Apr 3, 2024, 19:05 IST

ନିର୍ବାଚନରେ ମାରିଛନ୍ତି ଓଡ଼ିଆ ଅଭିନେତା ହେଲେ ରୋଗୀ ସେବା କରିବାରେ ବ୍ୟସ୍ତ ସବ୍ୟସାଚୀ ଦେଖନ୍ତୁ ଏହି ଦୃଶ୍ୟ ଆଖିରୁ ଲୁହ ଆସିଯିବ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଜଣେ ଅଭିନେତାଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ।
ବାଜିଲାଣି ନିର୍ବାଚନ ବିଗୁଲ । ଚାରିଆଡେ ନିର୍ବାଚନର ମାହୋଲ । ଏହି ସମୟରେ ଅନେକ ଅଭିନେତା ନିର୍ବାଚନରେ ମାତିଛନ୍ତି । ଏବେ ରାଜନୀତି ମାହୋଲ ସରଗରମ ରହିଛି । 
Gh
ଆଉ ରାଜନୀତି ମାହୋଲ୍ ସରଗରମ ରହିଥିବା ବେଳେ ସାମ୍ନାକୁ ଆସିଛି ଏହି ଦୃଶ୍ୟ । ଯେଉଁ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଅଭିନେତା ସବ୍ୟସାଚୀ ମିଶ୍ର ଗଣମାଧ୍ୟମରେ କହିଛନ୍ତି ସେ ମାନବ ସେବା କରିବାକୁ ଭଲ ପାଆନ୍ତି ।
ମାନବ ସେବା ହିଁ ମାଧବ ସେବା । ଏହି ଅଭିନେତା ଜଣକ ରୋଗୀ ମାନଙ୍କର ସେବା କରୁଛନ୍ତି । ଆଉ ଏହି ଅଭିନେତା ଜଣକ ରୋଗୀ ମାନଙ୍କର ସେବାକୁ ମାଧବ ସେବା ବୋଲି ମାନିଛନ୍ତି । 
ଦୁର୍ଘଟଣା ହୋଇଥିବା ପରିବାରକୁ ମଧ୍ୟ ସେ ସାହାଯ୍ୟ କରିଥିଲେ । ସେ କହିଛନ୍ତି ଗୋଟିଏ ଜୀବନ ନେଇଯିବା ବଡ କଥା ନୁହେଁ ବରଂ ଗୋଟିଏ ଜୀବନ ବଞ୍ଚାଇବା ସବୁଠାରୁ ବଡ କଥା ।
Hh
ଏହି ଅଭିନେତା ଜଣକ ଦଶପଲା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ବାପାମାଆଙ୍କ ଇଚ୍ଛା ଅନୁସାରେ ତାଙ୍କୁ ଶ୍ରୀମନ୍ଦିର ନେଇଥିଲେ । ଆଉ ଶ୍ରୀମନ୍ଦିରରୁ ଆସିବା ବେଳେ ଏହି ପୁଅ ଜଣଙ୍କର ଦୁର୍ଘଟଣା ହୋଇଥିଲା । ଏହାପରେ ତାଙ୍କ ବାପା ମା କାନ୍ଦୁଥିଲେ । 
ଏହାପରେ ସେଠାରେ ଅଭିନେତା ସବ୍ୟସାଚୀ ମିଶ୍ର ପହଞ୍ଚିଥିଲେ । ଆଉ ସେ ସେଠାରେ ପହଞ୍ଚିବା ପରେ ଏହି ଦୁର୍ଘଟଣା ଘଟିଥିବା ବ୍ୟକ୍ତି ଜଣଙ୍କୁ ସେ ମେଡିକାଲ ନେଇଥିଲେ । ଏହାପରେ ତାଙ୍କୁ ମେଡିକାଲରେ ଦେଖାଇ ସେ ଏକ ମହାନ୍ କାମ କରିଥିଲେ । ଏହି ଅଭିନେତା ଜଣଙ୍କର ଏହି କାମକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ସତରେ ଏହି ଅଭିନେତା ଜଣକ ମହାନ୍ କାମ କରିଛନ୍ତି । ଏହି ଅଭିନେତା ଜଣକ ଏବେ ଏହି କାମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସତରେ ଏଭଳି ସେବା କରିବା ଉଚିତ୍ । ଏବେ ସେ ଏହି କଥାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

Advertisement