Feb 28, 2024, 08:14 IST

ନିଜର ସେଭିଂ ରେ ଦେଖି ଚାହିଁ ଜମା କରୁ ଥାଆନ୍ତୁ ପଇସା..ଯଦି ଲିମିଟ ରୁ ବେଶୀ ହୋଇଯିବ, ତାହାଲେ ଆୟକର ବିଭାଗ କରିବ ରେଡ..

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବ୍ୟାଙ୍କ ର ନିୟମ ବିଷୟ ରେ ଜାଣି ଥିବେ।ବ୍ୟାଙ୍କ୍ ରେ କିଭଳି ଟଙ୍କା ରଖା ଯାଏ ପୁଣି ଦରକାର ସମୟ ରେ ଉଠା ଯାଏ ତାହା ଆପଣ ମାନଙ୍କୁ ଜଣା ଥିବ।
ତେବେ ଆଜି ଆମେ ସେହି ବ୍ୟାଙ୍କ ର କିଛି ନିୟମ ବିଷୟ ରେ କହିବାକୁ ଯାଉଛୁ।କିଛି ଲୋକ ମାନେ ବ୍ୟାଙ୍କ ରେ ଜିରୋ ଆକାଉଣ୍ଟ ରେ ବହି ଖୋଲି ଥାଆନ୍ତି।ଆଉ କିଛି ଲୋକ ମାନେ ସେଭିଂ ଆକାଉଣ୍ଟ ଖୋଲି ଥାଆନ୍ତି।ବର୍ତ୍ତମାନ ଏହି ବ୍ୟବସ୍ଥା ଲାଗୁ ହୋଇଚି।ତେବେ ଏଥିପାଇଁ କିଛି ନିୟମ ରହିଛି।
Special report
ବ୍ୟାଙ୍କ୍ ରେ ଆପଣ ଖାତା ଖୋଲିବାକୁ ଯାଇ ଥିବା ସମୟ ରେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହୋଇ ଥିବେ।ବ୍ୟାଙ୍କ ର ନିୟମ ଅନୁସାରେ ଯେତିକି ଟଙ୍କା ଆବଶ୍ୟକ ସେତିକି ଟଙ୍କା ଆପଣ ମାନେ ରଖି ପାରିବେ ତାହା ଠାରୁ ଅଧିକ ଟଙ୍କା ରଖିଲେ ଆୟକର ବିଭାଗ ଚଢ଼ାଉ କରି ଥାଏ।
ଆପଣ ଙ୍କ ଟଙ୍କା ର ହିସାବ ମାଗି ଥାଏ।ଯଦି ଆପଣ ଏହାକୁ ଦେଇ ନ ପାରିବେ ତେବେ ଏଥିପାଇଁ ଜେଲ ଦଣ୍ଡ ର ମଧ୍ୟ ବ୍ୟବସ୍ଥା ଥାଏ।ଗୋଟିଏ ବର୍ଷ ରେ କେବଳ ୧୦ ଲକ୍ଷ ଟଙ୍କା ନିଜ ସେଭିଂ ଆକାଉଣ୍ଟ ରେ ରଖି ହୋଇ ଥାଏ।
ତାହା ଠାରୁ ଅଧିକ ବ୍ୟାଙ୍କ ରେ ରଖା ଯାଇ ପାରିବ ନାହିଁ।ସମସ୍ତ ବ୍ୟାଙ୍କ ଗୁଡ଼ିକ ରେ ଇନ୍ କମ୍ ଟ୍ୟାକ୍ସ ଅଧିନିୟମ ୧୯୬୨ ଧାରା ୧୧୪ଖ ଅନୁସାରେ ଯଦି ଅଧିକ ଟଙ୍କା ରଖିବେ ତେବେ ଏ ବିଷୟ ରେ ସେମାନଙ୍କୁ ସୂଚନା ଦିଆଯିବା ଆବଶ୍ୟକ।
Special report
ସେମାନଙ୍କ ପରାମର୍ଶ ଅନୁସାରେ ଆପଣ ଟଙ୍କା ରଖି ପାରିବେ।ଏଥିରେ ଆପଣ ମାନଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ।ନିଜ ସେଭିଂ ଆକାଉଣ୍ଟ ରୁ ଆପଣ ମାନେ ଲୋନ ନେଇ ପାରିବେ।ଏଥିରେ ଆପଣ ଙ୍କୁ ସବୁ ସୁବିଧା ଦିଆ ଯିବ।
ବୟସ୍କ ବ୍ୟକ୍ତି ମାନେ ନିଜ ଆକାଉଣ୍ଟ ରେ ୫୦ ହଜାର ଟଙ୍କା ରଖିବା ସହିତ ଯୁବକ ମାନେ ନିଜ ଆକାଉଣ୍ଟ ରେ ୪୦ ହଜାର ଟଙ୍କା ମାସ କୁ ରଖି ପାରିବେ।ବର୍ଷ କୁ ଆପଣଙ୍କୁ ଏହାର ସୁଧ ସହିତ ମୂଳ ବି ମିଳି ଯିବ।ଏଥିରେ ଆପଣ ସବୁ ପ୍ରକାର ସୁବିଧାକୁ ଉପଭୋଗ କରି ପାରିବେ।

Advertisement