Jan 6, 2024, 14:37 IST

ଶ୍ରୀ ମନ୍ଦିର ରେ ଇନ୍ଦିରା ଗାନ୍ଧୀ ପ୍ରବେଶ ହେଇ ପାରିଲେନି ହେଲେ ସେ କାମିଆ ଜାନି କୁ କିଏ ଅନୁମତି ଦେଲା

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଜଗତ ର ନାଥ ଜଗନ୍ନାଥ ଙ୍କ ମନ୍ଦିର ଯିବାକୁ ହେଲେ କିଛି ନୀତି ନିୟମ ରହିଛି।ସେହି ନୀତି ନିୟମ ଅନୁସାରେ ଭକ୍ତ ମାନେ ମନ୍ଦିର ଭିତରକୁ ପ୍ରବେଶ କରନ୍ତି।ଯେତେବେଳେ ଭାରତ ର ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଥିଲେ ସେତେବେଳେ ବି ସେ ମନ୍ଦିର ଭିତରକୁ ଆସିବା ପାଇଁ ଇଚ୍ଛା କରିଥିଲେ।
Special Report
ହେଲେ ତାଙ୍କୁ ଅନୁମତି ଦିଆ ଯାଇ ନ ଥିଲା।ଯେତେବେଳେ ତାଙ୍କ ଭଳି ଲୋକ ଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆ ଯାଇ ନ ଥିଲା।ତେବେ ଅନ୍ୟ ମାନଙ୍କୁ କଣ ପାଇଁ ଦିଆ ଯାଉଛି ବୋଲି ଏବେ ସମସ୍ତେ ପ୍ରଶ୍ନ କରିଛନ୍ତି।
ସୂଚନା ଅନୁସାରେ କିଛି ଦିନ ତଳେ ଆମ ୫ ଟି ସଚିବ ଭିକେ ପାଣ୍ଡିଆନ କାମିଆ ଜାନି ଙ୍କୁ ମନ୍ଦିର ଭିତରେ ପ୍ରବେଶ କରାଇ ଥିଲେ।ଯିଏ କି ହିନ୍ଦୁ ଧର୍ମ ର ନୁହନ୍ତି।ତାଙ୍କୁ ରାତି ୪ ଟା ରୁ ମନ୍ଦିର ଭିତର କୁ ନେଇ ଥିଲେ ଭି କେ ପାଣ୍ଡିଆନ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଚି।
ସେ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବ ରୁ ଗୋରୁ ମାଂସ ଖାଇ ପ୍ରବେଶ କରିଥିଲେ ବୋଲି କୁହା ଯାଉଚି।୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କ ଏଭଳି କାମ କୁ ସମସ୍ତେ ନିନ୍ଦା କରିଛନ୍ତି।ଏଭଳି ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବିରୋଧ କରା ଯାଇଛି।
Special Report
ଆଜି ଏହାକୁ ନେଇ ବିଜେପି ସାଂସଦ ପ୍ରତାପ ଷ଼ଢଙ୍ଗୀ ମୁହଁ ଖୋଲିଛନ୍ତି।ତାଙ୍କ କହିବା ଅନୁଯାୟୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଙ୍କୁ ଯେତେବେଳେ ମନ୍ଦିର ଭିତରକୁ ଛଡା ଯାଇ ନ ଥିଲା।ସେତେବେଳେ ଜଣେ ମୁସଲିମ ମହିଳା ଙ୍କୁ ମନ୍ଦିର ଭିତରକୁ କିପରି ଛଡା ଗଲା ବୋଲି କହିଛନ୍ତି।ତାଙ୍କୁ କିଏ ମନ୍ଦିର ଭିତର କୁ ପ୍ରବେଶ କରିବା ପାଇଁ ଅନୁମତି ଦେଇଥିଲା।
ଯିଏ କି ଗୋରୁ ମାଂସ ଖାଆନ୍ତି।ଯେଉଁ ସେବାୟତ ମାନେ ଦେଶ ର ପୂର୍ବତନ ମହିଳା ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କୁ ଭିତରକୁ ଛାଡ଼ି ନ ଥିଲେ।ଶେଷ ରେ ସେହି ସେବାୟତ ମାନେ ଭି କେ ପାଣ୍ଡିଆନ ଙ୍କ କଥା ରେ ପଡ଼ି କାମିଆ ଜାନି ଙ୍କୁ ଭିତରକୁ ଛାଡି ଦେଲେ।
ଏଥିରେ ସେମାନେ କିଛି କହି ପାରୁ ନ ଥିଲେ କି।ଏଥିରେ ଜଗନ୍ନାଥ ସଂସ୍କୃତି କୁ ଅପମାନ କରା ଯିବା ସହିତ ପ୍ରତ୍ୟେକ ଓଡ଼ିଆ ଙ୍କୁ ଅପମାନ କରା ଯାଇଛି।ଏଭଳି କାର୍ଯ୍ୟ କୁ ସମସ୍ତେ ଖୁବ୍ ନିନ୍ଦା କରିଛନ୍ତି।
ଏଥିପାଇଁ ସରକାର ମଧ୍ୟ କିଛି ଚିନ୍ତା କରିବା ଉଚିତ।ଚାରି କୋଟି ଓଡ଼ିଶା ବାସି ଙ୍କ ହୃଦୟ କୁ ଜିତିଥିବା ମହାପ୍ରଭୁ ଏଥିପାଇଁ ତାଙ୍କୁ ଦଣ୍ଡ ଦେବା ଉଚିତ।ଏହାକୁ ନେଇ ଏବେ ସାରା ଓଡ଼ିଶା ରେ ଚର୍ଚ୍ଚା କରା ଯାଉଛି।

Advertisement