May 8, 2024, 18:51 IST

ବାହାହେବା ପରେ ସ୍ତ୍ରୀ ସହ ସ୍ଵାମୀ କରିଦେଲେ ଏମିତି କାମ ସତ ଜାଣିଲେ ଆଖିରୁ ଲୁହ ଆସିଯିବ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମଥାରେ ସିନ୍ଦୂର ଦେଇ ବିବାହ କରିଲା । ସାତ ଜନ୍ମର ସାଥି ହେବା ପାଇଁ ପ୍ରତିଶ୍ରୁତି ଦେଲା । ହେଲେ ଏଭଳି କାମ କରିଲା ସ୍ବାମୀ ଯାହା ଏବେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । 
Hh
ଏହି ସ୍ବାମୀ ଜଣଙ୍କୁ କେତେ ବିଶ୍ବାସ କରି ସ୍ତ୍ରୀ ଜଣକ ବିବାହ କରିଥିଲେ । ଝିଅର ଘର ଲୋକେ ଅନେକ ଆଶା କରି ମନରେ ଅନେକ କଥା ଭାବି ଝିଅର ବିବାହ କରିଥିଲେ କିନ୍ତୁ ଏଭଳି ଘଟିଯିବ କିଏ ବା ଜାଣିଥିଲା ।
ଏହି ସ୍ବାମୀ ଜଣକ ତାର ସ୍ତ୍ରୀକୁ ଗାଁ ଠାକୁରାଣୀଙ୍କ ଘରକୁ ନେଇ ଏଭଳି କାମ କରିଛି । ଗାଁ ଠାକୁରାଣୀଙ୍କ ମନ୍ଦିରରୁ ବାହାରିଥିଲା ରକ୍ତ । ଏହି ଝିଅ ଘରଲୋକେ ଏବେ ଏହାକୁ ଦେଖି କାନ୍ଦି ପକାଇଛନ୍ତି । ବାହାଘରର ଏକ ବର୍ଷ ପରେ ଏଭଳି ଘଟଣା ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନିମାପଡ଼ା ବ୍ଲକ୍ ପିଟଳ ଗାଁରେ । 
ଏହି ବ୍ୟକ୍ତି ଜଣଙ୍କର ନାମ ହେଉଛି ମୃତ୍ୟୁଞ୍ଜୟ ମହାପାତ୍ର । ବାହାଘର ଶାଢ଼ୀ ଆଜି ରକ୍ତରେ ଭିଜି ଯାଇଛି । ବାହାଘରର ଏକ ବର୍ଷ ହେଲା ହୋଇଥିଲା ଆଉ ବାହାଘରର ୬ ମାସ ପରେ ଆରମ୍ଭ ହୋଇ ଯାଇଥିଲା ନିର୍ଯ୍ୟାତନା । ବାପଘରୁ ଯୌତୁକ ଆଣିବା ପାଇଁ ସ୍ବାମୀ ବାଧ୍ୟ କରୁଥିଲା ।
Ki
ଆଉ ବାରମ୍ବାର ମାଡ ଗାଳି ସହ ମାଡ ଦେଉଥିଲା ସ୍ବାମୀ । ସ୍ତ୍ରୀ ଜଣକ ଧର୍ଯ୍ୟ ଧରି ସବୁ ବଦଳିଯିବ ଭାବି ସ୍ବାମୀ ପାଖରେ ଥିଲା । କିନ୍ତୁ ସ୍ବାମୀ ଜଣକ ପିଶାଚ ପାଲଟି ଯିବେ ବୋଲି ସେ ଜାଣି ନଥିଲେ । ଏହି ପିଶାଚ ସ୍ବାମୀ ଜଣକ ସ୍ତ୍ରୀକୁ ମାରିବାକୁ ଯୋଜନା କରିଥିଲେ । 
ଆଉ ସେ ତାଙ୍କ ଗାଁର ଠାକୁରାଣୀଙ୍କ ମନ୍ଦିରକୁ ନେଇଥିଲେ । ସେହି ମନ୍ଦିରକୁ ନେଇ ଏକ ମାରଣାସ୍ତ୍ରରେ ସ୍ଵାମୀ ଜଣକ ସ୍ତ୍ରୀର ପେଟକୁ ମାରିଥିଲା । ସେଠାରେ ସ୍ତ୍ରୀ ପୁଷ୍ପଲତା ବେହୋସ୍ ହୋଇ ଯାଇଥିଲେ । ସେଠାରେ ତାଙ୍କୁ ଛାଡ଼ିଦେଇ ତାଙ୍କ ସ୍ଵାମୀ ପଳାଇ ଯାଇଥିଲେ ।
ଏହାପରେ ତାଙ୍କ ଘରଲୋକେ ତାଙ୍କୁ ଖୋଜି ଖୋଜି ସେଠାରେ ପହଞ୍ଚିଥିଲେ । ଆଉ ସେଠାରେ ପହଞ୍ଚିବା ପରେ ପୁଷ୍ପଲତାଙ୍କୁ ଏଭଳି ଅବସ୍ଥାରେ ଦେଖି ମେଡ଼ିକାଲକୁ ନେଇଥିଲେ । ଏବେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ବାମୀ ଜଣକ ଫେରାର ଅଛନ୍ତି ।

Advertisement