଦୁହିଁଙ୍କର ବାହାଘର କରାଇ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକମାନେ ମଧ୍ୟ ଏହାର ଭିଡିଓ ନିଜ ମୋବାଇଲ ରେ କଏଦ କରି ରଖିଥିଲେ।
ଆଉ ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ। ଯାହା ଫଳରେ କି ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ବର୍ତ୍ତମାନ୍ ସୁଦ୍ଧା ଅନେକ ଲୋକମାନେ ମଧ୍ୟ ଦେଖି ସାରିଛନ୍ତି।
ଅନେକ ଲୋକ ଏହାର ଖୁବ୍ ନିନ୍ଦା ମଧ୍ୟ କରିଛନ୍ତି।ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement