Jan 30, 2024, 07:48 IST

କାହିଁକି ହୁଏ ବ୍ଲାଡର୍ କ୍ୟା-ନ୍ସର ଜାଣନ୍ତୁ ଏହାର ମୁଖ୍ୟ କାରଣ ଡାକ୍ତରଙ୍କ ଠାରୁ - Health Tips

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଅନେକ ରୋଗ ବିଷୟରେ ବି ଆସୁଥିବା ଖବର ଆଉ ଏହି ରୋଗ କାହିଁକି ହୋଇଥାଏ ତାହା ତ ଜାଣି ପାରୁଥିବେ ।
Special report
ଆପଣମାନେ ବ୍ଲାଡର୍ କ୍ୟାନସର ବିଷୟରେ ଜାଣିଛନ୍ତି କି ? ଏହି ରୋଗ ବିଷୟରେ ସମ୍ପୂର୍ଣ୍ଣ ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ପରିସ୍ରା ଥଳିରେ ଯେଉଁ କ୍ୟାନସର ହୋଇଥାଏ ତାକୁ ବ୍ଲାଡର୍ କ୍ୟାନସର କୁହାଯାଏ ।
ବ୍ଲାଡର୍ କ୍ୟାନସର ରୋଗର ପ୍ରମୁଖ କାରଣ ହେଉଛି ତମ୍ବାଖୁ ଆଉ ଧୁମ୍ରପାନ । ପରିଣତ ବୟସରେ ଏହି ରୋଗ ଅଧିକ ଦେଖା ଦେଇଥାଏ । ଯେଉଁ ମାନଙ୍କର ବ୍ଲାଡରରେ ପଥର ଥାଏ ସେମାନଙ୍କର ଏହା ହୋଇଥାଏ ।
Special report
ଆଉ କିଛି କ୍ୟାନସର ଅଛି ଯାହା ସାମାନ୍ୟ ହୋଇଥାଏ । ଏଭଳି ତିନିଟି କ୍ୟାନସର ଅଛି ଯାହା ସାଧାରଣ ଅଟେ । ଏହି ବ୍ଲାଡର୍ କ୍ୟାନସର କାହାକୁ ହେବାର ଆଶଙ୍କା ରହିଛି ତାହା ମଧ୍ୟ ଆପଣମାନେ ଜାଣି ରଖନ୍ତୁ । ବ୍ଲାଡର୍ କ୍ୟାନସର ବୟସ ହିସାବରେ ବଢ଼ିଥାଏ ।
୩୫ ବର୍ଷରୁ ଆରମ୍ଭ ହେଲେ ଏହା ୫୦ ବର୍ଷ ହେଲା ବେଳକୁ ଅଧିକ ଚିନ୍ତା ଜନକ ହୋଇଥାଏ । ଯଦି କୌଣସି ଲୋକ ତମ୍ବାଖୁ, ପାନ ଆଦି ଖାଉଛନ୍ତି ସେମାନଙ୍କୁ ବ୍ଲାଡର୍ କ୍ୟାନସର ହୋଇପାରେ । ଯେଉଁ ମାନଙ୍କର ଷ୍ଟୋନ ରହିଲା ସେମାନଙ୍କ ଠାରେ ଏହି ରୋଗ ଦେଖା ଯାଇଥାଏ ।
Special report
ଏହି ବ୍ଲାଡର୍ କ୍ୟାନସରର ମୁଖ୍ୟ ଲକ୍ଷଣ ହେଉଛି ପରିସ୍ରାରେ ବ୍ଲଡ଼ ପଡ଼ିବା । ଯଦି ଆପଣଙ୍କର ବୟସ ୩୫ ବର୍ଷରୁ ଅଧିକ ଅଟେ ଯଦି ଆପଣ ପୂର୍ବରୁ ତମ୍ବାଖୁ ବା ଧୁମ୍ରପାନ କରିଥିବେ ତାହେଲେ ଏହି ରୋଗ ହୋଇପାରେ । 
ଯଦି ଆପଣଙ୍କର ପରିସ୍ରାରେ ବ୍ଲଡ଼ ପଡ଼ିବା ସମୟରେ କୌଣସି କଷ୍ଟ ନହୁଏ, ଜ୍ଵର ହୋଇ ନଥାଏ ତାହେଲେ ଏହା ଏହି ରୋଗ ଅଟେ । ୟୁରିନର ରୁଟିନ ଟେଷ୍ଟ କରିଲେ ଏହି ରୋଗ ଅଛି ନା ନାହିଁ ଜଣା ପଡ଼ିଥାଏ । ସିଟି ସ୍କାନ କରିବା ପରେ ଏହି ରୋଗ ବିଷୟରେ ଜଣା ପଡ଼ିଥାଏ ।
ଆଉ ଏହା ଜାଣିବା ପରେ ଏହାର ଚିକିତ୍ସା କରାଯାଇଥାଏ । ଏହି ରୋଗ ଛୋଟ ହୋଇଥିଲେ ଏହାର ଚିକିତ୍ସା ହୋଇପାରେ ନହେଲେ ଏହା ବଡ ହୋଇଥିଲେ କେମୋ ଦିଆଯାଇଥାଏ । ଆପଣମାନେ ତମ୍ବାଖୁ ଆଉ ଧୁମ୍ରପାନ ସେବନ କରନ୍ତୁ ନାହିଁ । ପାଣି ଠିକରେ ପିଅନ୍ତୁ, ଏହି ରୋଗ ହେବ ନାହିଁ ।

Advertisement