Apr 29, 2024, 00:32 IST

ସନ୍ଧ୍ୟାବେଳେ ବର୍ଷା ରେ ମା-ରି-ଲା ଘଡଘଡି ଢୋ କରି ଟଳି ପଡ଼ିଲେ ମା - ପୁଅ

Vb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ମୃତ୍ୟୁ କେତେବେଳେ ଆସି ଯାଏ ତାହା କେହି ଜାଣି ନ ଥାଆନ୍ତି।ଭଗବାନ ଙ୍କ ସୃଷ୍ଟି ରେ ଜନ୍ମ ହୋଇଛୁ ମାନେ ମୃତ୍ୟୁ ମଧ୍ୟ ଅଛି।ହେଲେ ଆଜି
ଏପରି କଥା ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଗୋଟିଏ ସମୟ ରେ ଚାଲି ଯାଇଚି ମା ପୁଅ ର ଜୀବନ।ବିଲ ରେ କାମ କରୁଥିବା ସମୟ ରେ ଚାଲି ଯାଇଚି ଜୀବନ।ଏ ନେଇ ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।
Hh
ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ଖମଳ ପଞ୍ଚାୟତ ରେ ଶୁଖିଲା ଘଡଘଡି ଜୋର୍ ରେ ମାରିଥିଲା।ସମସ୍ତେ ଏହି ସମୟରେ ମୁଗ ବିରି କୁ ଘର କୁ ଆଣିବା ପାଇଁ ଯାଇ ଥିଲେ।ସେହି ଗ୍ରାମ ର ୱାର୍ଡ ମେମ୍ବର ରବୀନ୍ଦ୍ର ବାରିକ ଓ ତାଙ୍କ ମାଆ ଶଶି
ବାରିକ ମଧ୍ୟ ବିଲ କୁ ଯାଇ ଥିଲେ।ସେହି ସମୟ ରେ ଜୋର୍ ରେ ଘଡ ଘଡି ମାରି ଥିଲା।ଏହି ଘଡଘଡି ମା ଓ ପୁଅ ଉପରେ ପଡ଼ି ଥିଲା।ତାଙ୍କୁ ସଙ୍ଗେ ସଙ୍ଗେ ଗ୍ରାମ ର କିଛି ଲୋକ ମାନେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇ ଥିଲେ।
Hh
ଡାକ୍ତର ସେଠାରେ ଉଭୟ ଙ୍କୁ ମୃ-ତ ଘୋଷଣା କରି ଥିଲେ।ତେବେ କିଏ ଜାଣି ଥିଲା ଏପରି କିଛି ସେମାନଙ୍କ ସହିତ ଘଟି ଯିବ।କେତେ ସ୍ବପ୍ନ ନେଇ ମା ପୁଅ ବିଲ କୁ ଯାଇ ଥିଲେ।ହେଲେ ଘର କୁ ଫେରିଲା ବେଳେ ଶବ ହୋଇ ଘର କୁ ଫେରିଛନ୍ତି।
ଏହା ଶୁଣି ସାରିଲା ପରେ ତାଙ୍କ ଘରେ ଶୋକ ର ଛାୟା ଖେଳି ଯାଇଛି।ଏହି କଥା କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି। ହଟାତ ଘଡ଼ଘଡି ସହିତ ବିଜୁଳି ଜୋର୍ ରେ ମାରି ଥିଲା।ହେଲେ ମା ପୁଅ ଉଭୟ ମୁଗ ଗୋଟାଇ ବାରେ ଲାଗି ଯାଇ ଥିଲା।
ଏହା ପରେ ତାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ଥିଲେ।ଘଟଣା ସ୍ଥଳ ରେ ସେହି ଗ୍ରାମ ର ସମିତି ସଭ୍ୟ ଓ ସରପଞ୍ଚ ପହଞ୍ଚି ତାଙ୍କ ପରିବାର କୁ ସାନ୍ତ୍ଵନା ଦେଇଛନ୍ତି।ତାଙ୍କ ପରିବାର ଲୋକ ଙ୍କୁ ସରକାରୀ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Advertisement