Apr 5, 2024, 18:39 IST

ଛାଡପତ୍ର ପରେ କେମିତି ଅଛନ୍ତି କୁନି ଝିଅ ସହ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦେଖନ୍ତୁ ଏହି ଭିଡିଓ ରେ

Chi

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଓଲିଉଡ଼, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ଓଲିଉଡ ଜଗତର ଅଭିନେତା ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ । ଆଉ ଏବେ ତାଙ୍କର ଡିଭୋର୍ସ ହୋଇଯାଇଛି । 
Bhj
ଅଭିନେତା ଅନୁଭବ ମହାନ୍ତି ମଧ୍ୟ ବହୁତ ଭଲ ଅଭିନେତା ସହିତ ସେ ଜଣେ ରାଜନେତା ଅଟନ୍ତି । ଏହି ରାଜନେତା ଜଣକ ବିଜେଡି ଦଳ ତରଫରୁ ଲଢ଼ୁଥିଲେ । ଆଉ ଏବେ ସେ ବିଜେଡି ଦଳ ଛାଡ଼ି ଦେଇଛନ୍ତି । ଅନୁଭବ ମହାନ୍ତି ହେଉଛନ୍ତି ଆଗ ଧାଡ଼ିର ଅଭିନେତା ।
ତାଙ୍କ ଉପରେ ଏବେ ଦୁଃଖ ପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି । ସେ ଆଗଧାଡିର ସୁପରଷ୍ଟାର ଆଉ କଳାକାର ଅଟନ୍ତି । ତାଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଏବେ ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ଡିଭୋର୍ସ ହୋଇଛି ।
ଆଉ ଏହି ଡିଭୋର୍ସ ପରେ ସେ ତାଙ୍କ ବାପଘରେ ରହୁଛନ୍ତି । ଆଉ ଏବେ ସେ ତାଙ୍କ ବାପଘର ଲୋକଙ୍କ ସହିତ ସମୟ ବିତାଉଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିନୟ ଦୁନିଆକୁ ପୁଣି ଆପଣାଇଛନ୍ତି । ଏବେ ସେ ଅଭିନୟ ପ୍ରତି ଦୃଷ୍ଟି ଦେଇଛନ୍ତି ।
Vg
ଏହି ଅଭିନେତ୍ରୀ ଜଣକ ଏବେ ଫିଲ୍ମ୍ ଇଣ୍ଡଷ୍ଟ୍ରିକୁ ଫେରିବେ ବୋଲି ଜଣାପଡିଛି । ଏହି ଅଭିନେତ୍ରୀ ଜଣକ ସବୁବେଳେ ତାଙ୍କ ଫିଲ୍ମକୁ ନେଇ ନଜର ଆସନ୍ତି । ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ କିଛି ଖବର ଆସିଛି । 
ଏହି ଖବର ହେଉଛି ଏବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ କୁନି ଝିଅ ଆଉ ପୁଅ ସହିତ ନଜର ଆସିଛନ୍ତି । ସେ ତାଙ୍କ ସହିତ ମସ୍ତି କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି କୁନି ପୁଅ ଝିଅ ତାଙ୍କର ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହା ମିଥ୍ୟା ବୋଲି ଜଣାପଡିଛି ।
ଏହି କୁନି ଝିଅ ଆଉ ପୁଅ ତାଙ୍କ ବଡ ଭଉଣୀଙ୍କର । ସେ ତାଙ୍କ ବାପଘରେ ରହୁଥିବାରୁ ତାଙ୍କ ବଡ ଭଉଣୀଙ୍କ ଝିଅ ଆଉ ପୁଅ ସହ ସେ ଖେଳୁଛନ୍ତି । ଆଉ ଏହି ଭିଡିଓ ଆଉ ଫଟୋ ସାମ୍ନାକୁ ଆସିଛି । ଏବେ ଏହି ଭିଡିଓ ସୋସିଆଲ ମିଡିଆ ଦ୍ଵାରା ଚର୍ଚ୍ଚା ହେଉଛି ।

Advertisement