Updated: Feb 9, 2024, 11:04 IST

ବାଏ ବାଏ ବର୍ଷା, ଯାହା ହେଉ ମଣିଷ ୧୦ ବର୍ଷ ପରେ ଟିକେ ଶାନ୍ତି ରେ ନିଃଶ୍ୱାସ ନେବ, ଶେଷରେ ଅନୁଭବ - ବର୍ଷା ଛାଡପତ୍ର ଶେଷ

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ୧୦ ବର୍ଷ ର ପ୍ରେମ ସଂପର୍କ ରେ ପଡିଲା ପୂର୍ଣ୍ଣଚ୍ଛେଦ।ସବୁଦିନ ପାଇଁ ପରସ୍ପର ଠାରୁ ଅଲଗା ହୋଇ ଗଲେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ।ଏହି ଦୀର୍ଘ ଚାରି ବର୍ଷ ଧରି ଉଭୟ ଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହି ଥିଲା।
Special report
ଶେଷ ରେ ସାଂସଦ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଛାଡ ପତ୍ର ଦେଇଛନ୍ତି।ଯାହାକୁ ନେଇ ଅନୁଭବ ମହାନ୍ତି ଖୁବ୍ ଖୁସି ଅଛନ୍ତି।ଆଜି ପ୍ରପୋଜ ଡେ ରେ ତାଙ୍କ ଛାଡ ପତ୍ର ମାମଲା କୁ କୋର୍ଟ ମଞ୍ଜୁର ଦେଇଛି।ଯେଉଁ ଦିନ ସମସ୍ତେ ପ୍ରେମ ର ଆରମ୍ଭ କରନ୍ତି ସେଦିନ ଏ ଦୁହେଁ ଅଲଗା ହୋଇ ଗଲେ।
ଏ କଥା ବିଶ୍ଵାସ ନ ହେଉ ଥିଲେ ମଧ୍ୟ ସତ।ଅନୁଭବ ମହାନ୍ତି ଗତ କାଲି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଫଟୋ ପୋଷ୍ଟ କରି ଥିଲେ।ସେହି ଫଟୋ ଟି ରେ କୋର୍ଟ ତାଙ୍କ ଛାଡ ପତ୍ର ମାମଲା କୁ ମଞ୍ଜୁର ଦେଇଚି।
ଏହାକୁ ଦେଖାଇ ସେ ଲେଖି ଥିଲେ କି ମୋ ବିବାହ ର ଦଶ ବର୍ଷ ହୋଇ ନାହିଁ।ହେଲେ ମୋର ଛାଡ ପତ୍ର ହୋଇ ଯାଇଛି।ମୁଁ ଏଥିରେ ବହୁତ ଖୁସି ଅଛି।ମୋ ପରିବାର ରେ ମୋ ବାପା ଙ୍କ ଆଖି ରେ ମୁଁ ଏତେ ଦିନ ରେ ଖୁସି ଦେଖିଚି।ଏହି ଦିନ କୁ ମୁଁ କେବେ ବି ଭୁଲି ପାରିବି ନାହିଁ ।
Special report
ତେବେ ସୂଚନା ଅନୁସାରେ ଥ୍ୟାଙ୍କ ୟୁ ଭଗବାନ ଫିଲ୍ମ ରୁ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କୁ ପ୍ରପୋଜ୍ କରି ଥିଲେ।ଏହାର କିଛି ଦିନ ପରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ପ୍ରେମ କୁ ସ୍ୱିକାର କରି ଥିଲେ।ଦୁଇ ପରିବାର ର ସହମତି ରେ ଉଭୟ ଙ୍କ ବିବାହ ହୋଇ ଥିଲା।କିନ୍ତୁ ଏହା ବେଶୀ ଦିନ ରହି ପାରି ନ ଥିଲା।
ପାରିବାରିକ ବିବାଦ କୁ ନେଇ ସବୁବେଳେ ଉଭୟ ଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା।ଅନୁଭବ ମହାନ୍ତି ବର୍ଷା ଙ୍କୁ ଛାଡ ପତ୍ର ଦେବା ପାଇଁ ଅନେକ ଥର କୋର୍ଟ ରେ କେସ କରିଛନ୍ତି।ହେଲେ ତାହା ହୋଇ ପାରି ନ ଥିଲା।
ଶେଷ ରେ ସତ୍ୟ ର ଜୟ ହୋଇଛି ବୋଲି ଅନୁଭବ ମହାନ୍ତି କହିଥିଲେ।ସେ ଆହୁରି ମଧ୍ୟ କହି ଥିଲେ କି ମୁଁ ନ୍ୟାୟ ରେ ଥିଲି।ସେଥିପାଇଁ ମୋର ବିଜୟ ହୋଇଚି।
ମୋତେ ଆଜି ସବୁ ବନ୍ଧନ ରୁ ମୁକ୍ତି ମିଳି ଗଲା।କୋର୍ଟ ଆମ ଛାଡ ପତ୍ର ମାମଲା କୁ ମଞ୍ଜୁର ଦେଇଚି।ମୁଁ ବର୍ଷା ଙ୍କ ଭଲ ଚାହୁଁଚି।ସେ ସବୁବେଳେ ଖୁସି ରେ ରୁହନ୍ତୁ ବୋଲି ଅନୁଭବ ମହାନ୍ତି କହି ଥିଲେ।

Advertisement