ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ଝିଅକୁ ଏକା ଦେଖି ବୃଦ୍ଧ ଜଣକ ଦୁ-ଷ୍କ-ର୍ମ କରିଥିଲା। ଆଉ ଝିଅଟି ଚିତ୍କାର କରୁଥିଲା। କିନ୍ତୁ ଝିଅଟିକୁ କଷ୍ଟ ଉପରେ କଷ୍ଟ ଦେଇ ଚାଲୁଥିଲା ୫୫ ବର୍ଷୀୟ ବୃଦ୍ଧ।
ଥରେ ନୁହେଁ ଦୁଇମାସ ପୂର୍ବରୁ ଦୁ-ଷ୍କ-ର୍ମ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ପୀ-ଡ଼ି-ତା ଜଣଙ୍କୁ ବୃଦ୍ଧ ଜଣକ ଧମକ ଦେଇଥିଲେ କି "ଏକଥା ଯଦି କାହାକୁ କହିବୁ ତାହେଲେ ତୋ ଭାଇ ଆଉ ବାପାକୁ ଜୀବନରୁ ମାରିଦେବି"।
ଗତକାଲି ସନ୍ଧ୍ୟାରେ ବାସନ ମାଜୁଥିବା ସମୟରେ ଝିଅକୁ ପୁଣିଥରେ ଦୁ-ଷ୍କ-ର୍ମ କରିଥିଲା। ଆଉ ଏବେ ଝିଅଟି ଦୁଇମାସର ଗ-ର୍ଭ-ବ-ତୀ ଥିବା ପରିବାର ଲୋକେ କହୁଛନ୍ତି।
ସନ୍ଧ୍ୟା ସମୟରେ ଘର ପଛ ପେଟ ବାସନ ମାଜୁଥିବା ସମୟରେ ୫୫ ବର୍ଷର ବୃଦ୍ଧ ପିତାମ୍ବର ମଲିକ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ହୋଇଛି। ଝିଅର ଚିତ୍କାର ଶୁଣି ବାରିପଟକୁ ଆସି ଦେଖିଥିଲେ ଜେଜେ। ତା'ପରେ ଘଟଣାସ୍ଥଳରୁ ଚଂପଟ ମାରିଥିଲା ପିତାମ୍ବର।
ପିତାମ୍ବର ସବୁବେଳେ ଝିଅ ଘରକୁ ଆସନ୍ତି, ପାଖ ପଡ଼ୋଶୀ ଅଟନ୍ତି ଏବଂ ସଂପର୍କରେ ମଧ୍ୟ ମାମୁ ହେବେ। ଦୁ-ଷ୍କ-ର୍ମରେ ଶିକାର ହେଇଥିବା ପୀ-ଡି-ତା ଜଣକ ନବମ ଶ୍ରେଣୀରେ ପାଠ ପଢୁଥିବା ସୂଚନା ମିଳିଛି। ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ।
ପୀ-ଡି-ତାଙ୍କ ପରିବାର ଲୋକେ ସବୁକଥା ଜାଣିବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଉ ଏହାପରେ ଝିଅକୁ ନେଇଥିଲେ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ।