ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମେଡିସିନ ଷ୍ଟୋର ଦୋକାନୀ ଯୁବତୀଙ୍କୁ ଇଞ୍ଜେକ୍ସନ ଦେବା ନାରେ କରିଥିଲେ ଦୁ-ଷ୍କ-ର୍ମ। ଯୁବତୀ ଜଣକ କଲେଜରେ +୨ ପାଠ ପଢ଼ୁଥିଲେ ତାଙ୍କୁ ଜର ହୋଇଥିଲା ସେଥିପାଇଁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ।
ଆଉ ଡାକ୍ତର ବାବୁ ଯୁବତୀଙ୍କ ସହ ଶା-ରୀ-ରି-କ ସମ୍ପର୍କ ରଖିଥିଲେ। ଅଞ୍ଚଳରେ ନିଜକୁ ଡାକ୍ତର ବୋଲି ପରିଚୟ ଦେଇଥିବା ଜଗନ୍ନାଥ ମେଡିସିନ ଷ୍ଟୋର ଦୋକାନୀ ପ୍ରଶାନ୍ତ କୁମାର ନାୟକ।
ଇଞ୍ଜେକ୍ସନ ଦେବା ନାରେ ଯୁବତୀଙ୍କ ସହ ଏଭଳି ଦୁ-ଷ୍କ-ର୍ମ କରିବାକୁ ଉଦ୍ୟମ କରିଥିବା କଥା ସାମ୍ନାକୁ ଆସିଛି। ତେବେ କେହି ନଥିବାର ସୁଯୋଗ ଉଠାଇ ଘର ଭିତରକୁ ଡ଼ାକି ଏଭଳି ଜବରଦସ୍ତି ଶା-ରୀ-ରି-କ ସଂପର୍କ ରଖିଥିଲେ।
ଯାହାକି ସେହି ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଚୌଦ୍ଵାର ଥାନା ଅନ୍ତର୍ଗତ ଶଙ୍କରପୂର୍ ଗ୍ରାମର ଶ୍ରୀ ଜଗନ୍ନାଥ ମେଡିସିନ ଷ୍ଟୋର ମାଲିକ ପ୍ରଶାନ୍ତ ଘରେ।
ପରିବାର ଲୋକଙ୍କ କହିବା ଅନୁଯାୟୀ ଶଙ୍କରପୂର୍ ଗ୍ରାମର ଝିଅଟିକୁ ଜର ହୋଇଥିବାରୁ ସେ ମେଡ଼ିସିନ୍ ଦୋକାନକୁ ଯାଇଥିଲେ ଆଉ ମେଡିସିନ ମାଗିଥିଲେ।
ଆଉ ସେହି ସମୟରେ ମେଡିସିନ ଷ୍ଟୋର ଥିଲେ ପ୍ରଶାନ୍ତ। ହେଲେ ଦୋକାନ ପାର୍ଶ୍ଵରେ କେହି ନଥିବାର ସୁଯୋଗ ଉଠାଇ ଘର ଭିତରକୁ ଡ଼ାକି ନେଇଥିଲେ ଯୁବତୀଙ୍କୁ। ଆଉ ଦୋକାନୀ ଜଣକ କହିଥିଲେ ଯୁବତୀଙ୍କ ଜର ଭଲ କରିଦେବି।
ଦୋକାନୀ ଜଣକ ଇଞ୍ଜେସନ ନଦେଇ ଯୁବତୀଙ୍କ ସହିତ ଜରଜବରଦସ୍ତି ଶା-ରୀ-ରି-କ ସଂପର୍କ ରଖିଥିଲେ। ଘରକୁ ପୀଡ଼ିତା ଯୁବତୀ ଜଣକ ଫେରି କାନ୍ଦି କାନ୍ଦି ପରିବାରଲୋକଙ୍କୁ ଜଣାଇଥିଲେ।
ତାପରେ ପରିବାର ଲୋକେ ଚୌଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ଚୌଦ୍ଵାର ଥାନା ଆଇଆଇସି ବିଶ୍ଵନାଥ ସାହୁ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରଶାନ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।