Jan 25, 2024, 11:03 IST

ଜେଲ୍ ଭିତରେ ଚଉଠି କରୁଥିଲେ ଦୁଇ ଅପରାଧୀ, ଜବରଦସ୍ତି ପୋଲିସ କରେଇଲା ଦୁଇ ଜଣଙ୍କ ବାହାଘର..

Special report

ନମସ୍କାର ପାଠକ ବନ୍ଧୁ।ଥାନା ଭିତରେ ବିବାହ କଲେ ଯୁବକ ଯୁବତୀ।ନା ଥିଲା ହୋମ ନିଆଁ ନା ଥିଲା ବାଜା।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିହାର ରାଜ୍ୟ ରେ।ସେଠାରେ ଥାନା ବାବୁ ମାନେ ବିବାହ କରାଇ ଦେଇଛନ୍ତି ଦୁଇ ପ୍ରେମୀ ଯୁଗଳଙ୍କୁ।ଆପଣ ମାନଙ୍କ ବିଶ୍ଵାସ ନ ହେଉଥିଲେ ମଧ୍ୟ ଏ କଥା ସତ।
Special report
ଥାନା ଭିତରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏ ବିଷୟ ରେ ଯୁବକ ଓ ଯୁବତୀ ଙ୍କ ପରିବାର ଲୋକ ଙ୍କୁ ଜଣା ନ ଥିଲା।ଆମେ ମାନେ ସମସ୍ତେ ଜାଣିଛେ ବିବାହ ରେ ଦୁଇ ପରିବାର ଉପସ୍ଥିତ ରହି କରି ଥାନ୍ତି।
ହେଲେ ଏଠାରେ ଥାନା ର ପୋଲିସ ବାବୁ ମାନେ ଏହି ବିବାହ କୁ କରାଇ ଛନ୍ତି।ସୂଚନା ଅନୁସାରେ ସେହି ଅଞ୍ଚଳ ର ଜଣେ ଯୁବତୀ ଅନେକ ଦିନ ତଳୁ ଜଣେ ଯୁବକ ଙ୍କୁ ପ୍ରେମ କରୁଥିଲେ।ବିବାହ କରିବା ପାଇଁ ଉଭୟ ଉଭୟ ଙ୍କୁ ପ୍ରତିଶ୍ରୁତି ଦେଇ ଥିଲେ।
ଯୁବକ ଜଣକ ସବୁବେଳେ ନିଜ ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖିଥିଲେ।ହେଲେ କାମ ସରିଗଲା ପରେ ତାଙ୍କ ହାତ ଛାଡି ଦେଇଥିଲେ।ଯୁବକ ଜଣକ ବିବାହ କରିବା ପାଇଁ ରାଜି ହେଲେ ନାହିଁ।ଯେଉଁଥିପାଇଁ ଯୁବତୀ ଜଣକ ବହୁତ ରାଗି ଯାଇଥିଲେ।ସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ।
Special report
ଏହା ପରେ ଯୁବତୀ ଜଣକ ଏ ନେଇ ଥାନା ରେ ଅଭିଯୋଗ କଲେ।ତାଙ୍କ ଅଭିଯୋଗ କୁ ଭିତ୍ତି କରି ଥାନା ବାବୁ ମାନେ ଗୋଟିଏ ଏଫ୍ ଆଇ ଆର ଲେଖିଲେ।ଏହା ପରେ ଉକ୍ତ ଯୁବକ ଙ୍କୁ ଥାନା କୁ ଡକା ଯାଇଥିଲା।
ଯୁବକ ଜଣକ ଥାନା ରେ ପହଞ୍ଚି ତାଙ୍କ ପ୍ରେମିକା କୁ ବିବାହ କରିବା ପାଇଁ ମନା କରି ଦେଇଥିଲେ।ସେ ଅନ୍ୟ ଜଣେ ଝିଅ କୁ ଏବେ ପ୍ରେମ କରୁଛି ବୋଲି କହିଥିଲେ।ଏଥିରେ ଥାନା ବାବୁ ମାନେ ରାଗି ଯାଇ ଉଭୟ ଙ୍କ ବିବାହ ସେହି ଠାରେ କରାଇ ଦେଲେ।ଯାହାକୁ ନେଇ ଅନେକ ଚର୍ଚ୍ଚା କରା ଯାଉଛି।
ଥାନା ରେ ଯୁବକ ଜଣକ ତାଙ୍କ ପ୍ରେମିକା କୁ ସିନ୍ଦୂର ପିନ୍ଧାଇ ଥିଲେ।ବିବାହ ରେ କୌଣସି ପଣ୍ଡିତ ନ ଥିଲେ କି ଭଗବାନ ବି ନ ଥିଲେ।ଥାନା ବାବୁ ମାନେ ଏଠାରେ ପଣ୍ଡିତ ସାଜି ବିବାହ କରାଇ ଦେଇଥିଲେ।
ଯାହାକୁ ନେଇ ଅନେକ ଚର୍ଚ୍ଚା କରା ଯାଉଛି।ବିବାହ ସାରିବା ପରେ ଉଭୟ ସ୍ବାମୀ ସ୍ତ୍ରୀ ପୋଲିସ ବାବୁ ମାନଙ୍କ ପାଦ ଛୁଇଁ ପ୍ରଣାମ କଲେ।ଏହି ଘଟଣା ଟି ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Advertisement