Updated: May 7, 2024, 17:32 IST

ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା ଦେଖନ୍ତୁ ଖାତାକୁ ଆସିବ ୧୮୦୦୦୦/- ଟଙ୍କା ଜାଣନ୍ତୁ କେମିତି

Uy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚେୟୁଥା ଯୋଜନାରେ ଆନ୍ଧ୍ର ସରକାର ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ଏହାକୁ ନେଇ ଆନ୍ଧ୍ର ସରକାର ଜଗନମୋହନ ରେଡ୍ଡୀ ଘୋଷଣା କରିଛନ୍ତି କି, ହିତାଧିକାରୀଙ୍କ ଖାତାକୁ ଯିବ ୧୮ ହଜାର ଟଙ୍କା।
ଏହି ସ୍କିମ୍‌ରେ ଫଣ୍ଡ୍‌ ରିଲିଜ୍ ଉପରେ ଏକ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ଫେବୃଆରୀ ମାସରେ ସରକାର ଏହି ଟଙ୍କା ରିଲିଜ୍‌ କରିବାକୁ ଯୋଜନା କରିଥିଲା। କିନ୍ତୁ କିଛି କାରଣରୁ ଏହି ଯୋଜନାକୁ ସ୍ଥଗିତ ରଖାଯାଇଥିଲା।
Bh
ସରକାର ଏବେ ମେ’ ୯ରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ଫଣ୍ଡ୍‌ ରିଲିଜ୍‌ କରିବେ। ତେଣୁ ଯେଉଁମାନଙ୍କୁ ଟଙ୍କା ମିଳିନାହିଁ ସେମାନଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଖୁସି ଖବର। ଏକ ସପ୍ତାହ ମଧ୍ୟରେ ଟଙ୍କା ବ୍ୟାଙ୍କ୍‌ ଆକାଉଣ୍ଟରେ ଜମା ହେବ।
୧୮୦୦୦ ଟଙ୍କାରୁ ୧୮୭୫୦ ପର୍ଯ୍ୟନ୍ତ ଟଙ୍କା ପର୍ଯ୍ୟନ୍ତ ମହିଳାମାନେ ପାଇ ପାରିବେ। ଏହି ଯୋଜନା ଅନୁଯାୟୀ, SC, ST, OBC ଏବଂ ସଂଖ୍ୟାଲଘୁ ଜାତିର ୪୫ରୁ ୬୦ ବର୍ଷ ବୟସ୍କ ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ସରକାର ସିଧାସଳଖ ୧୮୭୫୦ ଟଙ୍କା ଜମା କରିବେ। 
ସାଧାରଣତ ଏହି ପାଣ୍ଠି ହିତାଧିକାରୀଙ୍କ ପାଇଁ ପୂର୍ବରୁ ଉପଲବ୍ଧ ହେବା ଉଚିତ। ଏହି ଯୋଜନା ଅନ୍ତର୍ଗତ ଟଙ୍କା ଗତ ବର୍ଷ ଆସିବାର ଥିଲା, କିନ୍ତୁ ଏବେ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଛି। ନିକଟରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହୋଇଥିବା କ୍ୟାବିନେଟ୍‌
Hh
ବୈଠକରେ ଏହି ଯୋଜନାର କାର୍ଯ୍ୟକାରିତାକୁ କ୍ୟାବିନେଟ ଅନୁମୋଦନ କରିଥିଲା। ଆୟକର ଅଧିନିୟମରେ ଯେଉଁମାନେ ଅନ୍ତର୍ଭୁକ୍ତ ନୁହଁନ୍ତି ବା ଯେଉଁମାନେ ଆୟକର ଦେଉ ନାହାନ୍ତି, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି।
ଯେଉଁମାନଙ୍କର ତିନି ଏକର 10 ଏକରରୁ କମ୍ ଚାଷ ଅନୁପଯୁକ୍ତ ଜମି ଅଛି, ସେମାନେ ଏହି ଯୋଜନାର ଲାଭ ପାଇପାରିବେ। ଗତ ତିନିବର୍ଷ ମଧ୍ୟରେ ହିତାଧିକାରୀମାନେ ଏହି ଯୋଜନା ଅଧୀନରେ ୬୬୬ କୋଟି ଟଙ୍କା ଲାଭ ପାଇଛନ୍ତି।
ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ୪୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ସହରାଞ୍ଚଳର ମହିଳାମାନେ ୧୮୮ କୋଟି ଟଙ୍କା ଲାଭ କରିଛନ୍ତି।

Advertisement