Updated: Apr 18, 2024, 17:01 IST

ରାଣୀ ପଣ୍ଡାଙ୍କୁ ଧୋକା ମାମଲାରେ ମୁଁହ ଖୋଲିଲେ ସମାଜସେବୀ ଦେଖନ୍ତୁ କଣ କହିଲେ ବିକ୍ରମକୁ ଟାର୍ଗେଟ କରି

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ କିଛି ଖବର ଆସିଛି । ଅଭିନେତ୍ରୀ ରାଣୀ ପଣ୍ଡା ହେଉଛନ୍ତି ଜଣେ ମହାନ୍ ଅଭିନେତ୍ରୀ ସେ ସବୁବେଳେ ଜନ ମଙ୍ଗଳ କାର୍ଯ୍ୟ କରନ୍ତି ।
ଆପଣମାନେ ତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଲଭ କଥା ଜାଣିଥିବେ । ଅଭିନେତ୍ରୀ ରାଣୀ ପଣ୍ଡା ଯାହାକୁ ଭଲ ପାଉଥିଲେ ସେ ତାଙ୍କୁ ଧୋକା ଦେଇଛନ୍ତି । ଆଉ ଏବେ ତାଙ୍କୁ ନେଇ କିଛି ଖବର ଆସିଛି ।
Bb
ଅଭିନେତ୍ରୀ ରାଣୀ ପଣ୍ଡା ବିକ୍ରମ ନାମକ ଝିଅକୁ ଭଲ ପାଉଥିଲେ । ଆଉ ଏବେ ସେହି ବିକ୍ରମ ବିବାହ କରୁଛନ୍ତି ଆଉ ତାଙ୍କ ନାଁରେ ଅଭିଯୋଗ ଦେଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଏବେ ଅଭିନେତ୍ରୀ ରାଣୀ ପଣ୍ଡା ଏବଂ ତାଙ୍କ ପ୍ରେମିକଙ୍କୁ ନେଇ ଅନେକ ଲୋକ କିଛି କଥା କହୁଛନ୍ତି ।
ଆଉ ଏବେ ସମାଜସେବୀ ମଧୁମିତା ଅଭିନେତ୍ରୀ ରାଣୀ ପଣ୍ଡା ଏବଂ ତାଙ୍କ ପ୍ରେମିକଙ୍କୁ ନେଇ କିଛି କଥା କହିଛନ୍ତି । ସେ କହିଛନ୍ତି, ଆଗ କାଳରେ ବିବାହ ପରେ ପ୍ରେମ ହେଉଛି । ଆଉ ଆଜିକାଲି ପ୍ରଥମେ ପ୍ରେମ ହେଉଛି ଆଉ ତାପରେ ଧୋକା ମିଳୁଛି ।
ଅଭିନେତ୍ରୀ ରାଣୀ ପଣ୍ଡା ଜଣେ ବୁଦ୍ଧିଆ ଝିଅ । ସେ ଯଦି ଭଲ ପାଉଥିଲା ତାହେଲେ ସେ କୋର୍ଟ ମ୍ୟାରେଜ କରିଦେବା କଥା । ସେ ଏତେ ବର୍ଷ ରହିବା କଥା ନୁହେଁ । ରାଣୀ ପଣ୍ଡା ବହୁତ ଚାଲାକ୍ ଝିଅ । ଆଉ ରାଣୀ ପଣ୍ଡା ଏତେ ଚାଲାକ୍ ହୋଇ ସେ ତାକୁ କ୍ୟାପଚର୍ କରିପାରିଲା ନାହିଁ ।
Hj
ଏବେ ସେହି ପୁଅ କହୁଛି ସେ ତାଙ୍କ ବାପା ମାଆଙ୍କର ଗୋଟିଏ ପୁଅ ଆଉ ସେ ରାଣୀ ପଣ୍ଡା ସହିତ ବାହା ହେଉ ତାଙ୍କ ଘର ଲୋକେ ଚାହୁଁ ନାହାଁନ୍ତି । ଏହି ପୁଅ ଆଗରୁ କଣ ଜାଣି ନଥିଲା କି ଅଭିନେତ୍ରୀ ରାଣୀ ପଣ୍ଡା ନାଚ କରୁଛନ୍ତି । 
ସେ ନାଚ କରୁଛନ୍ତି ବୋଲି ଜାଣି ମଧ୍ୟ ତାଙ୍କୁ ଭଲ ପାଇଲା ଆଉ ତାଙ୍କ ସହ ଖେଳିଲା । ବୋଧେ ସବୁ ପ୍ରମାଣ ଅଛି ଆଉ ସେଥିପାଇଁ ୪୯୦ କେସ ଦିଆଯିବ । ପ୍ରେମ କରିବା ସମୟରେ ବୟସ ଦେଖୁ ନାହାଁନ୍ତି କିନ୍ତୁ ବିବାହ କରିବା ସମୟରେ ବୟସ ଦେଖୁଛନ୍ତି ।
ବିକ୍ରମ ତାଙ୍କ ଘରର ପ୍ରେସରରେ ହୁଏତ ବିବାହ ପାଇଁ ମନା କରୁଛନ୍ତି । ବିକ୍ରମ ବୋଧେ ଭାବିଥିଲା କି ରାଣୀ ପଣ୍ଡା ତାଙ୍କୁ କିଛି କରିପାରିବ ନାହିଁ ଆଉ ତା ସହ ଖେଳି ଥିଲା । ଏବେ ଅଭିନେତ୍ରୀ ରାଣୀ ପଣ୍ଡା ବିକ୍ରମ ନାଁରେ କେସ ଦେଇଛନ୍ତି ଯାହା ସେ ଠିକ୍ କରିଛନ୍ତି ବୋଲି ସମାଜସେବୀ କହିଛନ୍ତି । ଏବେ ଏଭଳି ଅନେକ କଥା ସମାଜସେବୀ କହିଛନ୍ତି ।

Advertisement