Apr 18, 2024, 18:30 IST

YouTube ରୁ ପାଠ ପଢ଼ି ଓଡ଼ିଆ ପୁଅ ହେଲେ ଆଇଏଏସ ଦେଖନ୍ତୁ କେମିତି ଥିଲା ପରିଶ୍ରମ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ବନ୍ଧୁଗଣ ପଦ୍ମନାଭ ମିଶ୍ର ୟୁଟ୍ୟୁବରୁ ପାଠପଢି ୧୭୬ ରିଙ୍କାରୁ କୃତିତ୍ୱ ହାସଲ କରିଥିଲେ। ପଦ୍ମନାଭଙ୍କ ଅନୁସାରେ ସେ ନିଟ ପାଇଥିଲେ ଆଉ ଚାକିରୀ ମଧ୍ୟ ପାଇଥିଲେ। ଅଧା ଚାକିରିରୁ ପଦ୍ମନାଭ ନିଷ୍ପତି ନେଇଥିଲେ ଯେ ସେ ୟୁପିଏସି ପରୀକ୍ଷା ଦେବେ ଆଉ ସିଭିଲ ସର୍ଭିସ ବନିବେ। 
ଆଉ ତା'ପରେ ରାତିଦିନ କଷ୍ଟ କରି ନିଜସ୍ଵବଳରେ ସେ ସଫଳତା ହାସଲ କରିଥିଲେ। ଗତକାଲି ପ୍ରକାଶ ପାଇଥିଲା ୟୁପିଏସି ପରୀକ୍ଷାର ଫଳ। ୫ ଲକ୍ଷରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୪ ହଜାର ୬୦୦ ଜଣ ସଫଳତା ହାସଲ କରିଥିଲେ।
Gg
ଓଡ଼ିଶାରୁ ମଧ୍ୟ କିଛି ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି। ରାଉଲକେଲା ଛେଣ୍ଡ କଲନିରେ ରହୁଥିବା ଏନଆଇଟିର ଛାତ୍ର ପଦ୍ମନାଭ ମିଶ୍ର ୟୁଟ୍ୟୁବରୁ ପାଠପଢି ୟୁପିଏସୀ ପରୀକ୍ଷାରେ ୧୭୬ ରୀୟାଙ୍କରେ କୃତିତ୍ୱ ହାସଲ କରିଛନ୍ତି। 
ପ୍ରଥମେ ବିଟେକ କଲେ ଏନଆଇଟି ରାଉଲକେଲାରେ କରିଥିଲେ। ତା'ପରେ ଏମବିଏ କରିବା ପରେ ଚାକିରି କରିଥିଲେ। କିନ୍ତୁ ୟୁପିଏସୀ ପରୀକ୍ଷା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ନିଜେ କଷ୍ଟ କରି ପଦ୍ମନାଭ ମିଶ୍ର ସଫଳତା ହାସଲ କରିଥିଲେ।
ପଦ୍ମନାଭ ମିଶ୍ର କୌଣସି କୋଚିଂ ଯାଉନଥିଲେ ବୋଲି ସେ ନିଜେ କହିଛନ୍ତି। ପଦ୍ମନାଭଙ୍କ ସଫଳତା ପଛରେ ତାଙ୍କ ମା ବାପାଙ୍କ ସହିତ ଗୁରୁ ପ୍ରଫେସର କାହ୍ନୁଚରଣ ପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏଭଳି ସଫଳତାକୁ ନେଇ ରାଉଲକେଲା ବାସି କୃତଜ୍ଞତା ଜଣାଇଛନ୍ତି।

Advertisement