ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜେଲରୁ ବାହାରୁ ବାହାରୁ ରୂପରେ ପୁରା ପରିବର୍ତନ ଶାଢ଼ୀ ଚୁଡିଦାର ଛାଡ଼ି ପୁରା କଳାଧଳା ସୁଟରେ ପୁରା ଫିଟାଫଟ ହୋଇ ସଂଗେ ସଂଗେ ଓକିଲ ଲୁକ ଜେଲରୁ ବାହାରିଲେ

ପୁରା ଓକିଲ ବେଶ ଧଳା ସାର୍ଟ ସାଙ୍ଗକୁ କଳା ବ୍ଲେଜର ଯେମିତି ଓକିଲ ପିନ୍ଧନ୍ତି ସେମିତି ପିନ୍ଧିଛନ୍ତି। ଅର୍ଚନା ନଗ ରୁ ପାଲଟିଯାଇଛନ୍ତି ଆଡ଼ଭୋକେଟ ଅର୍ଚନା ନାଗ ଦୀର୍ଘ ୧୪ ମାସ ପରେ ଝାଡ଼ପଡା ଜେଲରୁ ବାହାରିଛନ୍ତି ଅର୍ଚନା।
ଆଉ ଜେଲ୍ ରୁ ବାହାରି କ୍ୟାପିଟାଲ ଲ କଲେଜରେ ଯାଇ ପହଂଚିଯାଇଛନ୍ତି ପରୀକ୍ଷା ଦେବାପାଇଁ। ଏବେ ଅର୍ଚନାଙ୍କ ଠାଣି ଏବେ ଓକିଲଙ୍କ ଭଳିରହିଛି କାହାକୁ ଭୟନାହିଁ ମନରେ ପଶ୍ଚ୍ୟତପ ବି ନାହିଁ ଖାଲି ଯାହା ରହିଛି ପ୍ରତିସଦର ନିଆଁ।

ଯେଉଁମାନେ ତାଙ୍କୁ ଫସାଇଛନ୍ତି ସେମାନଙ୍କ ଠୁ ବଦଲା ନେବାପାଇଁ ଚାହିଁରହିଛନ୍ତି ଅର୍ଚନା। ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା କହିଛନ୍ତି, ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ। କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବେ।

କୋର୍ଟରେ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିବେ। କୋର୍ଟଙ୍କ ଉପରେ ଭରସା ଅଛି, ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଅର୍ଚ୍ଚନା ନାଗ। ତେବେ ଅର୍ଚନା ନାଗଙ୍କୁ ମୋଟ ତିନଟି କେସରେ ହାଇ କୋଟ ବେଲ ମଞ୍ଜୁରୀ ଦେଇଦେଇଛନ୍ତି ସର୍ତ୍ତମୂଳ ବେଲ ମଞ୍ଜୁରୀ ଦେଇଛନ୍ତି ହାଇକୋଟ।
ଏଥିରେ ବିଭିନ ପ୍ରକାର ସର୍ତ ରହିଛି ମୋବାଇଲ ଅଫ ନକରିବା ଠାରୁ ଆରମ୍ଭ କରି ରାଜ୍ୟ ନଛାଡିବା ପର୍ଯ୍ୟନ୍ତ। ତେବେ ବନ୍ଧୁଗଣ ଅର୍ଚନାଙ୍କର ମଙ୍ଗଳବାର ହେଉଛି ଶେଷ ଲ ପରୀକ୍ଷା।

ସୂଚନାଯୋଗ୍ୟ ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା।
ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ଝାରପଡ଼ା ଜେଲ୍ରେ ଅଛନ୍ତି। ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି।