Dec 19, 2023, 16:14 IST

ଜନ୍ମକଲା ମା ସହ ପୁଅ କଲା ଏମିତି କାନ୍ଦିଲେ ସାରା ଗାଁ ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଏଭଳି ଏକ ଘଟଣା ଜାଣିପାରିବେ ଯାହା ଜାଣିଲେ ଆପଣଙ୍କ ମନରେ ଅନେକ କଥା ଆସିବ ।
Special Report
ସତରେ ଲୋକମାନେ ଏଭଳି କାମ କିଭଳି କରିପାରନ୍ତି ।ଏହି ଘଟଣା ସତରେ ବହୁତ କଷ୍ଟାଦାୟକ । ନିଜ ମାଆ ସହିତ ଏଭଳି କରିଲା ପୁଅ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସାମାନ୍ୟ କିଛି ଟଙ୍କା ପାଇଁ ଏଭଳି କରିଲା ମାଆ ।
ଏହି ପୁଅ ଜଣକ ନିଜ ଜନ୍ମ କରିଥିବା ମାଆ ସହିତ ଏଭଳି କରିଲା । ମାଆ ଜଣକ ବୃଦ୍ଧାବସ୍ଥାରେ ଥିଲେ ଆଉ ବୃଦ୍ଧାବସ୍ଥାରେ ତାଙ୍କ ସହିତ ନିଜ ଜନ୍ମିତ ପୁଅ ଏଭଳି କରିବ ସେକଥା କିଏ ବା ଜାଣିଛି ।
Special Report
ଏହି ମହିଳାଙ୍କର ଚାରୋଟି ପୁଅ କିନ୍ତୁ ତାଙ୍କୁ କେହି ବି ପଚାରନ୍ତି ନାହିଁ । ଆଉ ଏହି ବୃଦ୍ଧା ଅବସ୍ଥାରେ ଏହି ମହିଳା ଜଣକ ପୁଅ ଶମ୍ଭୁନାଥ ପାଖରେ ରହିବାକୁ ଚାହିଁଥିଲେ କିନ୍ତୁ ପୁଅ ତାଙ୍କ ସହ ଏଭଳି କରିବ ବୋଲି କିଏ ବା ଜାଣିଥିଲା ।
ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାରେ । ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ କର୍ମଦା ଥାନା ଅର୍ନ୍ତଗତ ବେଲଗଡା ଗ୍ରାମରେ ଦେଖିବାକୁ ମିଳିଛି । ଏହି ବୃଦ୍ଧା ଜଣଙ୍କର ପୁଅ ସାମାନ୍ୟ ଟଙ୍କା ପାଇଁ ତାଙ୍କୁ ମାରି ଦେଇଛନ୍ତି ।
Special Report
ସାମାନ୍ୟ ଟଙ୍କା ପାଇଁ ପ୍ରଥମେ ପୁଅ ତାଙ୍କ ମାକୁ ମାରିଦେଲେ ଆଉ ତାପରେ ତାଙ୍କୁ ନିଆଁ ଲଗାଇଦେଲେ । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ଘଟଣା ବହୁତ ଖରାପ ଅଟେ ।
ଏହି ମାକୁ ମାରିଥିବା ପୁଅ ଜଣକ କହିଛି କି ତାର ମାଆ ନିଜେ ଆ-ତ୍ମ-ହ-ତ୍ୟା କରିଛନ୍ତି । ଆଉ ସେ କହିଛନ୍ତି ତାଙ୍କ ମାଙ୍କୁ ସେ ମାରି ନାହାଁନ୍ତି । କିନ୍ତୁ ସେହି ଗ୍ରାମର ଗ୍ରାମବାସୀ କହିଛନ୍ତି କି ଏହି ପୁଅ ଶମ୍ଭୁନାଥ ତାଙ୍କ ମାକୁ ମାରି ଦେଇଛି ।
ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ସତ୍ୟ କଣ ସାମ୍ନାକୁ ଆସିବ । ଏବେ ଏହାକୁ ନେଇ ଚର୍ଚ୍ଚାରେ ରହିଛି ଏହି ଘଟଣା । ସତ ସାମ୍ନାକୁ ଆସିଲା ପରେ ସବୁ କଥା ଜଣାପଡ଼ିବ ।

Advertisement