ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ସେହିଭଳି ଜଣେ ଠକ ହେଉଛନ୍ତି ସୁକେଶ ଚନ୍ଦ୍ରଶେଖର।ଜେଲ ରେ ରହି ମଧ୍ୟ ସେ ସୁଧୁରି ନାହାନ୍ତି।
ବଡ ବଡ ସ୍ଵପ୍ନ ଦେଖି ଚାଲିଛନ୍ତି ସୁକେଶ୍।ସେକ୍ସ୍ କରିବାରେ ଆଶା ଦିନ କୁ ଦିନ ତାଙ୍କ ଭିତରେ ବଢ଼ିବାକୁ ଲାଗୁଛି।ଆମେ ଆଜି ତାଙ୍କରି ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।କିଭଳି ଚିଠି ଲେଖି ସମସ୍ତଙ୍କୁ ଚକିତ କରୁଛନ୍ତି ସୁକେସ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ସୂଚନାନୁସାରେ ଶୁକେଶ ଆଗରୁ ବିବାହିତ ଅଟନ୍ତି।ସେ ଗୋଟିଏ ବହୁତ ବଡ ଠକ।ଲୋକ ଙ୍କୁ ଠକି ଅନେକ ଟଙ୍କା ଲୁଟ କରିଛନ୍ତି।ପାଖାପାଖି ୨୦୦ କୋଟି ଟଙ୍କା ରୁ ଅଧିକ ସେ ଲୋକ ଙ୍କ ଠାରୁ ଲୁଟ କରିଛନ୍ତି।
ଏ ବିଷୟରେ ଦିଲ୍ଲୀ ପୋଲିସ ଜାଣିବା ପରେ ତାଙ୍କୁ ଗିରଫ କରି ହାଜତ ରେ ଭର୍ତି କରି ଦେଇଥିଲା।ହେଲେ ଏ ଯାଏଁ ସୁଧୁରି ନାହାନ୍ତି ଶୁକେଶ୍।ଜେଲ ରେ ରହି ଗୋଡ଼ି ମିଶା ଭାତ ଓ ଡାଲି ଖାଇ ତାଙ୍କୁ କିଛି ବି ଫରକ୍ ପଡ଼ି ନାହିଁ।ଆହୁରି ଅଧିକ ରୁ ଅଧିକ ସେକ୍ସ୍ କରିବା ପାଇଁ ସେ ପାଗଳ ଭଳି ହୋଇ ଚାଲିଛନ୍ତି।
ଅନେକ ଅଭିନେତ୍ରୀ ଙ୍କ ସହିତ ସେ ରାତି କାଟୁଥିଲେ। ଏବଂ ପ୍ରତିବର୍ଷ ଜେଲ ରୁ ସେ ବଲିଉଡ ଅଭିନେତ୍ରୀ ଜ୍ୟାଙ୍କଲିନ ଫନାଣ୍ଡିଜ୍ ଙ୍କୁ ଚିଠି ଲେଖି ଥାନ୍ତି।ଏ ବର୍ଷ ସେ ଯେଉଁ ଚିଠି ଲେଖିଛନ୍ତି ସେଥିରେ ଲେଖା ହୋଇଛି ଜ୍ୟାଙ୍କଲିନ ମୁ ତମ ସହିତ ସେକ୍ସ୍ କରିବା ପାଇଁ ଚାହୁଁଚି।
ମୁ କେବେ ବି ନବରାତ୍ରି ବ୍ରତ କରେ ନାହିଁ।ହେଲେ ଏଥର କେବଳ ତମକୁ ପାଇବା ପାଇଁ ନବରାତ୍ରି ବ୍ରତ କରିବା ପାଇଁ ଚାହୁଁଚି।ଦୟାକରି ତମେ ଆସ।ତମକୁ ଯାହା ଦରକାର ମୁ ତମକୁ ଦେବି।ଏହି ଚିଠି କୁ ଯେ କେହି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ଏତେ ବର୍ଷ ଜେଲ୍ ରେ ରହି ସେ କିପରି ସୁଧୁରି ନାହାନ୍ତି ତାହାକୁ ନେଇ ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଛି।ତାଙ୍କ ର ଏହି ଚିଠି ଟି ଅଭିନେତ୍ରୀ ଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ ଏବେ ଦେଖିବାକୁ ବାକି ରହିଲା।ଏଭଳି ବ୍ୟକ୍ତି ଙ୍କୁ କଠିନ ରୁ କଠିନ ଦଣ୍ଡ ଦେବା ନିହାତି ଦରକାର ବୋଲି କିଛି ଲୋକ ମାନେ କହିଛନ୍ତି।